Movie prime

ଶେଷରେ ନିଜ ସ୍ଵାମୀ ଭିକି କଥା ମନେ ପକେଇ କାନ୍ଦିଲେ କାଟ୍ରିନା, କହିଲେ ଯେତେହେଲେ ମୋ ସ୍ବାମୀ.. ସଲମାନ୍ ଙ୍କ ପାଇଁ ତା ସହ ସେସବୁ କରି ଠିକ୍ କଲିନି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି କ୍ୟାଟ୍ରିନା କୈଫ୍ ହେଉଛନ୍ତି ବଲିଉଡ ର ଏକ ଆଗ ଧାଡ଼ିର ଅଭିନେତ୍ରୀ। ସେ ତାଙ୍କର ଅଭିନୟ ଓ ନୃତ୍ୟ ପାଇଁ ବେଶ ଚର୍ଚ୍ଚାରେ ଆସୁଥିବା ବେଳେ ଏବେ ତାଙ୍କର ସ୍ୱାମୀ ଭିକି କୌଶାଲ୍ ଙ୍କ ପାଇଁ
 ଚର୍ଚ୍ଚାର ବିଷୟ ପାଲଟି ଛନ୍ତି।ସେ ୯ ଡିସେମ୍ବର ୨୦୨୧ ରେ ବିବାହ ଭିକି କୌଶାଲ୍ ଙ୍କୁ କରିଥିଲେ। ଲୋକ ମାନେ ଏହି ଦୁଇ ପ୍ରସିଦ୍ଧ ଯୋଡ଼ି କୁ ମଧ୍ୟ ବେଶ ପଶନ୍ଦ କରନ୍ତି। ସାରା ଭାରତ ରେ ତାଙ୍କର ଫ୍ୟାନ ଅଛନ୍ତି।
Special report
ହେଲେ ଏବେ ନିକଟରେ ଭିକି ଙ୍କ ସାରା ଅଲ୍ଲୀ ଖାନ ଙ୍କ ସହ ଘନିଷ୍ଠତା ବଢ଼ୁ ଥିବାର ଦେଖିବାକୁ ମିଳିଛି। ଏଭଳି କି ନିକଟରେ ଏକ କାର୍ଯ୍ୟକ୍ରମ ରେ ଯେତେବେଳେ ଭିକି ଙ୍କୁ ପଚରା ଯାଇଥିଲା କି ସେ ସେଠାରେ କାହାକୁ ମିସ୍ କରୁଛନ୍ତି ବା ମାନେ ପକାଉଛନ୍ତି
 ସେତେବେଳେ ସେ କ୍ୟାଟ୍ରିନା ଙ୍କ ନାମ ନନେଇ ସାରା ଅଲ୍ଲୀ ଖାନ ଙ୍କ ନାମ ନେଇଥିଲେ। ଆଉ ଯେତେବେଳେ ତାଙ୍କୁ ଏହା ପଚରା ଯାଇଥିଲା କି ସେ କ୍ୟାଟ୍ରିନା ଙ୍କୁ ମନେ ପକାଉ ନାହାଁନ୍ତି।
ସେତେବେଳେ ଭିକି ଏଭଳି କିଛି ଉତ୍ତର ଦେଇଥିଲେ ଯାହାକି ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ସେ କହିଥିଲେ କି କ୍ୟାଟ୍ରିନା ସବୁ ବେଳେ ତାଙ୍କ ମନ ଭିତରେ ଅଛନ୍ତି। ଆଉ ସେ ତାଙ୍କର ମନ ଭିତରୁ କେତେ ବେଳେ ହିଁ କ୍ୟାଟ୍ରିନା ଙ୍କୁ ବାହାରି କରି ନାହାଁନ୍ତି।
Special report
ଆଉ ସେ କ୍ୟାଟ୍ରିନା ଙ୍କ ବିନା ନିଜ ଜୀବନ ର କଲ୍ପନା ମଧ୍ଯ କରି ପାରିବେ ନାହିଁ। ଏଥିରୁ ଜଣା ପଡୁଛି କି ଭିକି କୌଶାଲ କେତେ ମାତ୍ରାରେ କ୍ୟାଟ୍ରିନା ଙ୍କୁ ଭଲ ପାଉଛନ୍ତି।
ଏବେ ଭିକି ଙ୍କ ଏହି ମଜାଦାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଆଉ ଏହାକୁ ଦର୍ଶକ ମାନେ ମଧ୍ୟ ଖୁବ୍ ପସନ୍ଦ କରିଛନ୍ତି। ଏବଂ ଏକାଧିକ ଲୋକ ମନେ ମଧ୍ୟ ଏହି ଭିଡିଓ କୁ ଦେଖି ସାରିଲେଣି।
ତେବେ ଏହି ଭିଡିଓ ଆପଣଙ୍କୁ କିଭଳି ଲାଗିଲା ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ। ଏବଂ ଆପଣ ଏହି ଲୋକପ୍ରିୟ ଯୋଡ଼ି କୁ କେତେ ପସନ୍ଦ କରନ୍ତି ତାହା ମଧ୍ୟ ଜଣାଇବାକୁ ଭୂଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.