Movie prime

ଦିଅର ମୃତ୍ୟୁ ଘଟଣାରେ ଛାତି ପିଟି ପିଟି କାନ୍ଦୁଥିବା ଭାଉଜ ହ-ତ୍ୟା-କା-ରୀ ସାମ୍ନାକୁ ଆସିଲା ବଡ ଖବର

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ସୋସିଆଲ ମିଡିଆରେ ଆପଣମାନେ ସବୁ ଅଞ୍ଚଳର ଖବର ପାଇ ପାରୁଛନ୍ତି । ଆଜିକାଲି ଦୁନିଆରେ ଏଭଳି କିଛି ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ମନରେ ଅନେକ କଥା ଭାବିବେ ।
Special report
ଦୁନିଆରେ ଏଭଳି ଲୋକ ଅଛନ୍ତି ଯେଉଁମାନେ ମାରିବାକୁ ବି ପଛାଉ ନାହାନ୍ତି । ମଣିଷ ହୋଇ ସମ୍ପର୍କ ଭୁଲି ଯାଇ ହ-ତ୍ୟା କରିବା ଆଜିକା ସମାଜରେ ସତେ ଯେପରି ଏକ ସାଧାରଣ କଥା ହୋଇଗଲାଣି । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇପାରିବେ । 
ଭାଉଜ ଆଉ ଦିଅର ର ସମ୍ପର୍କ ଭାଇ ଆଉ ବଡ ଭଉଣୀ ଭଳି କିନ୍ତୁ ଆଜିକା ସମାଜରେ ଏଭଳି ଲୋକ ଅଛନ୍ତି ଯେଉଁମାନେ ନିଜ ଦିଅରକୁ ମାରିବା ପାଇଁ ବି ପଛାଉ ନାହିଁ । ଭାଉଜ ଜଣକ ନିଜ ସ୍ବାମୀ ସହ ମିଶି ସୁପାରୀ କିଲର ସାହାଯ୍ୟରେ ଦିଅରକୁ ମାରି ଦେଇଛି ।
Special report
ଆଉ ଏହି ଭାଉଜ ଜଣକ ଦିଅର ମରିଯିବା ପରେ ତାକୁ ଖୋଜିବାର ମିଛ ଅଭିନୟ କରୁଛି । ଏହି ଭାଉଜ ଜଣକ ଏଭଳି ଅଭିନୟ କରୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭାଉଜ ଜଣକ ଏଭଳି କାମ କରିବା ପୂର୍ବରୁ ଭାବିବା ଉଚିତ୍ ।
ଦିଅରକୁ ରାତାରାତି ମାରି ଦେଇ ଏହି ମହିଳା ଜଣକ ତାର ଦିଅରର ବାଇକକୁ ଜଙ୍ଗଲରେ ରଖିଥିଲା । ଆଉ ଏହି ଦିଅର ଜଣକ ହଜି ଯାଇଥିଲେ ବୋଲି ସେ ଖୋଜୁଥିଲେ । ଦିଅର ଜଣକ ହଜି ଯାଇଛି ବୋଲି ଭାଉଜ ଜଣକ ପାଗେଳି ହୋଇ ତାଙ୍କୁ ଖୋଜୁଥିଲେ ।
Special report
ରବିବାର ଦିନ ଏଭଳି ଘଟଣା ଘଟିଥିଲା । ଜଙ୍ଗଲ ଭିତରୁ ତାଙ୍କ ବାଇକ୍ ପାଇ ସେ ଖୋଜିଥିଲେ । ଦିଅର ଜଣଙ୍କୁ ନିଜ ଭାଉଜ ମାରିଦେଇ ଏଭଳି ଅଭିନୟ କରିବା ସତରେ ବହୁତ ଖରାପ ଅଟେ । ଏଭଳି ଅଭିନୟ ଆପଣମାନେ ଫିଲ୍ମ୍ ବା ଧାରାବାହିକରେ ଦେଖିଥିବେ । 
Special report
ଏହି ଭାଉଜ ଜଣକ ହେଉଛନ୍ତି ଜ୍ୟୋସ୍ନାରାଣୀ ରାଉତ । ଜ୍ୟୋସ୍ନାରାଣୀ ଜେନା ତାଙ୍କ ସ୍ଵାମୀ ସହ ମିଶି ନିଜ ଦିଅରକୁ ମାରି ଦେଇଥିଲେ । ବଡ ଭାଇ ବିଜୟ ରାଉତ ତାଙ୍କ ନିଜ ସାନ ଭାଇକୁ ମାରି ଦେଇଥିଲେ । ପୋଲିସ ଥାନାରେ ଏହି ଅଭିଯୋଗ ପରେ ସେମାନେ ଏହି ଘଟଣାର ତଦନ୍ତ କରିଥିଲେ ।
ଆଉ ତଦନ୍ତ ପରେ ଜଣା ପଡିଥିଲା କି ଏହି ଘଟଣାରେ ବିଜୟ ରାଉତ ଆଉ ତାଙ୍କ ସ୍ତ୍ରୀ ସାମିଲ ଅଛନ୍ତି । ନିଜ ଭାଇ ଆଉ ଭାଉଜ ଏହି ଘଟଣାରେ ସଂପୃକ୍ତ ଥିବା ଜଣା ପଡ଼ିବା ସହ ଚାରି ସୁପାରୀ କିଲର୍ ଧରା ପଡିଛନ୍ତି । ଏହି ଘଟଣା ବାଲେଶ୍ଵର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଜମି ପାଇଁ ଏଭଳି ହୋଇଛି ବୋଲି ଜଣାପଡିଛି ।