Movie prime

ବହୁ ବର୍ଷ ପରେ ପୁଣି ଦେବାକୁ ଯାଉଛନ୍ତି କରିନା ଖୁସି ଖବର, ସାମ୍ନା କୁ ଆସିଲା ଏମିତି ଫଟୋ ଯେ ଫ୍ୟାନ ମାନେ କହିଲେ କଣ ଆଉ ଗୋଟେ...??

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ କପୁର ପରିବାର ସଦା ସର୍ବଦା ଚର୍ଚ୍ଚାର ବିଷୟ ପାଲଟି ଥାଆନ୍ତି। ତେବେ ଆପଣ ମାନେ ଜାଣିଥିବେ କି କରିନା କପୁର ହେଉଛନ୍ତି ବଲିଉଡ ର ବେଶ ଜଣାଶୁଣା ଅଭିନେତ୍ରୀ।
ସେ ତାଙ୍କର ଅଭିନୟ ଦ୍ୱାରା ସମସ୍ତ ଦର୍ଶକ ମାନଙ୍କ ହୃଦୟରେ ଘର କରି ରହିଛନ୍ତି। ସେ ଖୁବ୍ ସୁନ୍ଦର୍ ଅଭିନୟ ମଧ୍ୟ କରିଥାଆନ୍ତି। ଏବଂ ତାଙ୍କ ଅଭିନୟ ମଧ୍ୟ ଦର୍ଶକ ମାନଙ୍କ ହୃଦୟ କିଣି ପାରିଛି।
ତେବେ ଆପଣ ମାନେ ଏହା ମଧ୍ୟ ଜାଣିଥିବେ କି କରିନା କପୁର ମଧ୍ୟ ଏବେ ଆଉ ଅଧିକ ଫିଲ୍ମ୍ ରେ ନଜର ଆସୁ ନାହାଁନ୍ତି। ନିକଟରେ ସେ ଲାଲ୍ ସିଂ ଚଦ୍ଧା ଫିଲ୍ମ୍ ରେ ନଜର ଆସିଥିଲେ।
Special Report
ଆଉ ଏବେ କପୁର ପରିବାର କୁ ଖୁସୀ ଖବର ଆସି ପହଞ୍ଚି ଯାଇଛି। ଏହି ଖୁସୀ ଖବର କରିନା ତାଙ୍କର ଏକ ଇନ୍ଷ୍ଟାଗ୍ରାମ୍ ରେ ଷ୍ଟୋରି ଦେଇ ଜଣାଇଛନ୍ତି। ଏହି ଖୁସୀ ଖବର ହେଉଛି କି ତାଙ୍କର ଭାଈ ଆଉ ଭାଉଜଙ୍କ ଏକ ଶିଶୁ ପୁତ୍ର ହୋଇଛି।
ଏଥିପାଇଁ କରିନା କପୁର ମଧ୍ୟ ବେଶ ଖୁସୀ ଅଛନ୍ତି। ସେ ତାଙ୍କର ଇନ୍ଷ୍ଟାଗ୍ରାମ ରେ ଲେଖିଛନ୍ତି କି "ପ୍ରାଉଡ ପ୍ୟାରେଣ୍ଟସ୍ ମେରେ ଡାର୍ଲିଂ"। ତାଙ୍କ ଭାଇଙ୍କ ନାମ ଅର୍ମାନ ଜୈନ୍ ହୋଇଥିବା ବେଳେ ତାଙ୍କ ଭାଉଜ ଙ୍କ ନାମ ହେଉଛି ଅନିଶା ଜୈନ୍।
ଯେତେବେଳେ କରିନା ଏହା ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ ଏହା ପରଠାରୁ କରିନା ଙ୍କ ସମସ୍ତ ଫ୍ୟାନ ତାଙ୍କୁ ଓ ତାଙ୍କର ପରିବାର କୁ ଶୁଭେଚ୍ଛା ଜଣାଇ ଛନ୍ତି।
Special Report
ଏବଂ ଏବେ ଏହା ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ସମସ୍ତେ ଏହି ଖବର ଶୁଣି ବେଶ ଖୁସୀ ମଧ୍ୟ ହୋଇ ଯାଇଛନ୍ତି। ତେବେ ଆମେ ମଧ୍ୟ ଅର୍ମାନ୍ ଏବଂ ତାଙ୍କ ପତ୍ନୀ ଅନିଶା ଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇବା ସହ
 ଏହା ଆଶା କରୁଛୁ କି ସେ ତାଙ୍କର ଶିଶୁ ପୁତ୍ର ସହ ଖୁସୀରେ ରୁହନ୍ତୁ। ତେବେ ଆପଣଙ୍କୁ ଏହି ଖବର କିଭଳି ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.