Movie prime

ଅଚାନକ ରାତି ଅଧ୍ ରେ ପେଟ କାଟିବାରୁ କରିନା ଭାବିଲେ ମାଆ ହେବେ ହେଲେ ଡାକ୍ତର କହିଲେ ତମ ପେଟ ଖରାପ ଅଛି

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସୈଫ ଅଲ୍ଲୀ ଖାଁ ଙ୍କୁ ସମସ୍ତେ ଜାଣି ଥିବେ।ଆଜି ମଧ୍ୟ ସେ ବଲିଉଡ ର ଅନେକ ଫିଲ୍ମ ରେ ଅଭିନୟ କରୁଛନ୍ତି।ତାଙ୍କ ଅଭିନୀତ ପ୍ରତ୍ୟେକ ଫିଲ୍ମ ଲୋକ ଙ୍କୁ ଖୁବ୍ ପସନ୍ଦ ଆସି ଥାଏ।ଏହି ଅଭିନେତା ଙ୍କ ବ୍ୟବହାର ମଧ୍ୟ ବହୁତ ଭଲ।
Special report
ସେ ତାଙ୍କ ପରିବାର ରେ ଯେ କୌଣସି ଉତ୍ସବ କରିବା ଆଗରୁ ତାଙ୍କ ପ୍ରଶଂସକ ମାନଙ୍କୁ ଜଣାଇ ଥାନ୍ତି।ତାଙ୍କ ବ୍ୟକ୍ତିଗତ ଜୀବନ କୁ ନେଇ ସେ ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି।ସେ ତାଙ୍କ ଜୀବନ ରେ ଦୁଇ ଜଣଙ୍କୁ ବିବାହ କରିଥିଲେ।ପ୍ରଥମ ପତ୍ନୀ ଅମ୍ରିତା ଙ୍କୁ ବିବାହ କରିବା ପରେ ତାଙ୍କର ଦୁଇଟି ସନ୍ତାନ ହୋଇ ଥିଲେ।ଓ ପରେ ସେ କରିନା କପୁର ଙ୍କୁ ବିବାହ କରିଥିଲେ।
ବିବାହ ପରେ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ହୋଇ ସାରିଛନ୍ତି।ହେଲେ ଏହି ଅଭିନେତା ଜଣକ କେବେ ବି ନିଜ ଚାରି ପିଲା ଙ୍କ ଭିତରେ ଭେଦ ଭାବ କରି ନାହାନ୍ତି।ସବୁବେଳେ ସମାନ ଭାବେ ନିଜ ଚାରି ପିଲା ଙ୍କୁ ସେ ଦେଖି ଥାନ୍ତି।
Special Report
ତାଙ୍କର ଏହିଭଳି ବ୍ୟବହାର ପାଇଁ ତାଙ୍କୁ ଲୋକେ ଖୁବ୍ ପ୍ରଶଂସା କରନ୍ତି।ତାଙ୍କ ଝିଅ ସାରା ଅଲ୍ଲୀ ଖାଁ ଏବେ ବଲିଉଡ ରେ ଅଭିନୟ କରୁଛନ୍ତି।ଏହି କିଛି ଦିନ ତଳେ ସୈଫ ଅଲୀ ଖାଁ ତାଙ୍କର ୫୩ ତମ ଜନ୍ମଦିନ ପାଳନ କରିଥିଲେ।ଏଥିରେ ସେ ତାଙ୍କ ଘର କୁ ବହୁତ ଭଲ ରେ ସଜାଇ ଥିଲେ।
Special report
ତାଙ୍କ ଘର କୁ ତାଙ୍କ ପ୍ରଶଂସକ ମାନେ ଖୁବ୍ ପ୍ରଶଂସା କରିଥିଲେ।ଏହି ଜନ୍ମଦିନ ପାର୍ଟି ରେ ତାଙ୍କ ପୂର୍ବ ଝିଅ ପୁଅ ଉପସ୍ଥିତ ଥିଲେ।ସମସ୍ତେ ତାଙ୍କ ପାଇଁ ବହୁତ ଖୁସି ରେ ଥିଲେ।ସେ ତାଙ୍କ ଜନ୍ମଦିନ ଅବସର ରେ ନିଜ ଝିଅ ସାରା ଅଲ୍ଲୀ ଖାଁ ଙ୍କୁ ଧନ୍ୟବାଦ୍ କହିଲେ।
କାରଣ ତାଙ୍କରି ପାଇଁ ସେ ଆଜି ପରିଚିତ ହୋଇଛନ୍ତି।ତାଙ୍କ ଫ୍ୟାନ ମାନେ ସମସ୍ତ ସୈଫ ଙ୍କୁ ଜନ୍ମଦିନ ର ଶୁଭେଛା ଦେଇଥିଲେ।ଓ ତାଙ୍କ ଆରୋଗ୍ୟ କାମନା କରିଥିଲେ।ଆଜି ଏହି ଅଭିନେତା ଜଣକ ଘରେ ଘରେ ପରିଚିତ ଅଛନ୍ତି।
Special Report
ବୟସ ଅଧିକ ହୋଇ ଯାଇଥିଲେ ବି ବର୍ତ୍ତମାନ ସମୟ ରେ ତାଙ୍କ ଫିଟନେସ କୁ ନେଇ ଲୋକ ମାନେ ଖୁବ୍ ପ୍ରଶଂସା କରିଛନ୍ତି।ତାଙ୍କ ଭଳି ଅଭିନେତା ବଲିଉଡ ରେ ଖୁବ୍ କମ ଅଛନ୍ତି ବୋଲି କୁହା ଯାଉଚି।ସେ ତାଙ୍କ ଫ୍ୟାନ ମାନଙ୍କୁ ସବୁବେଳେ ସବୁ କିଛି ଜଣାଇ ଥାନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.