Movie prime

କରୀନା ଙ୍କୁ ବିବାହ କରି ଟେନସନ ରେ ରହୁଛନ୍ତି ସେଫ୍ : ଏତେ ପିଲା ଙ୍କୁ ମୁ ଘରେ ସମ୍ଭାଳିବି ଆଉ ସେ ଫିଲ୍ମ କରିବ

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ବଲିଉଡ ର କରିନା କପୁର ଓ ତାଙ୍କ ସ୍ଵାମୀ ସୈଫ ଅଲ୍ଲୀ ଖାଁ ଙ୍କୁ ଭଲ ଭାବେ ଜାଣି ଥିବେ।ସେମାନେ ବଲିଉଡ ର ଏଭଳି ଜଣେ ଜଣେ କଳାକାର ଯିଏ ନିଜ ଅଭିନୟ ର ଦକ୍ଷତା ରେ ନିଜକୁ ପରିଚିତ କରାଇ ଛନ୍ତି।
ଆଜି ତାଙ୍କୁ ସାରା ଦେଶ ରେ କିଏ ବା ନ ଜାଣେ।ସେମାନେ ଏକାଠି ଅନେକ ଫିଲ୍ମ ରେ ଅଭିନୟ କରିଛନ୍ତି।ତାଙ୍କ ଅଭିନୟ ଦର୍ଶକ ଙ୍କୁ ଖୁବ୍ ଭଲ ଲାଗି ଥାଏ।ଆଜି ଆମେ ତାଙ୍କରି ବିଷୟ ରେ କିଛି କହିବାକୁ ଯାଉଛୁ।
Special Report
ସୂଚନା ଅନୁସାରେ ସୈଫ ଅଲ୍ଲୀ ଖାଁ ଓ କରିନା କପୁର ଙ୍କ ପୁଅ ହେଉଛନ୍ତି ତୈମୁର ଅଲ୍ଲୀ ଖାନ୍।ଯାହାର ପାଠ ପଢା ପାଇଁ ମାସ କୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ।ସେ ଏଭଳି ସ୍କୁଲ ରେ ପାଠ ପଢ଼ୁଛନ୍ତି କି ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ।
ଗୋଟିଏ ସାଧାରଣ ପରିବାର ର ପିଲା ସେ ସ୍କୁଲ ରେ ପାଠ ପଢ଼ିବା ସମ୍ଭବ ନୁହେଁ।ସେ ଏବେ ଧୀରୁଭାଇ ଅମ୍ୱାନି ସ୍କୁଲ ରେ ପାଠ ପଢୁଛି।ବଲିଉଡ ର ସମସ୍ତ କଳାକାର ମାନଙ୍କ ପିଲା ଏହି ସ୍କୁଲ ରେ ପାଠ ପଢ଼ୁଛନ୍ତି।
ଏହି ବିଦ୍ୟାଳୟ ଟି ୨୦୦୩ ମସିହା ରେ ଭାରତ ର ଏକ ନମ୍ବର ଧନୀ ଧିରୁ ଭାଇ ଅମ୍ବାନୀ କରିଥିଲେ।କିନ୍ତୁ ଏବେ ଏହି ସ୍କୁଲ ର ଫିସ କଥା ଜାଣି ଆପଣ ମାନେ ଆଶ୍ଚର୍ଯ୍ୟ ହେବେ।ଏହି ସ୍କୁଲ ରେ ପଢିବା ପାଇଁ ଗୋଟିଏ ମାସ କୁ ଲକ୍ଷ ଟଙ୍କା ରୁ ଅଧିକ ଦେବାକୁ ପଡ଼ିବ।
Special Report
ସେଥିପାଇଁ ବହୁତ କମ୍ ସଂଖ୍ୟା ର ପିଲା ଏଠାରେ ପାଠ ପଢନ୍ତି।କିନ୍ତୁ ଏହି ବିଦ୍ୟାଳୟ ରେ ସବୁ ପ୍ରକାର ସୁବିଧା ସୁଯୋଗ ରହିଛି।ପାଠ ପଢିବା ପାଇଁ ପିଲା ମାନଙ୍କ ସ୍ମାର୍ଟ କ୍ଲାସ ରୁମ୍ ବ୍ୟବସ୍ଥା ରହିଛି।
ଏହା ଛଡ଼ା ଅନ୍ୟାନ୍ୟ ଜିନିଷ ଅତ୍ୟାଧୁନିକ ଉପାୟ ରେ ଏଠାରେ କରା ଯାଇଚି।ଏଲ କେ ଜି କ୍ଲାସ ରୁ ସପ୍ତମ ଶ୍ରେଣୀ ଯାଏଁ ଏଠାରେ ୧.୦୭ ଲକ୍ଷ ଟଙ୍କା ଦେବାକୁ ପଡି ଥାଏ।
ଏହା ଛଡ଼ା ଅଷ୍ଟମ ରୁ ଦଶମ ଯାଏଁ ପିଲା ଙ୍କ ପାଇଁ ୪.୪୮ ହଜାର ଟଙ୍କା ଦେବାକୁ ପଡି ଥାଏ।ଓ ଦଶମ ରୁ ଦ୍ଵାଦଶ ଶ୍ରେଣୀ ଯାଏଁ ୯.୬୫ ଲକ୍ଷ ଟଙ୍କା ଦେଇ ଥାଆନ୍ତି।ତେଣୁ କରିନା କପୁର ନିଜ ପୁଅ ପାଇଁ ବର୍ଷ କୁ ୨୦ ଲକ୍ଷ ରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇ ଥାଏ।