Movie prime

ରାତି ପାହୁ ପାହୁ କରୀନା କପୁର ଙ୍କ ଉପରେ ପଡିଲା ଦୁଃଖ ର ପାହାଡ଼ !! Saif ଏମିତି କଣ କାଣ୍ଡ କରିଦେଲେ କି

 
Special Report
ଆପଣମାନେ ବଲିଉଡ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଯୋଡ଼ି କରୀନା କପୁର ଏବଂ ସେଫ୍ ଅଲି ଖାନ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ।ସେ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି।
କରୀନା ଏବଂ ସେଫ୍ ଅଲି ଖାନ୍ ଙ୍କୁ ଦର୍ଶକ ମାନେ ବହୁତ ପସନ୍ଦ କରିଥାନ୍ତି।ନିକଟରେ ଦୁଇ ଜଣ ଲଣ୍ଡନରେ ବୁଲିବାକୁ ଯାଉଥିଲେ।ସୋସିଆଲ ମିଡିଆରେ ଫଟୋ ଆଉ ଭିଡ଼ିଓ କରୀନା କପୁର ଏବଂ ସେଫ୍ ଅଲି ଖାନ ସେୟାର କରିଥିଲେ।
ଯେଉଁଥିରେ ସମସ୍ତେ ଏହି ଯୋଡିଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା।କିନ୍ତୁ ଯେତେବେଳେ ସେମାନେ ବିଦେଶ ରେ ଥିଲେ ଏକ ଦୁଃଖ ଖବର ଶୁଣି ଭାରତକୁ ଚାଲି ଆସିଥିଲେ।
Viral video
କରୀନା କପୁର ସେହି ସୁନ୍ଦର ବଲିଉଡ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଯିଏ କି ବଲିଉଡର ସମସ୍ତ ପ୍ରସିଦ୍ଧ କଳାକାରଙ୍କ ସହ ବହୁତ ଭଲ ଥିଲେ।କିନ୍ତୁ ବଲିଉଡରେ ସେ ତାଙ୍କର ଜଣେ ଘନିଷ୍ଠ ବନ୍ଧୁଙ୍କୁ ହରାଇଛନ୍ତି ଯାହାକୁ ସେ ବହୁତ ଭଲ ପାଉଥିଲେ।
ଅଭିନେତ୍ରୀ କରିନା ଏହି ଘଟଣା ଜାଣିବା ପରେ କାନ୍ଦିଥିବାର ଦେଖିବାକୁ ମିଳିଛି। ଏବଂ ସେଫ ଅଲି ଖାନ ମଧ୍ୟ ତାଙ୍କ ପତ୍ନୀଙ୍କ ଏପରି ଅବସ୍ଥା ଦେଖି ଅତ୍ୟନ୍ତ ବିବ୍ରତ ହୋଇଛନ୍ତି।
ସୂଚନା ଅନୁସାରେ କରୀନା କପୁର ଏବଂ ସେଫ ଅଲି ଖାନ ଯେତେବେଳେ ପାମେଲା ଚୋପ୍ରା ଏହି ଦୁନିଆରେ ଆଉ ନାହାଁନ୍ତି ବୋଲି ଖବର ଶୁଣିଲେ ବିଶ୍ୱାସ କରି ପାରିଲେ ନାହିଁ।ଏବଂ ଦୁଃଖରେ ଭାଙ୍ଗି ପଡ଼ିଲେ।
Viral video
ଏହି ଘଟଣା ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ବାସ୍ତବରେ କରୀନା ପାମେଲା ଚୋପ୍ରାଙ୍କ ଅତି ନିକଟତର ଥିଲେ ଏବଂ ପାମେଲା କରୀନା କପୁରଙ୍କ ବିଷୟରେ ଅନେକ ସମୟରେ କହିଥିଲେ ଯେ ସେ ବହୁତ ସୁନ୍ଦର ଝିଅ ଅଟନ୍ତି।
କରୀନା ମଧ୍ୟ ପାମେଲାଙ୍କୁ ତାଙ୍କ ମାଆଙ୍କ ମାନ୍ୟତା ଦେଉଥିବା ପରି ମନେ ହେଉଥିଲା ଏବଂ ଏହି କାରଣରୁ ପାମେଲା ଚୋପ୍ରା ଏହି ଦୁନିଆରେ ନାହାଁନ୍ତି ଜାଣିବା ମାତ୍ରେ ସେ ତୁରନ୍ତ ପ୍ରାର୍ଥନା ସଭାରେ ପହଞ୍ଚିଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.