Movie prime

କରିନା ଯେତେବେଳେ ହିନ୍ଦୁ ଙ୍କ ଭଳି ଶାଢ଼ୀ ରେ ଚଉଠି କରିବାକୁ ଆସିଲେ ରାଗରେ ନିଆଁ ହୋଇଗଲେ ସେଫ, ତମେ ନବାବ ର ସ୍ତ୍ରୀ ହୋଇ କଣ ଏମିତି ବେଶ ରେ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ବଲିଉଡ ଅଭିନେତ୍ରୀ କରୀନା କପୁର ଙ୍କୁ ଜାଣି ଥିବେ।ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ସେ ନିଜ ନାମକୁ ରଖି ପାରିଛନ୍ତି।ଆଜି ତାଙ୍କୁ କିଏ ବା ନ ଜାଣେ।ସେ ବଲିଉଡ ର ଜଣେ ଆଗ ଧାଡ଼ି ର କଳାକାର।ଲୋକ ମାନେ ତାଙ୍କ ଅଭିନୟ କୁ ସୋସିଆଲ ମିଡ଼ିଆ ରେ ଖୁବ୍ ପସନ୍ଦ କରନ୍ତି।
Special report
ଓ ସୋସିଆଲ ମିଡିଆରେ ତାଙ୍କ ବିଷୟ ରେ ସବୁବେଳେ ଚର୍ଚ୍ଚା ହୋଇ ଥାଏ।ସେ ବଲିଉଡ ର ଅନ୍ୟତମ ନାମୀ ଅଭିନେତା ସୈଫ ଅଲ୍ଲୀ ଖାଁ ଙ୍କୁ ବିବାହ କରିଛନ୍ତି।ତାଙ୍କର ଦୁଇଟି ପୁଅ ମଧ୍ୟ ଅଛି।ତଥାପି ତାଙ୍କ ସୁନ୍ଦରତା ଏ ଯାଏଁ ରହିଛି।
ତାଙ୍କର ଦୁଇଟି ପୁଅ ହୋଇ ସାରିଲା ପରେ ମଧ୍ୟ ସେ ପୁଣି ଥରେ ତାଙ୍କ ବିବାହ ପୋଷାକ କୁ ପିନ୍ଧିଛନ୍ତି।ଏହାକୁ ଦେଖି ତାଙ୍କ ପ୍ରଶଂସକ ମାନେ ବହୁତ ଖୁସି ହୋଇ ଯାଇଛନ୍ତି।ଏହି ଫଟୋ ଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗୁଛି।
ତାଙ୍କର ଏହି ଫଟୋ କୁ ଦେଖି ତାଙ୍କୁ କେହି ବି କହିବେ ନାହିଁ କି ସେ ଦୁଇଟି ପିଲା ର ମା।ସମସ୍ତେ ତାଙ୍କୁ ଏବେ ଆଉ ଥରେ ବିବାହ କଲେ ମଧ୍ୟ ସେ ଚିହ୍ନା ପଡ଼ିବେ ନାହି ବୋଲି କହୁଛନ୍ତି।ତାଙ୍କୁ ତାଙ୍କ ପ୍ରଶଂସକ ମାନେ ବେବୋ ନାମ ରେ ଡ଼ାକନ୍ତି।ଆଜି ସେ ସମସ୍ତଙ୍କ ପାଖରେ ପରିଚିତ।
ଆମେ ଆପଣ ମାନଙ୍କୁ କହିବୁ ଯେ କଣ ପାଇଁ କରିନା କପୁର ଏଭଳି ବିବାହ ପୋଷାକ ପିନ୍ଧିଥିଲେ।ଏହାର କାରଣ ହେଉଛି ସେ ଏକ ବିଜ୍ଞାପନ ର ସୁଟିଂ କରୁଥିଲେ।
Special report
ଏଥିରେ ତାଙ୍କୁ ନାମୀ ଫ୍ୟାସନ ଡିଜାଇନର ନିନା ଗୁପ୍ତା ଙ୍କ ଝିଅ ଏଭଳି ପୋଷାକ ପିନ୍ଧିବା ପାଇଁ କହିଥିଲେ।ତାଙ୍କ ନାମ ହେଉଛି ମିଶବା।ସେ ମଧ୍ୟ ଏକ ବଡ ଫ୍ୟାସନ ଡିଜାଇନର।ଏହି ପୋଷାକ ସିଲେଇ କରି ସେ ପିନ୍ଧି ଥିଲେ।କରିନା ଏହି ପୋଷାକ ପିନ୍ଧି ସାରିଲା ପରେ ବହୁତ ସୁନ୍ଦର ଦେଖା ଯାଉଥିଲେ।
ସମସ୍ତେ ତାଙ୍କର ଏହି ପୋଷାକ ଲୁକ୍ କୁ ଖୁବ୍ ପ୍ରଶଂସା କରୁଛନ୍ତି।ସେ ଯେପରି ଆଉ ଥରେ ବିବାହ କରିବାକୁ ଯାଉଛନ୍ତି ସେପରି ଏହି ପୋଷାକ ରେ ସେ ଦେଖା ଯାଇଥିଲେ।ସେ ଏହି କିଛି ଦିନ ହେବ ଫିଲ୍ମ ଜଗତ ଠାରୁ ଦୂରେଇ ରହିଛନ୍ତି।ଆଗକୁ ସେ କେଉଁ ଫିଲ୍ମ ରେ ଅଭିନୟ କରିବେ ଦେଖିବାକୁ ବାକି ରହିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.