Movie prime

କଟିଯିବ ରାସନ୍ କାର୍ଡ !!! ଶୁଣିଲେ ହେଇଯିବେ ଆଶ୍ଚର୍ଯ୍ୟ...

 
Special report
ରାସନ କାର୍ଡ କୁ ନେଇ ଆସିଲା ବର୍ତ୍ତମାନ ବଡ଼ ଖବର । ଏହା ଦ୍ବାରା ପ୍ରଭାବିତ ହେବେ ସାରା ଭାରତବାସୀ । ତେବେ ବର୍ତ୍ତମାନ ସୂଚନା ଅନୁଯାୟୀ ରାସନ୍ କାର୍ଡ ଅନେକ ଲୋକଙ୍କ ହାତରୁ ହାତ ଛଡା ହେବାକୁ ଯାଉଛି । ଦିନକୁ ଦିନ ସରକାର କଟକଣା କଠିନ କରିବାରେ ଲାଗିଛନ୍ତି ।
Special report
ତେବେ ଏହି କ୍ଷେତ୍ରରେ ଯେଉଁମାନଙ୍କ ନାଁ କଟିଯିବ ସମସ୍ତେ ଏହି କଥା ଭାବି ଚିନ୍ତାରେ ଅଛନ୍ତି । ରାସନ କାର୍ଡ ହେଉଛି ପ୍ରତ୍ୟେକ ଗରିବଙ୍କ ଅଧିକାର । ଏହାଦ୍ବାରା ଅନେକ ଲୋକ ଉପକୃତ ହେଇଥିବାର ତଥ୍ୟ ସଫା ସଫା ମିଳିଥାଏ । ରାସନ କାର୍ଡ ଦ୍ଵାରା ଅନେକ ସୁବିଧା ମିଳିବା ସହ ଅନେକ ଜିନିଷ ମାଗଣାରେ ମିଳିଥାଏ ।
ଯେମିତି କି ଚାଉଳ , ଗହମ ତଥା ଅନ୍ୟାନ୍ୟ ଜିନିଷ ଏବଂ ମେଡିକାଲରେ ମଧ୍ୟ ଅନେକ ପ୍ରକାର ଫାସିଲିଟି ମିଳିଥାଏ । ଯାହାଦ୍ବାରା ଗୋଟିଏ ଗରିବ ପରିବାର ଉତ୍ତମ ଭାବେ ଉପକୃତ ହୋଇଥାଏ । କିନ୍ତୁ ଅନେକ କ୍ଷେତ୍ରରେ ଦେଖା ଯାଉଛି ରାସନ୍ କାର୍ଡ ଅନେକ ଅସାଧୁ ଲୋକମାନେ ମଧ୍ୟ ବ୍ୟବହାର କରୁଛନ୍ତି ।
ରାସନ କାର୍ଡ କେବଳ ଗରିବ ମାନଙ୍କ ପାଇଁ ଉଦ୍ଧିଷ୍ଟ ହୋଇଥିବା ବେଳେ ଅନେକ ଅନ୍ୟାନ୍ୟ ଲୋକ ଏହାର ଲାଭ ଉଠାଉଛନ୍ତି । ଅନେକ ଧନୀ ଶ୍ରେଣୀର ଲୋକମାନେ ମଧ୍ୟ ସମସ୍ତ ସରକାରୀ ସୁବିଧା ପାଇବା ସହ ଖୁଲମ୍ ଖୁଲା ସରକାରଙ୍କ ଆଖିରେ ଧୂଳି ଦେଇ ସବୁ ଲାଭ ନେବାରେ ଲାଗିଛନ୍ତି । 
Special report
କିନ୍ତୁ ରାସନ୍ କାର୍ଡ ଦ୍ଵାରା ସରକାର କେବଳ ଗରୀବ କଲ୍ୟାଣ ଯୋଜନା ଆରମ୍ଭ କରିଥିବା ବେଳେ ଅନ୍ୟାନ୍ୟ ଲୋକେ ମଧ୍ୟ ଲାଭ ଉଠାଉଥିବା ବେଳେ ଏହାକୁ ରୋକିବାକୁ ବର୍ତ୍ତମାନ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଯାହାକି ଜୁନ ମାସରୁ ଆରମ୍ଭ ହୋଇ ସାରିଛି ।
ତେବେ ଏହି କ୍ଷେତ୍ରରେ E-KYC ରାସନ୍ କାର୍ଡ ସହ ଅପଡେଟ କରିବା ପାଇଁ ଆଦେଶ ଦେଇଛନ୍ତି । ସର୍ବ ପ୍ରଥମେ ଏହା ଉତ୍ତର ପ୍ରଦେଶରେ ଆରମ୍ଭ ହୋଇ ସାରିଛି । ଏହି E-KYC ସହ ରାସନ କାର୍ଡ ଲିଙ୍କ କରିବା ବାଧ୍ୟତାମୂଳକ ଭାବେ ପରିଗଣିତ ହେବ ।
ଏପରି କରିବା ଦ୍ବାରା ଅସାଧୁ ଲୋକମାନଙ୍କ ରାସନ୍ କାର୍ଡ ଖାରଜ ହୋଇଯିବ ଏବଂ ସେମାନେ ପାଉଥିବା ସରକାରୀ ସୁବିଧା ସବୁ ମଧ୍ୟ ବନ୍ଦ ହୋଇଯିବ ।
ସରକାରଙ୍କ ଏହି ପଦକ୍ଷେପ ଏକ ବଡ଼ ପରିବର୍ତ୍ତନ ଆଣିପାରେ ବୋଲି ଅନୁମାନ କରାଯାଉଛି । ଏପରି କରିବା ଦ୍ବାରା ଯେଉଁମାନେ ରାସନ୍ କାର୍ଡ ପାଇବାରେ ବାସ୍ତବରେ ଯୋଗ୍ୟ ସେମାନଙ୍କୁ ସର୍ବ ପ୍ରଥମେ ପ୍ରାଧାନ୍ୟ ଦିଆଯିବ ବୋଲି ଖବର ମିଳିଛି ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.