Movie prime

ବାରମ୍ବାର କାଟ୍ରିନା କୁ ସଲମାନ ସହ ଦେଖି ଦେଖି ବିରକ୍ତି ହୋଇଗଲେଣି ସ୍ଵାମୀ ଭିକି, ଏଥର ସଫା ସଫା କହିଦେଲେ ଏମିତି..

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆସୁଛି ସଲମାନ୍ ଖାନ୍ ଓ କ୍ୟାଟ୍ରିନା କୈଫ୍ ଙ୍କ ଫିଲ୍ମ୍ ଟାଇଗର -୩ । ଆଉ ଏହି ଫିଲ୍ମ୍ ରିଲିଜ୍ ହେବା ସମୟରେ ମଧ୍ୟ ରିଲିଜ୍ ହେବ ଭିକି କୌଶଲ ଙ୍କ ଫିଲ୍ମ। ହେଲେ ଏବେ ସଲମାନ୍ ଏବଂ କ୍ୟାଟ୍ରିନା ଙ୍କ ଯୋଡିକୁ ମିଳିଛି ଅଧିକ ପ୍ରଶଂସା।
Special report
କାରଣ ଏହି ଫିଲ୍ମ କୁ ଅନେକ ଦିନ ହେବ ଲୋକ ମାନେ ଅପେକ୍ଷା କରି ରହିଥିବା ବେଳେ ଏହାକୁ ନେଇ ଖୁବ ଚର୍ଚ୍ଚା ମଧ୍ୟ ହେଉଥିଲା। ପ୍ରଶଂସକ ମାନେ ଏହି ଫିଲ୍ମ କୁ ଖୁବ୍ ଉତ୍ସାହ ସହକାରେ ଅପେକ୍ଷା କରି ରହିଛନ୍ତି।
ଖୁବ ଶୀଘ୍ର ମଧ୍ୟ ଏହି ଫିଲ୍ମ୍ ର ପ୍ରମୋସନ୍ ଆରମ୍ଭ ହେବା ବୋଲି ମଧ୍ୟ ଏହା ଶୁଣିବାକୁ ମିଳିଛି। ନିକଟରେ ଫିଲ୍ମ ନିର୍ମାତା ମାନେ ଫିଲ୍ମ୍ କୁ ରିଲିଜ କରିବା ପାଇଁ ଏହାର ଏକ ପୋଷ୍ଟର ରିଲିଜ୍ କରିଥିଲେ।
ଚଳିତ ବର୍ଷ ଦୀପାବଳୀ ଅବସରରେ ଏହି ଫିଲ୍ମ୍ ମଧ୍ଯ ରିଲିଜ୍ ହେବା ପାଇଁ ଯାଉଛି। ତେବେ ପ୍ରଶଂସକ ମାନଙ୍କୁ ଆଖି ଆଗରେ ରଖି ଖୁବ ଶୀଘ୍ର ଏହି ଫିଲ୍ମ ର ଟିଜର ମଧ୍ୟ ରିଲିଜ୍ କରିବେ ବୋଲି ଏହା ସୁଚନା ମିଳିଛି।
Special report
ବଲିଉଡ ରେ ଏବେ ଏହା ଚର୍ଚ୍ଚା ହେଉଛି କି ଭିକି କୌଶଲ ଙ୍କ ଦ ଗ୍ରେଟ୍ ଇଣ୍ଡିଆ ଫ୍ୟାମିଲି ଲାଇଫ ସହିତ ଟାଇଗର-୩ ର ଟିଜର ମଧ୍ଯ ରିଲିଜ୍ ହେବାକୁ ଯାଉଛି। ହେଲେ ଏବେ ଏହି ଖବର କୁ ନେଇ ବର୍ତ୍ତମାନ୍ ସୁଦ୍ଧା ମେକର ଙ୍କ ତରଫ ରୁ କୌଣସି ପ୍ରକାରର ଖବର ମିଳିପାରି ନାହିଁ।
ଅଭିନେତା ଭିକି ଙ୍କ ସହ ସଲମାନ୍ ଖାନ ଙ୍କ ଟିଜର ରିଲିଜ୍ ହୋଇ ନପାରେ ବୋଲି ଏହା ଏବେ ଆଶଙ୍କା ମଧ୍ୟ କରାଯାଉଅଛି। କାରଣ ଦର୍ଶକ ଙ୍କ ସଂପୂର୍ଣ୍ଣ ନଜର ଟାଇଗର -୩ ଉପରେ ରହିବ।
ଏହି ଚଳଚ୍ଚିତ୍ର ମଧ୍ୟ ସଲମାନ୍ ଖାନ ଙ୍କ ପାଇଁ ଖୁବ୍ ଖାସ। ଟାଇଗର-୨ ରିଲିଜ୍ ହେବାରେ ଛଅ ବର୍ଷ ପରେ ହିଁ ଏହାର ତୃତୀୟ ଭାଗ ରିଲିଜ୍ ହେବ ପାଇଁ ଯାଉଛି।
ଏଭଳି ପରିସ୍ଥିତି ରେ ବଡ଼ ପରଦା ଉପରେ ଜୋୟା ଏବଂ ଟାଇଗର ଙ୍କ ଯୋଡ଼ି କୁ ପ୍ରଶଂସକ ମାନେ ଦେଖିବା ପାଇଁ ଖୁବ୍ ଉତ୍ସାହିତ ଅଛନ୍ତି। ଏହା ବ୍ୟତୀତ ଏହି ଫିଲ୍ମ ରେ ସାହରୁକ୍ ଖାନ ଙ୍କୁ ମଧ୍ଯ ଦେଖିବା ପାଇଁ ମିଳିବ। ଏହି ଫିଲ୍ମ ଉଭୟ ସଲମାନ୍ ଓ ସାହରୁକ ଙ୍କ ଫ୍ୟାନ ପାଇଁ ମଧ୍ୟ ଖୁବ୍ ଖାସ୍ ଅଟେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.