Movie prime

ଦିନ ଥିଲା ଦୀପିକା ଙ୍କ ପୋଷାକ ବଦଳାଉଥିଲେ ରଣବୀର ହେଲେ କାଟ୍ରିନା କୁ ଦେଖି ଦୀପିକା କୁ ଛାଡିଥିଲେ ରଣବୀର

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦିନେ ଅଭିନେତ୍ରୀ ଦୀପିକା ପାଦୁକନ ଙ୍କ ପ୍ରେମରେ ପଡ଼ି ଥିଲେ ରଣବୀର କପୁର। ଆଉ ରଣବୀର ଙ୍କ ଧୋକା ପାଇଁ ତାଙ୍କ ସହ ବ୍ରେକ ଅପ୍ କରିଥିଲେ ଦୀପିକା।
Special report
ଆଉ ତାଙ୍କର ବ୍ରେକ୍ ଅପ୍ ପରେ ରଣବୀର ଙ୍କ ପ୍ରେମରେ ଏଣ୍ଟ୍ରି ମାରିଥିଲେ କ୍ୟାଟ୍ରିନା। ଅଭିନେତ୍ରୀ ଆଲିଆ ଙ୍କୁ ବିବାହ କରିବା ପୂର୍ବରୁ ପ୍ରଥମେ ଦୀପିକା ଓ ପରେ କ୍ୟାଟ୍ରିନା ଙ୍କ ପ୍ରେମରେ ପଡି ଯାଇଥିଲେ ରଣବୀର କପୁର।
ହେଲେ ଉଭୟଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ବେଶି ଦିନ ପର୍ଯ୍ୟନ୍ତ ତିଷ୍ଠି ପାରି ନଥିଲା। ଏହା ଉପରେ ରଣବୀର ଙ୍କ ମାଆ ନିତୁ କପୁର ମଧ୍ୟ ତାଙ୍କର ମୁହଁ ଖୋଲିଥିଲେ।
ସେ କହିଥିଲେ କି ରଣବୀର କାହାକୁ ଆଘାତ ଦେଇ ପାରନ୍ତି ନାହିଁ ଆଉ ଏଭଳି ସମ୍ପର୍କ ଯୋଡିବା ପୂର୍ବରୁ ସେ ତାଙ୍କୁ ସତର୍କ ମଧ୍ୟ କରାଇ ଥିଲେ। ତେବେ ମାଆ ନୀତୁ କପୁର ପରୋକ୍ଷରେ ଦୀପିକା ଓ କ୍ୟାଟ୍ରିନା ଙ୍କୁ ଦୋଷୀ କରିଥିଲେ ବୋଲି ମଧ୍ୟ ଏହା ଚର୍ଚ୍ଚା ହୋଇ ଥିଲା।
Special report
ଅନ୍ୟ ପକ୍ଷରେ କିଛି ଏହା ମତ ଦିଅନ୍ତି କି ଦୀପିକା ଓ ରଣବୀର ଙ୍କ ସମ୍ପର୍କ ଭାଙ୍ଗିବାର କାରଣ ହେଉଛନ୍ତି କ୍ୟାଟ୍ରିନା। କାରଣ ଦୀପିକା ଙ୍କ ସହ ବ୍ରେକ ଅପ୍ ପରେ ହିଁ କ୍ୟାଟ୍ରିନା ରଣବୀର ଙ୍କ ଜୀବନକୁ ଆସିଥିଲେ।
ଅଭିନେତା ରଣବୀର କପୁର ତାଙ୍କର ଚଳଚ୍ଚିତ୍ର ପାଇଁ ନୁହେଁ ବରଂ ତାଙ୍କର ବ୍ୟକ୍ତିଗତ ଜୀବନ କୁ ନେଇ ମଧ୍ୟ ସେ ଖୁବ ଚର୍ଚ୍ଚାରେ ମଧ୍ୟ ରହି ଥାଆନ୍ତି। ବର୍ତ୍ତମାନ୍ ରଣବୀର କପୁର ଆଲିଆ ଭଟ୍ଟ ଙ୍କୁ ବିବାହ କରିଥିବା ବେଳେ ତାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ରହିଛି।
ଅନେକ ସମୟରେ ରଣବୀର କପୁର ମଧ୍ୟ ଏଥିପାଇଁ ଅନେକ ସମାଲୋଚନା ର ଶିକାର ହୋଇ ଥିବାର ନଜର ଆସିଛନ୍ତି।ତାଙ୍କର ପ୍ରେମ ସମ୍ପର୍କକୁ ନେଇ ମଧ୍ଯ ଅନେକ ଲୋକ ଅନେକ ପ୍ରକାରର କଥା କହିଛନ୍ତି।
ଆଉ ତାଙ୍କର ଓ ଦିପିକା ପାଦୁକନ ଙ୍କ ମଧ୍ୟରେ ବ୍ରେକ ଅପ୍ ର ଅନେକ କାରଣ ମଧ୍ଯ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ହୋଇଥାଏ। ତେବେ ଆପଣଙ୍କୁ କଣ ଲାଗୁଛି କେଉଁ କାରଣ ବଶତଃ ତାଙ୍କର ବ୍ରେକ ଅପ୍ ହୋଇଥିବ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.