Movie prime

ତୁ ବହୁତ୍ ଖରାପ୍,ବାହାର ମୋ ଘରୁ ! କଣ ପାଇଁ ଅଧ ରାତି ରେ ଘରୁ ବାହାରିଲେ କାଟ୍ରିନା

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି କ୍ୟାଟ୍ରିନା କେଫ ହେଉଛନ୍ତି ବଲିଉଡ ର ବେଶ ଜଣା ଶୁଣା ଓ ଚର୍ଚ୍ଚିତ ଚେହେରା। ତାଙ୍କୁ ପରିଚିତ ହେବା ପାଇଁ କୌଣସି ଚେହେରା ର ମଧ୍ୟ ଆବଶ୍ୟକତା ନଥାଏ।
କାରଣ ସେ ବଲିଉଡ୍ ରେ ବେଶ ଖ୍ୟାତି ଅର୍ଜନ କରିବା ସହ ସେ ଘରେ ଘରେ ମଧ୍ୟ ପରିଚିତ। ଲୋକମାନେ ତାଙ୍କର ଅଭିନୟ କୁ ଖୁବ ପଶନ୍ଦ ମଧ୍ୟ କରନ୍ତି। ଏବଂ ତାଙ୍କୁ ବେଶ ଭଲ ପାଇବା ମଧ୍ୟ ଦେଇଛନ୍ତି।
ହେଲେ ନିକଟରେ କ୍ୟାଟ୍ରିନା କେଫ ଙ୍କ ସମ୍ପର୍କରେ ଏକ ତଥ୍ୟ ଖୁବ ଭାଇରାଲ୍ ହେବାରେ ଲାଗିଛି। ସୁଚନା ମିଳିଛି କି କ୍ୟାଟ୍ରିନା କେଫ ତାଙ୍କ ସ୍ବାମୀଙ୍କୁ ଛାଡ଼ି ରାତି ଅଧରେ ତାଙ୍କର ପୂର୍ବତନ ପ୍ରେମିକ ସଲମାନ୍ ଖାନ ଙ୍କ ପାଖକୁ ଯାଇ ଥିଲେ।
Special Report
ଆଜ୍ଞା ହଁ ବର୍ତ୍ତମାନ୍ ସମୟରେ ସଲମାନ ଖାନ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। କାରଣ କ୍ୟାଟ୍ରିନା କେଫ ତାଙ୍କ ନିକଟକୁ ଯିବା କଥା ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି।
ତେବେ ଆମେ ଆପଣଙ୍କୁ ଏହା ଜଣାଇ ଦେବାକୁ ଚାହୁଁଛୁ ଯେ ସଲମାନ୍ ଖାନ ଙ୍କ ଭଉଣୀ ଅର୍ପିତା ଖାନ ଙ୍କ ଘରକୁ କ୍ୟାଟ୍ରିନା କେଫ ଯାଇଥିଲେ। ଆଉ ସେଠାରେ ସଲମାନ ଖାନ ମଧ୍ୟ ଉପସ୍ଥିତ ଥିଲେ।
Special Report
ସୂଚନା ମୁତାବକ ଅର୍ପିତା ଖାନ ତାଙ୍କ ଘରେ ଇଦ୍ ପାଇଁ ଏକ ପାର୍ଟି ରଖିଥିଲେ। ଯେଉଁଥିରେ କି କ୍ୟାଟ୍ରିନା କେଫଙ୍କୁ ସେ ନିମନ୍ତ୍ରିତ କରିଥିଲେ। ଆଉ କେବଳ କ୍ୟାଟ୍ରିନା କେଫ ନୁହଁନ୍ତି ବଲିଉଡର ଅନେକ ତାରକା ମାନେ ମଧ୍ୟ ସେଠାକୁ ଯାଇଥିଲେ।
ହେଲେ ସେଠାକୁ ଭିକି କୌଶାଲ ଯାଇ ନଥିଲେ। କାରଣ ସେ ତାଙ୍କର ଆଗମୀ ଫିଲ୍ମ୍ ର ସୁଟିଂ ଚାଲିଥିବା ହେତୁ ଏବେ ସେ ବାହାରେ ଅଛନ୍ତି। ସେଥିପାଇଁ ସେ ଏହି ପାର୍ଟି ରେ ଯୋଗଦାନ କରି ପାରି ନଥିଲେ।
Special Report
ଆଉ ଏବେ ସୋସିଆଲ ମିଡ଼ିଆରେ କ୍ୟାଟ୍ରିନା କେଫ ଙ୍କ ଭିଡିଓ ଓ ଫଟୋ ଖୁବ ଭାଇରାଲ୍ ହେବା ସହ ଏହା ମଧ୍ଯ କୁହା ଯାଉଛି କି ସେ ତାଙ୍କ ପୂର୍ବତନ ପ୍ରେମିକ ସଲମାନ ଖାନ ଙ୍କୁ ଦେଖା କରିବାକୁ ଯାଇଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.