Movie prime

ବିଜେପି ରେ ମିଶିଲେନି ବୋଲି କେଜରିୱାଲ ଙ୍କୁ ଜେଲ୍ ..ଦିଲ୍ଲୀ ରେ ଦେବତାତୁଲ୍ୟ କାମ କରିଛନ୍ତି, ତାଙ୍କ ଦୋଷ କଣ

 
7i
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବିଜେପି ବିରୁଦ୍ଧରେ ଅଭିଯୋଗ ଆଣିଲେ ଅତିଶି। କହିଲେ କି ଦଳରେ ମିଶିବା ପାଇଁ ଚାପ ପକାଉଛି ବିଜେପି ଆଉ ଦଳରେ ନମିଶିଲେ ଗିରଫ ଧମକ ଦେଉଛି ବିଜେପି।
ବିଜେପି ତାଙ୍କ ଦଳରେ ଯୋଗ ନଦେଲେ ଗିରଫ ହେବାର ଧମକ ଦେଉଛି ବୋଲି ଅଭିଯୋଗ କରିଛନ୍ତି ଆପ ନେତ୍ରୀ ଅତିଶି ମାର୍ଲିନା। ଆପ ର ବଡ଼ ବଡ଼ ନେତା ମାନେ ଏବେ ଗିରଫ ହେବା ପରେ ଜେଲ ଯାଇ ସାରିଛନ୍ତି।
Bh
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ଇଡି ହେପାଜତ ରେ ରହିଛନ୍ତି। ଏହାରି ମଧ୍ୟରେ ଅତିଶି ଏକ ସାମ୍ୱାଦିକ ସମ୍ମିଳନୀ କରି ଟାର୍ଗେଟ କରିଛନ୍ତି।ତାଙ୍କୁ ବିଜେପି ପକ୍ଷରୁ ଏହା ଅଫର୍ ଦିଆ ଯାଇଛି କି ଯଦି ସେ ଦଳରେ ସାମିଲ ନ ହୁଅନ୍ତି
ତେବେ ତାଙ୍କୁ ଆସନ୍ତା ଏକ ମାସ ମଧ୍ୟରେ ଇଡି ଗିରଫ କରିଦେବ ବୋଲି ସେ କହିଛନ୍ତି। ଏଥି ସହ ସେ ଆପ ର ଆଉ ଚାରି ଜଣକୁ ଗିରଫ କରିବେ ବୋଲି ଏହା କହିଛନ୍ତି ଅତିଶି।
ସେ କହିଥିଲେ କି ଲୋକସଭା ନିର୍ବାଚନର ଦୁଇ ମାସ ପୁର୍ବରୁ ହିଁ ଆଉ ଚାରିଜଣ ଆପ ନେତାଙ୍କୁ ଗିରଫ କରିବେ। ଆପ ର ସୌରଭ ଭରଦ୍ୱାଜ, ରାଘବ ଚଢା, ଦୂର୍ଗେସ ପାଠକ ଏବଂ ତାଙ୍କୁ ଗିରଫ କରାଯିବ।
Hh
ତାଙ୍କର ଜଣେ ଘନିଷ୍ଠ ସହଯୋଗୀ ଙ୍କ ମାଧ୍ୟମରେ ବିଜେପି ଏହା ତାଙ୍କୁ ଅଫର୍ ଦେଇଛି। ଯଦି ସେ ବିଜେପି ରେ ଯୋଗ ନ ଦିଅନ୍ତି ତେବେ ତାଙ୍କୁ ଆସନ୍ତା ଏକ ମାସ ମଧ୍ୟରେ ହିଁ ଇଡି ଗିରଫ କରିବ ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି କି ଆପ ର ବରିଷ୍ଠ ନେତା ମାନଙ୍କୁ ଜେଲ ରେ ନେଇ ରଖା ଯାଇଛି। ସେମାନଙ୍କୁ ଲାଗୁଛି କି ଆପ ଭାଙ୍ଗି ଯାଇଛି।ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଙ୍କ ଗିରଫ ପରେ ଆପ ଦୁର୍ବଳ ହୋଇ ଯାଇଛି ବୋଲି ସେ ଏହା ଭାବୁଛନ୍ତି।
ଇଡି ମଧ୍ୟ ତାଙ୍କୁ ଦୁଇ ଥର ରିମାଣ୍ଡ ରେ ନେଇ ପଚରା ଉଚରା କରି ସାରିଲାଣି। ଏବେ ଅତିଶି ଙ୍କ ଏଭଳି ବୟାନ ଖୁବ୍ ଚର୍ଚ୍ଚାର ବିଷୟ ମଧ୍ୟ ପାଲଟିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.