Movie prime

କେଜ୍ରିୱାଲ ମିଶିଲେ ନୀତିଶ ଙ୍କ ସହ ! ଏଥର ନିର୍ବାଚନ ରେ ମୋଦୀ ଙ୍କୁ ହରେଇ ମୁଁ ହେବି ପ୍ରଧାନମନ୍ତ୍ରୀ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ CM ନୀତିଶ କୁମାର ଓ ଅରବିନ୍ଦ କେଜିରିୱାଲ ମଧ୍ୟ ମଧ୍ୟରେ ହୋଇଥିବା ବନ୍ଧୁତା ସମ୍ପର୍କରେ ନିଶ୍ଚିତ ଭାବରେ ଜାଣିଥିବେ। ଏବେ ଦୁହେଁ ବିପରୀତ ପକ୍ଷରେ ନୁହେଁ ବରଂ ଦୁହେଁ ଏବେ ଏକାଠି ଲଢ଼ିବା ପାଇଁ ଯାଉଛନ୍ତି।
ଏବେ କେନ୍ଦ୍ର ବିରୁଦ୍ଧରେ ରଣ ହୁଙ୍କାର ଦେଇଛନ୍ତି ଅରବିନ୍ଦ କେଜରିୱାଲ। ପ୍ରଶାସନିକ ଅଧିକାରୀ ମାନଙ୍କ ନିଯୁକ୍ତି ଏବଂ ବଦକି କ୍ଷମତା ଦିଲ୍ଲୀ ସରକାର ଙ୍କ ହାତରେ ରହିବ ବୋଲି ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମାତ୍ର କେନ୍ଦ୍ର ଏହାକୁ ମାନି ନଥିଲା।
ବିଜେପି ବିରୁଦ୍ଧରେ ସେ ବିରୋଧୀ ମାନଙ୍କୁ ସମ୍ମିଳିତ କରିବେ ଆଉ ତାଙ୍କର ଟାର୍ଗେଟ ରହିବ ୨୦୨୪ ନିର୍ବାଚନ। ସେଥିପାଇଁ ଏବେ କେଜରିୱାଲ ଙ୍କୁ ଭେଟିଛନ୍ତି ବିହାର ର ମୂଖ୍ୟମନ୍ତ୍ରୀ ନୀତିଶ କୁମାର।
Special Report
ନିର୍ବାଚନ ସରକାର ଙ୍କୁ ଦିଆ ଯାଇଥିବା କ୍ଷମତା କୁ କିଭଳି ଭାବରେ କାଢି ନିଆଯାଇ ପାରିବ ଏହା ପ୍ରଶ୍ନ କରିଛନ୍ତି ନୀତିଶ କୁମାର। ଏହା ସମ୍ବିଧାନ ବିରୋଧୀ ବୋଲି ନୀତିଶ କହିଛନ୍ତି। ଦିନକ ପରେ ଯାଇ ମମତା ବାନାର୍ଜୀ ଙ୍କୁ ଭେଟିବେ କେଜରିୱାଲ୍।
ସବୁ ରାଜ୍ୟ କୁ ଯାଇ ସମସ୍ତ ନେତା ମାନଙ୍କୁ ମଧ୍ୟ ଭେଟିବେ। ସବୁ ରାଜ୍ୟ କୁ ଯାଇ କେନ୍ଦ୍ର ଅଧ୍ୟାଦେଶ ବିରୁଦ୍ଧରେ ସମର୍ଥନ ଲୋଡ଼ିବେ ବୋଲି ମଧ୍ୟ କହିଥିଲେ।୨୦୨୪ ରେ ବିଜେପି କୁ ପରାସ୍ତ କରିବା ପାଇଁ ରାଜ୍ୟ ସଭା ପ୍ଲାନ୍ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ।
Special Report
ସବୁ ବିରୋଧୀ ଏକାଠି ହୋଇ ରାଜ୍ୟ ସଭା ରେ ବିଲ୍ ପାସ କରାଇ ନଦେଲେ ଏହା ୨୦୨୪ ନିର୍ବାଚନ ପୁର୍ବରୁ ସେମି ଫାଇନାଲ ହେବ ବୋଲି ମଧ୍ୟ କହିଛନ୍ତି।
ନୀତିଶ ଓ କେଜରିୱାଲ ଙ୍କ ମଧ୍ୟରେ ଏହି କଥାକୁ ନେଇ ଅନେକ ସମୟ ଧରି ଖୁବ ଚର୍ଚ୍ଚା ମଧ୍ଯ ହୋଇଥିଲା। ନୀତିଶ ଓ କେଜରିୱାଲ ମିଶି ରାଜ୍ୟ ରାଜ୍ୟ ବୁଲି ସମସ୍ତ ନେତା ମାନଙ୍କୁ ସାକ୍ଷାତ କରିବେ ବୋଲି ଜଣା ପଡିଛି।
ଏବେ ଦୁହେଁ କେନ୍ଦ୍ର ବିରୁଦ୍ଧରେ ଏକାଠି ହୋଇ ଲଢ଼ିବା ପାଇଁ ଯାଉଛନ୍ତି। ଆଉ ଏହି ଲଢେଇରେ ସେମାନେ ସଫଳ ହେବେ ବୋଲି ମଧ୍ୟ ଆଶା ରଖିଛନ୍ତି। ତେବେ ଆପଣଙ୍କୁ ଜଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.