Movie prime

ମାତ୍ର ୨୭ ବର୍ଷ ବୟସରେ କାମାଇଲେ ୯ ହଜାର କୋଟି ଦେଖନ୍ତୁ କେମିତି ହେଲେ ଏତେ ସଫଳ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Special report
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁ ନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହୋଇଯାଉଛି।
Special report
ଏବେ ଏଭଳି କିଛି ଖବର ଆପଣମାନେ ଦେଖିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ବନ୍ଧୁଗଣ ପ୍ରତ୍ୟେକ ବର୍ଷ ଭାରତ ରେ ଅନେକ କୋଟିପତି ସୃଷ୍ଟି ହେଇଥିବା ବେଳେ ଏହି ଧାରାରେ ଏବେ ସାମିଲ ହେଇଛନ୍ତି ୨୭ ବର୍ଷର ଜଣେ ଯୁବକ। 
ପଲ୍ କପୁର ନାମକ ଏହି ଯୁବକ ଭାରତୀୟ କୋଟିପତି ଇତିହାସରେ ସବୁଠାରୁ ଯୁବ କୋଟିପତି ଭାବେ ତାଙ୍କର ନାମ ଲିପିବଦ୍ଧ କରିଛନ୍ତି। ତାଙ୍କର ସଫଳତା ନିଜ ଷ୍ଟାଟସ ଜାଇବର୍ ୩୬୫ ର ମେଟେରି କାରବାର ବୃଦ୍ଧି ହେତୁ ହୋଇଥିଲା। ୨୦୨୩ ରେ ପ୍ରତିଷ୍ଠା ହେଇଥିଲା ଜାଇବର ୩୬୫।
Special report
ଯାହାକି ଏକ ୱେବ ଥ୍ରି ଏଆଇ ଆଧାରିତ ଯାହା କେବଳ ଖୁଚୁରା କ୍ଷେତ୍ରକୁ ବାଧା ଦେଇନାହିଁ। ବରଂ ୟୁନିକମ୍ ଷ୍ଟାଟବ୍ ମାତ୍ର ତିନି ମାସ ମଧ୍ୟରେ ହାସଲ କରିଛି। ଜାଇବର୍ ୩୬୫ ର ମୂଲ୍ୟ ବର୍ତ୍ତମାନ ୧ ମିଲିୟନ ଡଲାର ରୁ ଅଧିକ ହୋଇଛି। 
Special report
ତେବେ ଗୁଜୁରାଟ ର ଅହମ୍ମଦାବାଦ ରେ କମ୍ପାନୀ ପରିଚାଳନା ହେଉଥିବାବେଳେ ଲଣ୍ଡନ ରେ ଏହାର ମୁଖ୍ୟ କାର୍ଯ୍ୟାଳୟ ରହିଛି। ଏହି କମ୍ପାନୀକୁ ଭାରତ ଏବଂ ଏସିଆ ର ଦୃତତମ ୟୁନିକମ୍ ଭାବରେ ସମ୍ମାନିତ କରାଯାଇଛି।
ଯାହାର ମୂଲ୍ୟ ୧.୨ ମିଲିୟନ ଡଲାର ବୋଲି କୁହାଯାଉଛି। ଯାହାକି ୭୯ ହଜାର ୮୪୦ କୋଟି ବୋଲି କୁହାଯାଉଛି। ତେବେ ଏହି ଷ୍ଟାଟର ନିକଟରେ ୧୦୦ ମିଲିୟନ ଡଲାର ପାଣ୍ଠି ସୁରକ୍ଷିତ କରିଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଖବରଟି ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।