ଖାଇବାରେ ନିଶା ଦେଇ ଦୁଇ ଭଉଣୀ ଙ୍କ ଇଜ୍ଜତ ଲୁଟିଲା ନାବାଳକ, ପୋଲିସ ଆଗରେ ସବୁ ସତ ମାନିଲା
Jan 12, 2024, 17:43 IST
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦୁଇ ଭଉଣୀଙ୍କୁ ମାଡ଼ି ବସି ଦୁ-ଷ୍କ-ର୍ମ କରି ଦେଇଥିଲେ ଯୁବକ। ଏପଟେ ଦୁଇ ଭଉଣୀ ସାଙ୍ଗ ହୋଇ ସ୍କୁଲ୍ ଯାଉଥିବା ବେଳେ ସେହି ଭଉଣୀଙ୍କୁ ଧରି ସେ ମଝି ରାସ୍ତାରୁ ଘୋଷାଡି ନେଇ ଥିଲେ।
ଏପଟେ ଦୁଇ ଭଉଣୀ ଚିତ୍କାର କରୁଥିବା ବେଳେ ତାଙ୍କୁ ଭଙ୍ଗା ଘର ଭିତରେ ପକାଇ ଦୁ-ଷ୍କ-ର୍ମ କରି ଦେଇଥିଲେ। ପୋଲିସ ପଡ଼ିଆ ମଝିରେ ହିଁ ସନ୍ଧନୀ କୁକୁରକୁ ଧରି ଏହାର ସନ୍ଧାନ କରିବା ଆରମ୍ଭ କରି ଦେଇଥିଲା।
ଆଉ ବୁଲି ବୁଲି ସେହି ଅପରାଧୀକୁ ଧରିବା ପାଇଁ ନିଜର ତଲାସୀ ମଧ୍ୟ ସେ ଜାରୀ ରଖିଥିଲେ। ଆଉ ଏହି ତଦନ୍ତରୁ ଯାହା ଜଣା ପଡିଥିଲା ଯଦି ଆପଣ ଜାଣିବେ ତେବେ ଆପଣ ମାନେ ମଧ୍ୟ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇ ଯିବେ।
ଦୁଇ ନାବାଳିକା ଭଉଣୀ ସ୍କୁଲ୍ ଯାଉଥିବା ବେଳେ ଜଣେ ଯୁବକ ତାଙ୍କୁ ସ୍କୁଲ୍ ଯିବା ରାସ୍ତାରୁ ହିଁ ଅପହରଣ କରି ନେଇଥିଲେ। ଏପଟେ ପରିବାର ଲୋକେ ଭାବୁଥିଲେ କି ତାଙ୍କ ଝିଅ ସ୍କୁଲ୍ ଯାଇଛି।
ମାତ୍ର ଦୁର୍ବୃତ ତାଙ୍କୁ ଏକ ଭଙ୍ଗା ଘର ଭିତରକୁ ଟାଣି ନେଇଥିଲା। ଆଉ ସ୍କୁଲ୍ ଯାଉଥିବା ଏହି ଯୁବତୀ ଦୁଇ ଜଣଙ୍କୁ ଦୁ-ଷ୍କ-ର୍ମ କରି ଦେଇଥିଲା। ଦୁଇ ଭଉଣୀ ନିଜକୁ ରକ୍ଷା କରିବାକୁ ଖୁବ ଚେଷ୍ଟା କରିଥିଲେ ମଧ୍ୟ ସେ ରାକ୍ଷସ ଙ୍କ କବଳରୁ ନିଜକୁ ବଞ୍ଚାଇ ପାରି ନଥିଲେ।
ସେହି ଦୁର୍ବୃତ ମାନେ ସକାଳ ଦଶଟା ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ନାବାଳିକା ଙ୍କୁ ଦୁ-ଷ୍କ-ର୍ମ କରି ଚାଲିଥିଲେ। ଯନ୍ତ୍ରଣା କୁ ସହି ନପାରି ସାନ ଭଉଣୀ ଲହୁ ଲୁହାଣ ହୋଇ ମରି ଯାଇଥିଲା।
ସ୍କୁଲ୍ ଛୁଟି ହେବା ପରେ ପରିବାର ଲୋକେ ଦୁଇ ଝିଅଙ୍କୁ ଖୋଜିବା ଆରମ୍ଭ କରି ଦେଇଥିଲେ। ଏକଥା ଜାଣିବା ପରେ ଦୁର୍ବୃତ ମାନେ ଦୁଇ ଝିଅଙ୍କୁ ସେହି ଭଙ୍ଗା ଘର ଭିତରେ ଛାଡି ଫେରାର ହୋଇ ଯାଇଥିଲେ।
ଏହାପରେ ଗ୍ରାମଲୋକ ମାନେ ଦୁଇ ଭଉଣୀ ଙ୍କୁ ସେଠାରୁ ଉଦ୍ଧାର କରି ବଡ଼ ଭଉଣୀ ଙ୍କୁ ଡାକ୍ତରଖାନା ପଠାଇ ଥିଲେ। ଅନ୍ୟ ପକ୍ଷରେ ବିହାର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛି।