Movie prime

ଅର୍ଚ୍ଚନା ନାଗଙ୍କ ପରେ ଖୋଲିଲା ଆଉ ଏକ ସୁନ୍ଦରୀଙ୍କ ରହସ୍ୟ ଦେଖନ୍ତୁ ଏବେ ଏବେ ଆସିଲା ବଡ ଖବର

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ବର୍ତ୍ତମାନ ସମୟ ରେ ନାରୀ ମାନେ କିଭଳି ନିନ୍ଦନୀୟ ଘଟଣା ମାନ ଘଟାଉଛନ୍ତି ଆପଣ ମାନେ ସମସ୍ତେ ଜାଣି ଥିବେ। ଏଭଳି ମାୟାବିନି ନାରୀ ଜାତି ପାଇଁ କଳଙ୍କ। ଅନ୍ୟ ପୁରୁଷ ମାନଙ୍କୁ ମିଛ କେସ ରେ ଫସାଇ ସେମାନଙ୍କ ଠାରୁ ଟଙ୍କା ଲୁଟି ନେଇଥିଲେ ମହିଳା।
Special report
ଆଜି ଆମେ ସେହିଭଳି ଜଣେ ମହିଳା ଙ୍କ ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ। ସେହି ମହିଳା ଜଣକ ହେଉଛନ୍ତି ଇରାନି ପାତ୍ର। ସେ ଓ ତାଙ୍କ ସ୍ଵାମୀ ମିଶି ଅନ୍ୟ ପୁରୁଷ ମାନଙ୍କୁ ନିଜ କଥା ରେ ଫସାଉ ଥିଲେ।
ହନି ଟ୍ରାପ କରି ଅନ୍ୟ ପୁରୁଷ ମାନଙ୍କ ଠାରୁ ଟଙ୍କା ଅସୁଲ କରୁଥିଲେ। ସୂଚନା ଅନୁସାରେ ଜଣେ ଡାକ୍ତର ଙ୍କ ସହିତ ଇରାନି ପାତ୍ର ଙ୍କ ଭଲ ସମ୍ପର୍କ ରହିଥିଲା। ସେମାନେ ପରେ ବନ୍ଧୁ ହେଲେ। ସାଙ୍ଗ ହେବା ପରେ ଡାକ୍ତର ଜଣକ ତାଙ୍କ ଘର କୁ ଆସିଲେ। ଇରାନି ତାଙ୍କୁ ତାଙ୍କ ବେଡ଼ ରୁମକୁ ଡକାଇ ତାଙ୍କୁ ବ୍ଲାକ ମେଲ କରିବା ଆରମ୍ଭ କଲେ।
କିନ୍ତୁ ଏଥିରେ ଡାକ୍ତର ଙ୍କ ର କିଛି ବି ଭୁଲ ନ ଥିଲା। ତାଙ୍କ ଇରାନି ଓ ତାଙ୍କ ସ୍ଵାମୀ ନିଶିକାନ୍ତ ଏକ ମିଛ କେସ ରେ ଫସାଇ ଦେବେ ବୋଲି ଧମକ ଦେଲେ।ଓ କହିଲେ କି ତମେ ଇରାନି ଙ୍କୁ ବ-ଳା-ତ୍କା-ର କରିଛ। 
Special report
ଏହାକୁ ଶୁଣି ଡାକ୍ତର ଜଣକ ଡରି ଯାଇଥିଲେ। ଏହାପରେ ଉଭୟ ସ୍ବାମୀ ସ୍ତ୍ରୀ ଡାକ୍ତର ଙ୍କୁ ୨୫ ଲକ୍ଷ ଟଙ୍କା ଦେବାକୁ କହିଲେ। ଯଦି ତମେ ୨୫ ଲକ୍ଷ ଟଙ୍କା ନ ଦିଅ ତେବେ ଆମେ ତମର ସବୁ କଳା କାରନାମାରେ ପଦା ରେ ପକାଇ ଦେବୁ।ଏହା ଶୁଣି ଡାକ୍ତର ଜଣକ ଡରି ଯାଇ ଥିଲେ।
୧୧ ଲକ୍ଷ ଟଙ୍କା ସେ ଇରାନି ଓ ତାଙ୍କ ସ୍ଵାମୀ ଙ୍କୁ ଦେଇଥିଲେ।ଲୋକ ଲଜ୍ଜା କୁ ଭୟ କରି ଡାକ୍ତର ଜଣକ ଏ କଥାକୁ ସମସ୍ତ ଙ୍କ ଠାରୁ ଲୁଚେଇ ରଖିଥିଲେ। କେବଳ ସେ ଡାକ୍ତର ନୁହନ୍ତି ଅନ୍ୟ ପୁରୁଷ ମାନଙ୍କ ଠାରୁ ମଧ୍ୟ ଇରାନି ଓ ତାଙ୍କ ସ୍ଵାମୀ ଏହି ଉପାୟ ରେ ଟଙ୍କା ଖାଇଛନ୍ତି।
ଶେଷ ରେ ବାଧ୍ୟ ହୋଇ ଡାକ୍ତର ଜଣକ ଥାନା ରେ ଏ ବିଷୟରେ ଅଭିଯୋଗ କଲେ। ପୋଲିସ ଇରାନି ଙ୍କ ଘରେ ପହଞ୍ଚି ଦୁଇ ଜଣ ସ୍ଵାମୀ ସ୍ତ୍ରୀ ଙ୍କୁ ଗିରଫ କଲା। ଏ ବିଷୟ ରେ ଇରାନି ଙ୍କ ବାପା ଙ୍କୁ ପଚରା ଯିବାରୁ ସେ କହିଛନ୍ତି କି
 ମୁ ଏ ବିଷୟ ରେ କିଛି ବି ଜାଣି ନାହିଁ। ମୋତେ କିଛି ବି ପଚାର ନାହିଁ। ଏହାଫଳରେ ଉଭୟ ସ୍ବାମୀ ସ୍ତ୍ରୀ ଏବେ ଜେଲ ରେ ଅଛନ୍ତି। ତେଣୁ ବର୍ତ୍ତମାନ ସମୟ ରେ କାହାରି ଉପରେ ବିଶ୍ୱାସ କରିବା ଉଚିତ୍ ନୁହେଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.