Movie prime

ଖୋଲିଲା ଚନ୍ଦ୍ର ରହସ୍ୟ ଏବେ ଖୋଲିବ ସୂର୍ଯ୍ୟଙ୍କ ରହସ୍ୟ ଦେଖନ୍ତୁ ମହିଳା ରବୋଟ ଆଣିବେ ତଥ୍ୟ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏବେ ଚନ୍ଦ୍ରଯାନ ୩ କୁ ନେଇ ଆସୁଥିବା ଖବର ବିଷୟରେ ସବୁ ଖବର ଜାଣି ପାରୁଥିବେ । ଭାରତ ଏବେ ଏହି ଖବରକୁ ନେଇ ଚର୍ଚ୍ଚାରେ ରହିଛି । ଆଉ ଏହି ଖବର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଆଉ ଏହାସହ ଏବେ ଆଉ ଏକ ଖବର ପୁଣି ଚର୍ଚ୍ଚା ହେଉଛି ।
ଏବେ ସୂର୍ଯ୍ୟଙ୍କ ଉପରେ ମିଶନ ଆରମ୍ଭ କରିବ ଇସ୍ରୋ । ସୂର୍ଯ୍ୟ ମିଶନ ପାଇଁ ଇସ୍ରୋ ସଜବାଜ ହେଲାଣି । ଖୁବ୍ ଶୀଘ୍ର ଲଞ୍ଚ ହେବ ଗଗନୟାନ -୨ । ସୂର୍ଯ୍ୟ ମିଶନରେ ମହାକାଶକୁ ଯିବ ମହିଳା ରୋବୋଟ୍ ।
Special report
ସେପ୍ଟେମ୍ବର ୨ ତାରିଖରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୁଟା ଲଞ୍ଚ ବାରରୁ ଉତକ୍ଷେପଣ ହୋଇପାରେ ଆଦିତ୍ୟ L1 । ପୃଥିବୀରୁ ସୂର୍ଯ୍ୟର ପ୍ରାୟ ବାହାରୁ ଦୂରତା ୧୫ ଲକ୍ଷ କିଲୋମିଟର । ସୂର୍ଯ୍ୟ ଏବଂ ପୃଥିବୀ ସିଷ୍ଟମର ଲାଗରେଜ ପଏଣ୍ଟ ୧ ରେ ଅବସ୍ଥାପିତ କରାଯିବ ଲାଗରେଜ ଆଦିତ୍ୟ L1 ।
Special report
ମିଶନ ଚନ୍ଦ୍ରଯାନ ୩ ପରେ ଏବେ ଆରମ୍ଭ କରାଯିବ ମିଶନ ସୋଲାର । ଏଥିପାଇଁ ଇସ୍ରୋ ପ୍ରସ୍ତୁତି କରୁଛି । ଆଉ ଆଦିତ୍ୟ L1 କୁ ନେଇ ଏବେ ଅନେକ କଥା ଆସୁଛି । ସୂର୍ଯ୍ୟ ଓ ପୃଥିବୀ ସିଷ୍ଟମର ଲାଗେରେଜ୍ ପଏଣ୍ଟ ୧ ରେ ଏହି ଆଦିଦ୍ୟ L1 ଅବସ୍ଥାପିତ କରାଯିବ ।
ଏହି ସିଷ୍ଟମ ଅନେକ ତଥ୍ୟ ପ୍ରଦାନ କରିବ । ଏହା ସୂର୍ଯ୍ୟର ଅନେକ କଥା ଆପଣଙ୍କୁ ଜଣାଇବ । ଆଉ ଅନେକ ତଥ୍ୟ ଏବେ ସାମ୍ନାକୁ ଆସିବ ବୋଲି ଜଣାପଡ଼ିବ । L1 ର କାମ ବହୁତ ଅଧିକ ଆଉ ଏହାକୁ ଇସ୍ରୋ ଏବେ ଖବର ଦେଇଛି ।
Special report
ପ୍ରେୟାର ଏବଂ ପ୍ରେପେୟାର ସମ୍ବନ୍ଧରେ ଅନେକ ତଥ୍ୟ ଦେବ । ଆଉ ଇସ୍ରୋ ଏହି ସୂଚନା ପାଇବ ବୋଲି ଭାବିଛି । ଇସ୍ରୋ ବୈଜ୍ଞାନିକ ଏବେ ଚନ୍ଦ୍ରଯାନ ୩ କୁ ନେଇ ଖୁସି ଅଛନ୍ତି । ଟିମର ସଫଳତା ପାଇଁ ସେମାନେ ଖୁସି ଅଛନ୍ତି ।
ଆଉ ଏହି ଚନ୍ଦ୍ରଯାନ ୩ ସଫଳ ସହିତ ଚନ୍ଦ୍ର ପୃଷ୍ଠରେ ପହଞ୍ଚି ଥିବାରୁ ସମସ୍ତେ ବହୁତ ଖୁସି ଅଛନ୍ତି । ଆଉ ଏବେ ଚନ୍ଦ୍ର ପରେ ସୂର୍ଯ୍ୟଙ୍କୁ ନେଇ ଖବର ଆସୁଛି । ଆଉ ଅକ୍ଟୋବର ମାସରେ ଏହି ସୂର୍ଯ୍ୟ ପାଇଁ ଆଦିତ୍ୟ L1 ପଠାଯିବ ବୋଲି ସୂଚନା ମିଳିଛି । ଏବେ ଏଥିରେ ମହିଳା ରୋବୋର୍ଟ ପଠାଯିବ ବୋଲି ସୂଚନା ମିଳିଛି ।