Movie prime

ଖୋଲିଲା ୨୮ ବର୍ଷ ତଳର ରହସ୍ୟ ଦେଖନ୍ତୁ ଚଉଠି ରାତିରେ ସ୍ତ୍ରୀ ବଦଳରେ ଯବାନୀ ଶାଶୁ ସହ କରିଥିଲା ଏମିତି

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ଏକ ଘଟଣା ବିଷୟରେ ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଘଟଣା ଆପଣମାନଙ୍କ ମନରେ ଅନେକ କଥା ଆଣିବ ।
Special Report
ଏହି ଘଟଣା ହେଉଛି ଜଣେ ଜଣେ ଯୁବକ ବିବାହ କରିଥିଲେ । ସେ ତାଙ୍କ ଶାଶୁକୁ ଛୁରୀ ଭୁଷି ଦେଇଥିଲେ । ଆଉ ଶାଶୁ ଏବଂ ନିଜ ପତ୍ନୀଙ୍କୁ ମାରି ଏହି ଯୁବକ ଜଣକ ଫେରାର ହୋଇ ଯାଇଥିଲା । 
ଏହି ଯୁବକ ଜଣକ ଫେରାର ହୋଇ ଯାଇଥିବାର ୨୮ ବର୍ଷ ପରେ ଆଜି ସେ ଧରା ପଡିଲା । ୨୮ ବର୍ଷ ପରେ ଧରା ପଡିଲା ଯବାନୀ ଶାଶୁକୁ ଜୀବନରୁ ମାରିଥିବା ଜ୍ବାଇଁ ପୁଅ । ନୂଆ ନୂଆ ବାହା ହୋଇ ଶାଶୁକୁ ଖଣ୍ଡାରେ ହାଣି ଦେଇଥିଲା ଏହି ଜ୍ବାଇଁ ଜଣକ ।
Special Report
୨୮ ବର୍ଷ ପରେ ଆଜି ଏହି ଜ୍ବାଇଁ ଜଣକ ଧରା ପଡିଛନ୍ତି । ଏହି ଯୁବକ ଜଣକ ଜଣେ ତାମିଲନାଡୁର ଝିଅକୁ ବିବାହ କରିଥିଲେ । ଆଉ ଚତୁର୍ଥୀ ରାତି ଠାରୁ ସେ ତାଙ୍କ ସ୍ତ୍ରୀ ସହ ଝଗଡ଼ା କରି ଚାଲିଥିଲେ । ଆଉ ଶେଷରେ ନିଜ ସ୍ତ୍ରୀ ଆଉ ଶାଶୁକୁ ହାଣି ଦେଇଥିଲେ ।
ପ୍ରଥମେ ଶାଶୁକୁ ଆଉ ପରେ ସ୍ତ୍ରୀକୁ ଛୁରୀରେ ଆକ୍ରମଣ କରିଥିଲା ଜ୍ୱାଇଁ ପୁଅ । ଅଗଣାରେ ଗୋଡ଼ାଇ ଗୋଡ଼ାଇ ସେ ଶାଶୁକୁ ଛୁରୀରେ ହାଣି ଦେଇଥିଲା । ଖଣ୍ଡା ମାଡ଼ରେ ଶାଶୁ ମରିଯିବା ପରେ ଜ୍ବାଇଁ ପୁଅ ଫେରାର ହୋଇ ଯାଇଥିଲା । ଆଉ ଆଜି ଏହି ଜ୍ବାଇଁ ପୁଅକୁ ପୋଲିସ ଧରି ଦେଇଛି ।
Special Report
ଏହି ବ୍ୟକ୍ତି ଜଣକ ହେଉଛନ୍ତି ହରିହର ପାଜ୍ଵସି । ୧୯୯୪ ମସିହାରେ ହରିହର ପାଜ୍ଵସି ଚେନ୍ନାଇର ଏକ ବିଜ୍ଞାପନ କମ୍ପାନୀରେ କାମ କରୁଥିଲା ସେହି ସମୟରେ ଏହି ତାମିଲନାଡୁ ଯୁବତୀଙ୍କୁ ସେ ପ୍ରେମ କରିଥିଲା ।
୧୯୯୪ ମସିହାରେ ଏହି ବ୍ୟକ୍ତି ଏବଂ ଯୁବତୀ ଜଣକ ବିବାହ କରିଥିଲେ । ଉଭୟଙ୍କ ମଧ୍ୟରେ ସଂପର୍କ ଭାକ ଥିଲା । ଆଉ କୌଣସି କାରଣରୁ ତାଙ୍କ ଭିତରେ ମତାନ୍ତର ହୋଇଥିଲା । ଏହାପରେ ସେମାନେ ଅଲଗା ହୋଇ ଯାଇଥିଲେ । ଆଉ ତାଙ୍କର ଏହି ଘଟଣା ଥାନାରେ ବି ଚାଲିଥିଲା ।
ଏହାପରେ ହରିହର ତାର ଶଶୁର ଘରକୁ ଯାଇ ଶଳା, ଶାଶୁ ଏବଂ ସ୍ତ୍ରୀକୁ ମାରି ଦେଇଥିଲା । ଏହାପରେ ସେ ସେଠାରୁ ପଳାଇ ଆସିଥିଲା ଆଉ ବ୍ରହ୍ମପୁରକୁ ଆସିଥିଲା ଆଉ ସେଠାରେ ସେ ଦ୍ଵିତୀୟ ବିବାହ କରିଥିଲା । ଆଉ ଏହାପରେ ଏହି ଘଟଣାର ତଦନ୍ତ କରି ପୋଲିସ ଏହି ଅଭିଯୁକ୍ତ ଜଣଙ୍କୁ ଗିରଫ କରିଛି ।