Movie prime

ଆଗାମୀ କିଛି ଘଣ୍ଟା ଭିତରେ ଓଡ଼ିଶା କୁ ଆସିବା ଘୁର୍ନି ଝଡ଼ ସହ ବାତ୍ୟା, ସତର୍କ ରହିବାକୁ ନିର୍ଦ୍ଦେଶ ଆଉ ସମୁଦ୍ର କୁ ଯିବାକୁ ହେଲା ମନା

 
Special report
ନମସ୍କାର ପାଠକ ବନ୍ଧୁ।ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଏକ ବଡ ଲଘୁଚାପ ସୃଷ୍ଟି ହେବାକୁ ଯାଉଚି।ଏ ବିଷୟ ରେ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।ପଶ୍ଚିମ ଝଡ ପ୍ରଭାବ ରେ ରାଜ୍ୟ ର କିଛି ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଏହାକୁ ନେଇ ଲୋକ ମାନଙ୍କୁ ଏବେ ଠାରୁ ସଚେତନ କରା ଯାଇଛି।ସବୁଠାରୁ ଅଧିକ ବର୍ଷା ମାଲକାନଗିରି ରେ ହୋଇ ଥିବାର ସୂଚନା ରହିଛି।ସେହିପରି ଭୁବନେଶ୍ୱର ରେ ଅଳ୍ପ ପରିମାଣ ରେ ବର୍ଷା ହୋଇ ଥିବାର ସୂଚନା ରହିଛି।
ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ରେ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି।ଏହାର ପ୍ରଭାବ ରେ ରାଜ୍ୟ ର କିଛି ସ୍ଥାନରେ ଆସନ୍ତା ୧୧ ତାରିଖ ଯାଏଁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
Special report
ଏହା ପ୍ରଭାବ ରେ ଗତ କାଲି ଗଞ୍ଜାମ,ଗଜପତି ଓ ମାଲକାନଗିରି ରେ ଅଧିକ ରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।ଲୋକ ଙ୍କୁ ଏ ବିଷୟ ରେ ପାଣିପାଗ ବିଭାଗ ଆଗୁଆ ସୂଚନା ଦେଇଛି।ଏଥିପାଇଁ ଲୋକ ମାନେ ଭୟ ବିତ ହେବାର ଆବଶ୍ୟକତା ନାହିଁ।ତଳିଆ ଅଞ୍ଚଳର ଲୋକ ମାନେ ଅନ୍ୟ ସ୍ଥାନ ରେ ଯାଇ ରହିବା ପାଇଁ ପରାମର୍ଶ ଦେଇଛନ୍ତି।
ରାଜ୍ୟ ରେ ବିଭିନ୍ନ ସ୍ଥାନ ରେ ବର୍ଷା ଲାଗି ରହି ପାରେ।ଏବେ ଧୀରେ ଧୀରେ ଶୀତ ର ମାତ୍ରା ବଢିବାରେ ଲାଗିଛି।ରାତିରେ ବର୍ଷା ହେବା ଫଳ ରେ ଶୀତ କମିବ।ଦୁଇ ତିନି ଦିନ ପରେ ରାଜଧାନୀ ଆକାଶ ମେଘ ମୁକ୍ତ ରହିବ।
ଏହି ବର୍ଷା ଶେଷ ହେବା ପରେ ରାଜ୍ୟ ରେ ଶୀତ ର ପ୍ରଭାବ ବଢିବାରେ ଲାଗିବ।ନଭେମ୍ବର ରୁ ଫେବୃୟାରୀ ମାସ ମଧ୍ୟରେ ଶୀତ ଅନୁଭୂତ ହେବ।ଯାହାକି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି।
ବର୍ଷା ର ପରିମାଣ ଆସନ୍ତା ୨୪ ଘଣ୍ଟା ମଧ୍ୟ ରେ ବୃଦ୍ଧି ପାଇବାର ସୂଚନା ରହିଛି।ଏହି ସମୟ ମଧ୍ୟ ରେ ସମୁଦ୍ର ଅଶାନ୍ତ ରହିବ।ଲୋକ ମାନଙ୍କୁ ସମୁଦ୍ର କୁ ନ ଯିବା ପାଇଁ ଆଗୁଆ ସତର୍କ ସୂଚନା ଦିଆଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.