Movie prime

କିନ୍ନରକୁ ଭଲ ପାଇ ଧୋକା ଦେଲେ ବୋଲି ସିଧା କାଟିଦେଲା କିନ୍ନର ଚାଲିଗଲା ଜୀବନ ଦେଖନ୍ତୁ କେମିତି ଘଟିଗଲା ଲଭ ସେ-କ୍ସ୍ ଧୋକା

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଏବେ ଏଭଳି କିଛି ଖବର ଆସୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Special Report
ଏହି ଖବର ହେଉଛି ଜଣେ କିନ୍ନରଙ୍କୁ ଭଲପାଇ ଧୋକା ଦେବା ପରେ କିନ୍ନର ଜଣକ କରିଥିଲେ ଏଭଳି କାମ କରିଥିଲେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରେମରେ ଜାତି ଭେଦ, ଧନୀ ଗରିବ ଏବଂ ଅନ୍ୟକିଛି ଦେଖାଯାଏ ନାହିଁ । 
ଏବେ ଜଣେ ଝିଅ କିନ୍ନର ଜଣଙ୍କୁ ଭଲ ପାଇଥିଲେ । ଆଉ ସେହି କିନ୍ନର ଜଣଙ୍କୁ ସେ ଅନେକ ଭଲ ପାଉଥିଲେ । ଏହି କିନ୍ନର ଜଣଙ୍କୁ ଭଲପାଇ ଧୋକା ଦେଇଥିଲେ ଯୁବତୀ ଜଣକ । ଆଉ କିନ୍ନର ବୋଲି ସେ ତାଙ୍କୁ ବିବାହ କରିବାକୁ ମନା କରିଥିଲେ ।
Special Report
କିନ୍ନର ବୋଲି ଜାଣିବା ପରେ ସେ ତାଙ୍କୁ ବିବାହ କରିବାକୁ ମନା କରିଲେ ଆଉ ଶେଷରେ ସେହି କିନ୍ନର ତାଙ୍କୁ ମାରିଦେଲେ । ସେହି କିନ୍ନର ଜଣକର ନାମ ହେଉଛି ଧିତିରନ୍ ମରନ୍ । ସେ ଏକ ଆଇଟି କମ୍ପାନୀରେ କାମ କରୁଥିଲେ । 
ସେ କାମ କରୁଥିବା ବେଳେ ସେଠାରେ ନନ୍ଦିନୀ ନାମକ ଝିଅ କାମ କରୁଥିଲେ । ତାଙ୍କ ଭିତରେ ପ୍ରେମ ହୋଇଥିଲା । ନନ୍ଦିନୀ ପ୍ରେମରେ ଧିତିରନ୍ ମରନ୍ ବହୁତ ପ୍ରେମ କରୁଥିଲେ । ଆଉ ନନ୍ଦିନୀ ଧିତିରନ୍ ମରନଙ୍କୁ ବିବାହ କରିବାକୁ ମନା କରିଥିଲେ ।
Special Report
ଏହି ଧିତିରନ୍ ମରନ ଭାବିଥିଲେ କି ସେ ଜଣେ କିନ୍ନର ବୋଲି ତାଙ୍କ ସହିତ ଏଭଳି କରିଥିଲେ ନନ୍ଦିନୀ । ସେଥିପାଇଁ ନନ୍ଦିନୀ ଉପରେ ରାଗି ଯାଇଥିଲେ ଧିତିରନ୍ ମରନ୍ । ଆଉ ତାଙ୍କୁ ଜୀବନରୁ ମାରିବାକୁ ଉପାୟ ବାହାର କରିଥିଲେ ।
ନନ୍ଦିନୀ ମଧ୍ୟ କହିଥିଲେ କି ତାଙ୍କର ଏକ ପ୍ରେମିକ ଅଛି । ଏହାପରେ ଧିତିରନ୍ ମରନ୍ ତାଙ୍କୁ ଏକ ଶୁନଶାନ୍ ସ୍ଥାନକୁ ନେଇ ତାଙ୍କ ପାଇଁ ସରପ୍ରାଇଯ ରଖିଛି କହି ନେଇ ଯାଇଥିଲେ । ଆଉ ସେଠାରେ ତାଙ୍କ ହାତ ଗୋଡ ଆଉ ବେକକୁ ବ୍ଲେଡ଼ରେ ଧିତିରନ୍ ମରନ୍ କାଟି ଦେଇଥିଲେ ।
ଏହାପରେ ତାଙ୍କୁ ଜାଳି ଦେଇଥିଲା । ଜିଅନ୍ତା ଜାଳି ଦେଇଥିଲା । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏଭଳି ଘଟଣା ଯିଏ ଶୁଣିଛି ସେ ଭୟ କରୁଛି । ଏହି ଘଟଣା ଚେନ୍ନାଇରେ ଦେଖିବାକୁ ମିଳିଥିଲା । ଏବେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।