Movie prime

କିନ୍ନର କରି ପାରିବେନି ରକ୍ତ ଦାନ, ସରକାର କରିଦେଲେ ଘୋଷଣା

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଟ୍ରାନ୍ସଜେଣ୍ଡର ବ୍ୟକ୍ତି, ପୁରୁଷଙ୍କ ସହ ଯୌ-ନ ସମ୍ପର୍କ ରଖୁଥିବା ପୁରୁଷ ଏବଂ ମହିଳା ଦେ-ହ-ଜୀ-ବୀଙ୍କୁ ର-କ୍ତ-ଦା-ନ ଠାରୁ ଦୂରରେ ରଖିବା ପାଇଁ ର-କ୍ତଦାତା ଚୟନ ଗାଇଡଲାଇନ ବିଷୟରେ ସ୍ପଷ୍ଟ କରାଯାଇଛି।
ର-କ୍ତ-ଦା-ନ ନେଇଥିବା ବୈଜ୍ଞାନିକ ପ୍ରାମାଣିକ ତଥ୍ୟ ଆଧାରରେ ନ୍ୟାଶନାଲ ବ୍ଲ-ଡ ଟ୍ରାନ୍ସଫ୍ୟୁଜନ କାଉନସିଲ ଦ୍ୱାରା ଏକ ନିୟାମକ ଧାର୍ଯ୍ୟ ହୋଇଛି। 
ର-କ୍ତ-ଦା-ନ ପାଇଁ ଥିବା ମାର୍ଗଦର୍ଶିକାକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଏକ ପିଟିଶନ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ଦାଖଲ ହୋଇଥିବା ପ୍ରାଥମିକ ସତ୍ୟପାଠରେ କୁହାଯାଇଛି ଯେ,
Special report
ଏହା ଜରୁରୀ ଯେ ର-କ୍ତ-ଦା-ନ କରୁଥିବା ବ୍ୟକ୍ତି ଏବଂ ରକ୍ତ ଗ୍ରହଣ କରୁଥିବା ବ୍ୟକ୍ତିଙ୍କୁ ପୂରା ବିଶ୍ବାସ ରହିବା ଦରକାର ଯେ ଯେଉଁ ର-କ୍ତ ସେ ଗ୍ରହଣ କରୁଛନ୍ତି ତାହା ସଂପୂର୍ଣ୍ଣ ଭାବରେ ସୁରକ୍ଷିତ। 
ଏଭଳି ବ୍ୟକ୍ତି ବିଶେଷଙ୍କୁ ଏଡସ ଏବଂ ହେ-ପା-ଟା-ଇ-ଟି-ସ ବି ଏବଂ ସି ସଂ-କ୍ର-ମ-ଣ ହେବାର ଆଶଙ୍କା ଅଧିକ ରହିଥିବାରୁ ଏନବିଟିସି ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି
ବୋଲି ସରକାର କହିଛନ୍ତି। ଏହି ଜନସ୍ବାର୍ଥ ମାମଲାକୁ ଥାଙ୍ଗଜମ ଶାନ୍ତା ସିଂ ନାମକ ଜଣେ କିନ୍ନର ଆଇନଜୀବୀ ଅନିନ୍ଦିତା ପୁଜାରୀଙ୍କ ଦ୍ୱାରା ଦାଖଲ କରିଛନ୍ତି। 
ଏହାସହ ଟ୍ରାନ୍ସଜେଣ୍ଡର, ପୁରୁଷଙ୍କ ସହ ଯୌ-ନ ସମ୍ପର୍କ ରଖିଥିବା ପୁରୁଷ ଏବଂ ମହିଳା ଦେ-ହ-ଜୀ-ବୀଙ୍କୁ ର-କ୍ତ ଦାନ କରିବାରୁ ରୋକୁଥିବା ମାର୍ଗଦର୍ଶିକାରେ ପରିବର୍ତ୍ତନ ପାଇଁ
ହେଉଥିବା ଦାବିକୁ ମଧ୍ୟ ବିରୋଧ କରିଛନ୍ତି। ତେବେ ବନ୍ଧୁଗଣ ର-କ୍ତ-ଦା-ନ କରି ପାରିବେ ନାହିଁ କିନ୍ନର। ଯାହାକି ଏହି ଖବରଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ମୋବାଇଲ୍ ରୁ ମୋବାଇଲ୍ ଘୂରି ବୁଲୁଛି।