Movie prime

ଆସିଉଦ୍ଦିନ ଓବିସୀ ସିଧା କଲେ ରାହୁଲ ଙ୍କ ଉପରେ ନିସାନା, ସେ ରାହୁଲ ବୋଧେ ମୋଦୀ ଠୁ ପଇସା ଖାଇ ଜାଣି ଜାଣି ହାରୁଛି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କଂଗ୍ରେସ ଉପରେ ବର୍ଷିଲେ ଓୱାଇସି। ରାହୁଲ୍ ଙ୍କୁ କଡା ଭାବରେ ସମାଲୋଚନା କରିଛନ୍ତି ଓୱାଇସି। ରାହୁଲ୍ ଟଙ୍କା ନେଇ ନିର୍ବାଚନ ହାରିବାର ସେ ଅଭିଯୋଗ ଆଣିଛନ୍ତି।
Special report
ତେଲେଙ୍ଗାନା ବିଧାନ ସଭା ନିର୍ବାଚନରେ ଅସତ୍ ଉଦ୍ଦିନ ଓୱାଇସି , କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କ ଉପରେ ଲଗାତାର ଭାବରେ ଆକ୍ରମଣ କରି ଚାଲିଛନ୍ତି। ସେ ପୁଣି ଥରେ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ଙ୍କ ବିଶ୍ୱସ୍ୱନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି।
ସେ ବିଜେପିରୁ ଟଙ୍କା ନେଇଥିବା ଏବଂ ଜାଣିଶୁଣି ନିର୍ବାଚନ ହାରୀ ଥିବାର ଅଭିଯୋଗ ଆଣିଛନ୍ତି। ଆଉ ଏଥିପାଇଁ ରାହୁଲ୍ ଗାନ୍ଧୀ ନିର୍ବାଚନୀ ହାରି ଥିବାର ଓୱାଇସି ଦାବୀ କରିଛନ୍ତି।
ତେଲେଙ୍ଗାନା ବିଧାନ ସଭା ନିର୍ବାଚନ ପାଇଁ ସମସ୍ତ ଦଳ ନିଜର ସମସ୍ତ ପ୍ରକାରର ଶକ୍ତି ଖଟାଉ ଛନ୍ତି।ନିର୍ବାଚନ ପ୍ରଚାର ସମୟରେ ଆରୋପ ଓ ପ୍ରତ୍ୟାରୋପ ଯୋଗୁଁ ମଧ୍ୟ ଉଷ୍ମତା ଧୀରେ ଧୀରେ ବଢ଼ିବାରେ ଲାଗିଛି।
Special report
ନିକଟରେ ଏକ ନେତା ରାହୁଲ୍ ଗାନ୍ଧୀ ଙ୍କୁ କଡ଼ା ସମାଲୋଚନା କରି ଥିବାର ଦେଖିବାକୁ ମିଳିଥିଲା।ଓୱାଇସି ରାହୁଲ୍ ଗାନ୍ଧୀ ଙ୍କ ବିଶ୍ୱସ୍ଵନୀୟତା ଉପରେ ପ୍ରଶ୍ନ ଉଠାଇବା ପାଇଁ ପଛ ଘୁଂଚା ଦେଇ ନାହାଁନ୍ତି।
ସେ କହିଛନ୍ତି କି ରାହୁଲ୍ ଗାନ୍ଧୀ ୫୪୦ ଲୋକସଭା ଆସନରେ କଂଗ୍ରେସ ର ନେତୃତ୍ୱ ନେଇଥିଲେ। ଏହା ସତ୍ତ୍ୱେ ମଧ୍ୟ ଦଳ ମାତ୍ର ୫୦ ଟି ଆସନରେ ହିଁ ସୀମିତ ଭାବରେ ଥିଲା। ସେଥିପାଇଁ ସେ ପ୍ରଶ୍ନ ଉଠାଇ ପଚାରି ଥିଲେ।
ଆଉ କହିଥିଲେ କି ବିଜେପି ରୁ ସେ ଟଙ୍କା ନେଇ ନାହାଁନ୍ତି କି? ଓୱାଇସି ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଏଭଳି କିଛି ପ୍ରଶ୍ନ ପଚାରିଛନ୍ତି। ସେ ଏହା ମଧ୍ଯ କହିଛନ୍ତି
ଏହି ଏହି ସଂପର୍କରେ ରାହୁଲ ଗାନ୍ଧୀ ଙ୍କ ନିକଟରୁ କୌଣସି ସ୍ପଷ୍ଟୀକରଣ ବା ଉତ୍ତର କଣ ପାଇଁ ଆସି ନାହିଁ ବୋଲି। ତେବେ ଏହି ସମ୍ପର୍କରେ ଶୁଣିବା ପରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.