Movie prime

କୋଟି କୋଟି ଟଙ୍କା ଖର୍ଚ୍ଚ କରି ବୁଢ଼ୀ ବୟସ ରେ ବି ୧୬ ବର୍ଷୀୟା ଝିଅ ପରି ଦିଶୁଛନ୍ତି ନୀତା ଅମ୍ବାନୀ,ଦେଖନ୍ତୁ ଫଟୋ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ମୁକେଶ ଅମ୍ବାନୀ ଙ୍କ ନାମ କୁ ଶୁଣି ଥିବେ।ସେ କେବଳ ଜଣେ କୋଟି ପତି ନୁହନ୍ତି।ସେ ଜଣେ ଭଲ ମଣିଷ ମଧ୍ୟ।ଆଜି ତାଙ୍କୁ କିଏ ବା ନ ଜାଣେ।ସାରା ଭାରତ ର ଲୋକ ମାନଙ୍କ ହୃଦୟ ରେ ସେ ରହିଛନ୍ତି।
Special report
ଓ ତାଙ୍କ ପତ୍ନୀ ନିତା ଅମ୍ବାନୀ ଙ୍କୁ ଆପଣ ମାନେ ସମସ୍ତେ ଦେଖି ଥିବେ।ତାଙ୍କ ବୟସ ୫୯ ବର୍ଷ ହେଲାଣି।ହେଲେ ଏ ଯାଏଁ ମଧ୍ୟ ତାଙ୍କ ବୟସ ର ଛାପ ତାଙ୍କ ଶରୀର ଉପରେ ପଡ଼ି ନାହିଁ।ସେ ଦେଖିବାକୁ ବହୁତ ସୁନ୍ଦର।ଆମେ ଆଜି ତାଙ୍କ ସୁନ୍ଦରତା ର ରାଜ ବିଷୟ ରେ ଆପଣଙ୍କୁ କହିବାକୁ ଯାଉଛୁ।
ସୂଚନା ଅନୁସାରେ ମୁକେଶ ଅମ୍ବାନୀ ଙ୍କ ପରି ନିତା ଅମ୍ବାନୀ ମଧ୍ୟ ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି।ତାଙ୍କୁ ବର୍ତ୍ତମାନ ସମୟ ରେ କିଏ ବା ନ ଜାଣେ।ତାଙ୍କ ପରିବାର ବିଷୟ ରେ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ।
Special report
ନିତା ଅମ୍ବାନୀ ଙ୍କ ସୁନ୍ଦରତା ଆଗରେ ବଲିଉଡ ର ବଡ ବଡ ଅଭିନେତ୍ରୀ ମାନେ ହାର ମାନିଛନ୍ତି।ସେ ସବୁବେଳେ ଦାମୀ ଓ ମୂଲ୍ୟବାନ ଜିନିଷ ପିନ୍ଧିବାକୁ ପସନ୍ଦ କରନ୍ତି।ସେ ଦିନ କୁ କୋଟି କୋଟି ଟଙ୍କା ତାଙ୍କ ନିଜ ପାଇଁ ଖର୍ଚ୍ଚ କରନ୍ତି।ସେ ଯେତେବେଳେ ବାହାରକୁ ଆସନ୍ତି ଲୋକ ମାନେ ତାଙ୍କର ଖୁବ୍ ପ୍ରଶଂସା କରନ୍ତି।
ନିତା ଅମ୍ବାନୀ ଙ୍କ ର ଏହି ସୁନ୍ଦରତା କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି।ଏତେ ଅଧିକ।ବୟସ ହୋଇ ଯାଇଥିଲେ ମଧ୍ୟ ସେ କିପରି ଏତେ ସୁନ୍ଦର ଦେଖା ଯାଉଛନ୍ତି।ଏହାର ମୁଖ୍ୟ କାରଣ ହେଉଛି ସେ ସକାଳୁ ଉଠି ଯୋଗ ବ୍ୟାୟାମ କରନ୍ତି।
Special report
ଏହା ଛଡ଼ା ନିଜ ଶରୀର ପାଇଁ ଯେଉଁ ଖାଦ୍ୟ ଦରକାର ସେହିଭଳି ଖାଦ୍ୟ ସେ ଖାଇବାକୁ ପସନ୍ଦ କରନ୍ତି।ସେ ତାଙ୍କ ଘରେ ନିଜେ କୌଣସି କାମ କରନ୍ତି ନାହିଁ।ତାଙ୍କ ଘରେ ଚାକର ମାନେ ମେସିନ ରେ ପ୍ରତିଦିନ ରୁଟି କରନ୍ତି।ଯେଉଁଥି ପାଇଁ ତାଙ୍କ ପରିବାର ଲୋକେ ପ୍ରତିଦିନ ମେସିନ ତିଆରି ରୁଟି ଖାଇ ଥାଆନ୍ତି।
ଯାହା ଦ୍ଵାରା କି ଆଜି ସେ ନିଜକୁ ସମ୍ପୂର୍ଣ୍ଣ ରୂପେ ଫିଟ୍ ରଖିଛନ୍ତି।ତାଙ୍କ ର କିଛି ରୋଗ ମଧ୍ୟ ନାହିଁ।ଯେତେବେଳେ ସେ ବାହାରକୁ ବୁଲିବା ପାଇଁ ଯାଆନ୍ତି ଲୋକେ ତାଙ୍କର ବହୁତ ପ୍ରଶଂସା କରନ୍ତି।ତାଙ୍କ ବ୍ୟବହାର ମଧ୍ୟ ଲୋକଙ୍କ ପ୍ରତି ବହୁତ ଭଲ।ସେଥିପାଇଁ ତାଙ୍କୁ ଲୋକେ ବହୁତ ପସନ୍ଦ କରନ୍ତି।