Movie prime

କୋଟିପତି ସେଲିବ୍ରିଟି ଙ୍କ ପିଲା ଛୁଆ ପଢନ୍ତି ଏହି ସ୍କୁଲ ରେ... ମାସକୁ ୨ କୋଟି ଟଙ୍କା ସ୍କୁଲ ଫିସ ରେ ପଢୁଛନ୍ତି ଐଶ୍ୱର୍ଯ୍ୟା ଙ୍କ ପିଲା

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଗୋଟିଏ ସାଧାରଣ ପରିବାର ର ପିଲା ଟି ଏ ସରକାରୀ ବିଦ୍ୟାଳୟ ରେ ପାଠ ପଢି ଥାଏ।ତାଙ୍କ ପାଇଁ କୌଣସି ସୁବିଧା ସୁଯୋଗ ନ ଥାଏ।ହେଲେ ବଲିଉଡ ର ଅଭିନେତା ଓ ଅଭିନେତ୍ରୀ ମାନଙ୍କ ପିଲା ମାନେ କେଉଁ ଠାରେ ପାଠ ପଢନ୍ତି ଆପଣ ମାନେ ଜାଣି ଛନ୍ତି କି?
Special Report
ସେମାନେ ସମସ୍ତଙ୍କ ଠାରୁ ଅଲଗା ଥାଆନ୍ତି।ସେ ଅଭିନେତା ଶାହଋଖ ଖାଁ ଙ୍କ ପୁଅ ଆର୍ଯ୍ୟାନ୍ ଓ ଅବ୍ରାମ ଓ ଝିଅ ସୂହାନା ଖାଁ ହୁଅନ୍ତି।କି ଅଭିଷେକ ଙ୍କ ଝିଅ ଆରାଧ୍ୟା ହେଉ ସମସ୍ତେ ଗୋଟିଏ ସ୍ଥାନ ରେ ପାଠ ପଢନ୍ତି।
ସେହି ବିଦ୍ୟାଳୟ ର ନାମ ହେଉଛି ଧିରୁଭାଇ ଅମ୍ବାନୀ ଇଣ୍ଟର ନ୍ୟାସନାଲ ସ୍କୁଲ।ଅଭିନେତ୍ରୀ ସାରା ଅଲ୍ଲୀ ଖାଁ ମଧ୍ୟ ସେହି ସ୍କୁଲ ରେ ପାଠ ପଢୁଥିଲେ।ଏହି ବିଦ୍ୟାଳୟ ଟି ମୁକେଶ ଅମ୍ବାନୀ ଙ୍କ ପିତା ଧିରୁ ଭାଇ ଅମ୍ବାନୀ ତିଆରି କରିଥିଲେ।
ଯାହାକୁ କି ତାଙ୍କ ପୁଅ ମୁକେଶ ଅମ୍ବାନୀ ଏ ଯାଏଁ ସମ୍ଭାଳି ରଖିଛନ୍ତି।ଏଠାରେ ପିଲା ଙ୍କ ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ ରହିଥାଏ।ଖେଳିବା ଠାରୁ ଆରମ୍ଭ କରି ପାଠ ପଢା ଯାଏ।ପିଲା ମାନଙ୍କୁ କୌଣସି ଅସୁବିଧା ଏଠାରେ ହୁଏ ନାହିଁ।
ଏହି ବିଦ୍ୟାଳୟ ରେ ପ୍ରାୟ ୬୦ ଟି କ୍ଲାସ ରୁମ୍ ରହିଛି।ଏହା ଛଡ଼ା ଅଫିସ ରୁମ୍,ଲେଖିବା ପାଇଁ ବୋର୍ଡ,ସ୍ମାର୍ଟ କ୍ଲାସ ରୁମ୍,କମ୍ପ୍ୟୁଟର ଲ୍ୟାବ ଏହି ପରି ଅନେକ ରୁମ୍ ଏଠାରେ ରହିଛି।ଓ ପାଠ ପଢା ପାଇଁ ମଧ୍ୟ ଏହି ସ୍ଥାନ ରେ କିଛି ସ୍ଵତନ୍ତ୍ର ବ୍ୟବସ୍ଥା ରହିଛି।
Special
ନିଜ ସ୍ବାସ୍ଥ୍ୟବସ୍ଥା ଖରାପ ହେଲେ ଏଠାରେ ଡାକ୍ତର ମାନଙ୍କୁ ମଧ୍ୟ ନିଯୁକ୍ତି କରା ଯାଇଛି।ପିଲା ମାନଙ୍କୁ କୌଣସି ପ୍ରକାର ଅସୁବିଧା ଏଠାରେ ହୋଇ ନ ଥାଏ।ସେଥିପାଇଁ ବଲିଉଡ ର ଅଭିନେତା ଓ ଅନ୍ୟ କୌଣସି ଧନୀ ବ୍ୟକ୍ତି ମାନେ ଏଠାରେ ତାଙ୍କ ପିଲା ମାନଙ୍କୁ ପାଠ ପଢ଼ାଇ ଥାଆନ୍ତି।
ହେଲେ ଆପଣ ମାନେ ଜାଣି ଛନ୍ତି କି ଏହି ବିଦ୍ୟାଳୟ ରେ କେତେ ଟଙ୍କା ଫିସ ନେଇ ଥାଆନ୍ତି।ନର୍ସରୀ ରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ପିଲା ମାନେ ୧ ଲକ୍ଷ ୭୦ ହଜାର ଟଙ୍କା ଫିସ ଆକାର ରେ ଦେଇଥାନ୍ତି।
ଏହା ଛଡ଼ା ୮ମ ରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ୪ ଲକ୍ଷ ଟଙ୍କା ଦେଇଥାନ୍ତି।ସେମାନେ ନିଜ ପିଲା ପାଇଁ ମାସ କୁ ବହୁ ଅର୍ଥ ଖର୍ଚ୍ଚ କରନ୍ତି।ଯାହାକି ଗୋଟିଏ ସାଧାରଣ ପରିବାର ପାଇଁ ସମ୍ଭବ ନୁହେଁ।