Movie prime

ଆରେ ଏଣିକି କୃଷକ ମାନେ ଆଉ ଅଧିକ ପରିଶ୍ରମ କରିବା ଦରକାର୍ ନାହିଁ, ବସି ଶୋଇ ପଇସା ନିଅ, ନବୀନ ଦେଲେ ନୂଆ ଯୋଜନା

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି କାଳିଆ ଯୋଜନା ସାହାଯ୍ୟରେ ଆମ ରାଜ୍ୟ ସରକାର ଅଗଣିତ କୃଷକ ମାନଙ୍କୁ ବିଶେଷ ସାହାଯ୍ୟ କରି ଆସୁଛନ୍ତି।
ସେ ଚାଷୀ ମାନଙ୍କୁ ଏହି ଯୋଜନା ମାଧ୍ୟମରେ ଆର୍ଥିକ ସାହାଯ୍ୟ ପ୍ରଦାନ କରୁଛନ୍ତି। ଆଉ ଏହା ଦ୍ବାରା ମଧ୍ୟ ଚାଷୀ ମାନେ ବେଶ ଲାଭବାନ ହୋଇ ପାରୁଛନ୍ତି। ରାଜ୍ୟ ର ୪୨ ଲକ୍ଷ ଚାଷୀ ଙ୍କ ଆକାଉଣ୍ଟ କୁ ୯୨୦ କୋଟି ଟଙ୍କା ଯାଇଛି।
Special report
ଏହା ପ୍ରତ୍ୟେକ ଚାଷୀ ମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟ ରେ ଥିବା ଖାତା କୁ ଯାଇ ଥିବାର ସୁଚନା ମଧ୍ଯ ମିଳିଛି। କାଳିଆ ଯୋଜନାର ଖରିଫ ଫସଲ ପାଇଁ ଅର୍ଥ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
କ୍ଷୁଦ୍ର , ନାମମାତ୍ର ଚାଷୀ ଙ୍କ ସହ ଭୂମି ହୀନ ଚାଷୀ ଆର୍ଥିକ ସାହାଯ୍ୟ ପାଇ ଉପକୃତ ହୋଇ ପାରିଛନ୍ତି। ଏହି ଅର୍ଥ କୁ ଚାଷ କାମ ସହିତ ଜୀବନ ଜୀବିକାର ଉନ୍ନତି ରେ ଲଗାଇବେ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି।
ଚାଷୀ ମାନଙ୍କ ପାଇଁ ଦେଶରେ କାଳିଆ ଯୋଜନା ସବୁଠାରୁ ଭଲ ଯୋଜନା ହୋଇଥିବା ବେଳେ ଏହା ମଧ୍ଯ ଚାଷୀ ମାନଙ୍କ ମୁହଁରେ ହସ ଆଣିବ ବୋଲି କୁହା ଯାଇ ଅଛି। ଚାଷୀ ର ଋଣ ଭାର ଲାଘବ ରେ ମଧ୍ଯ ଏହା ଲାଘବ ହେଉଥିବାର ମୁଖ୍ୟମନ୍ତ୍ରୀ କହିଛନ୍ତି।
Special report
ଏଭଳି ଅନେକ ଚାଷୀ ଅଛନ୍ତି ଯେଉଁ ମାନେ ଚାଷ ପାଇଁ ଟଙ୍କା ଋଣ କରୁଛନ୍ତି। ଆଉ ଋଣ ଶୁଝିବା ପାଇଁ ମଧ୍ୟ ସେମାନଙ୍କୁ ଅସୁବିଧା ହେଉଛି। ସେଥିପାଇଁ ସରକାର ଙ୍କ ଏହି କାଳିଆ ଯୋଜନା ଦ୍ବାରା,
କିଛି ମାତ୍ରାରେ ଚାଷୀ ମାନଙ୍କ ମୁଣ୍ଡରୁ ଏହି ଋଣ ଭାର ହାଲୁକା ହେବ ବୋଲି ମଧ୍ୟ କୁହା ଯାଇ ଅଛି। ତେବେ ଏହାର ଲାଭ ଚାଷୀ ମାନେ ଭରପୁର ଉଠାଇ ପାରିବେ। ଚାଷୀ ମାନଙ୍କ ପାଇଁ ମଧ୍ୟ ଏହା ନିଶ୍ଚିତ ଭାବରେ ଏକ ଭଲ ବ୍ୟବସ୍ଥା ଅଟେ।
ତେବେ ଆପଣ ମାନଙ୍କୁ ସରକାର ଙ୍କ ଚାଷୀ ମାନଙ୍କ ପାଇଁ ନେଇଥିବା ଏଭଳି ଏକ ପଦକ୍ଷେପ କିଭଳି ଲାଗୁଛି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.