Movie prime

୫୩ ବର୍ଷ ର କୁଆଁରୀ ତବୁ, ଅଜୟ ପାଇଁ ଆଜି ଯାଏଁ ମୁ ଅବିବାହିତ ରହିଲି...

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ବଲିଉଡ ରେ ଏପରି ଅନେକ ଅଭିନେତ୍ରୀ ଓ ଅଭିନେତା ମାନେ ଅଛନ୍ତି ଯେଉଁ ମାନେ ଏ ଯାଏଁ ବିବାହ କରି ନାହାନ୍ତି।
Special
ସେମାନଙ୍କୁ ସେମାନଙ୍କ ମନ ପସନ୍ଦ ର ଜୀବନ ସାଥି ଆଜି ଯାଏଁ ମିଳି ପାରି ନାହିଁ।ଯାହା ଫଳରେ ସେମାନେ ସାରା ଜୀବନ ଏକୁଟିଆ ରହିବା ପାଇଁ ନିଷ୍ପତି ନେଇଥିଲେ।ବିବାହ ନ କରି ମଧ୍ୟ କିଛି ଅଭିନେତା ଓ ଅଭିନେତ୍ରୀ ମାନେ ଆଜି ମଧ୍ୟ ବହୁତ ସୁନ୍ଦର ଦେଖା ଯାଉଛନ୍ତି।
ବଲିଉଡ ର ଅବିବାହିତ ମାନଙ୍କ ମଧ୍ୟରେ ସଲମାନ୍ ଖାଁ, ଅମିଶା ପଟେଲ,ସସ୍ମିତା ସେନ,ଅକ୍ଷୟ ଖାନା, ଅଭୟ ଦେୱାଲ୍,ତବୁ ପ୍ରଭୃତି ବିବାହ କରି ନାହାନ୍ତି।ବିବାହ ବୟସ ମଧ୍ୟ ସେମାନଙ୍କର ଗଡି ଗଲାଣି।
ଅନେକ ପୁରୁଷ ଓ ମହିଳା ଙ୍କୁ ପ୍ରେମ କରି ଧୋକା ଖାଇବା ପରେ ସେମାନଙ୍କ ର ବିବାହ ଉପରୁ ଭରଷା ଉଠୀ ଯାଇଛି।ଏହି କ୍ରମ ରେ ପ୍ରଥମ ରୁ ଆସୁଛନ୍ତି ଅଭିନେତ୍ରୀ ତବୁ।ତାଙ୍କୁ ଏବେ ୫୩ ବର୍ଷ।ହେଲେ ଆଜି ମଧ୍ୟ ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଦେଖା ଯାଉଛନ୍ତି।
Special report
ଏହି କଳାକାର ମାନଙ୍କ ବୟସ ଚାଳିଶି ବର୍ଷ ରୁ ଉର୍ଦ୍ଧ ହୋଇ ସାରିଲାଣି।ହେଲେ ଆଜି ଯାଏଁ ଏମାନେ ଏକୁଟିଆ ରହୁଛନ୍ତି।ସେମାନଙ୍କ ମନ ପସନ୍ଦ ର ଜୀବନ ସାଥି ତାଙ୍କୁ ଆଜି ଯାଏଁ ମିଳି ପାରି ନାହିଁ। ଅନେକ ଥର ପ୍ରେମ କରି ସେ ଶେଷ ରେ ନିରାଶ ହୋଇ ଯାଇଛନ୍ତି।
ଘର ସଂସାର କରିବା ଠାରୁ ଦୂରେଇ ରହିବା ପାଇଁ ଶେଷ ରେ ସେ ଇଚ୍ଛା କଲେ।ଆଜି ଏହି ଅଭିନେତ୍ରୀ ଙ୍କୁ ନେଇ ଅନେକ କଥା ଶୁଣିବାକୁ ମିଳୁଛି। ତବୂ ପ୍ରଥମ ରୁ ନାଗାର୍ଜୁନ ଙ୍କ ପ୍ରେମ ରେ ପଡ଼ି ଥିଲେ।ଦୀର୍ଘ ଦଶ ବର୍ଷ କାଳ ସେ ତାଙ୍କ ସହିତ ରହିଲେ।
ହେଲେ ନାଗାର୍ଜୁନ ଶେଷ ରେ ତାଙ୍କ ପତ୍ନୀ ଙ୍କୁ ଛାଡ ପତ୍ର ଦେବେ ନାହିଁ ବୋଲି କହିଲେ।ଯାହା ଫଳ ରେ ତବୁ ତାଙ୍କ ଠାରୁ ଦୂରେଇ ଯାଇଥିଲେ।ଏହା ପରେ ତବୁ ଓ ଅଜୟ ଦେବଗନ ଙ୍କ ମଧ୍ୟ ରେ ପ୍ରେମ ସଂପର୍କ ବଢିବାରେ ଲାଗିଥିଲା।
ହେଲେ ଏହି ପ୍ରେମ ମଧ୍ୟ ବେଶୀ ଦିନ ଚାଲି ପାରି ନ ଥିଲା।ଅଜୟ ଶେଷ ରେ କାଯୋଲ ଙ୍କୁ ବିବାହ କରି ସୁଖ ରେ ଘର ସଂସାର କରୁଛନ୍ତି। ଏବଂ ତବୁ ଆଜି ଯାଏଁ ଅବିବାହିତ ଅଛନ୍ତି।