Movie prime

ସାମାନ୍ୟ କୁକୁଡ଼ା ପାଇଁ ମହାଭାରତ ଦେଖନ୍ତୁ କୁକୁଡ଼ା ପାଇଁ ଭାଇକୁ ମାରିଦେଲା ଭାଇ - Exclusive

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଆଜିକାଲି ଦୁନିଆରେ ଘଟିଥିବା ଘଟଣା ବିଷୟରେ ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଛନ୍ତି । ଆପଣମାନେ ତ ସମାଜରେ ଦେଖିଥିବେ କି ଭାଇ ଭାଇ ମଧ୍ୟରେ ଜମିବାଡ଼ି ପାଇଁ ଅନେକ ଝଗଡ଼ା ହୋଇଥାଏ ।
Special Report
ଭାଇ ଭାଇ ଅଲଗା ହୋଇ ଯାଆନ୍ତି । ଭାଇ ଭାଇ ଭିତରେ ଝଗଡ଼ା ହେବା ଦ୍ଵାରା ସେମାନେ ପରସ୍ପରକୁ ଆକ୍ରମଣ କରିବାକୁ ବି ପଛାନ୍ତି ନାହିଁ । କିନ୍ତୁ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ଜାଣିପାରିବେ ।
ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏହି ଘଟଣା ଯେ କେହିବି ଶୁଣିବ ଆଶ୍ଚର୍ଯ୍ୟ ହେବା ସହ ମନରେ ଅନେକ କଥା ଭାବିବ । ଏହି ଖବର ହେଉଛି କୁକୁଡ଼ା ପାଇଁ ଦୁଇ ଭାଇ ଭିତରେ ଝଗଡ଼ା ଲାଗିଲା । ଆଉ କୁକୁଡ଼ା ପାଇଁ ଗୋଟିଏ ଭାଇ ତାର ଭାଇକୁ ମାରି ଦେଇଛି ।
Special Report
ଜଣେ ଭାଇ କାଠ ଫାଳିଆ ଧରି ଅନ୍ୟ ଭାଇକୁ ବାଡେଇବା ଦ୍ଵାରା ଭାଇ ଜଣଙ୍କର ମୃ-ତ୍ୟୁ ହୋଇଛି । ସାମାନ୍ୟ ଏକ କୁକୁଡ଼ାକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଛି । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାରେ ।
ମୟୂରଭଞ୍ଜ ଜିଲ୍ଲା ଉଦୂଳା ବ୍ଲକ୍ କୁଣ୍ଡାବାଇ ପଞ୍ଚାୟତର ନୟାରଙ୍ଗମାଟିଆ ଗ୍ରାମରେ । ଗାଁରେ ମାଘ ପୂଜା ଅନୁଷ୍ଠିତ ହୋଇଥିଲା । ଆଉ ଏହି ସମୟରେ ଏହି ଘଟଣା ଘଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି । କୁକୁଡ଼ାକୁ ନେଇ ଭାଇ ଭାଇ ମଧ୍ୟରେ କଥା କଟାକଟି ହୋଇଥିଲା ।
Special Report
ଆଉ ଏହାପରେ ସେଠାରେ ଠୁମ୍ପୁ ଏବଂ ରାଇସେନ ନାମକ ଦୁଇ ଭାଇ ଏହି କୁକୁଡ଼ାକୁ ନେଇ ଝଗଡ଼ା କରିଥିଲେ । କ୍ରମଶଃ ଏହି ଝଗଡ଼ା ଉଗ୍ର ରୂପ ନେଇଥିଲା । ଝଗଡ଼ା ଉଗ୍ର ରୂପ ନେବା ପରେ ଠୁମ୍ପୁ ତାର ଭାଇକୁ ମାରି ଦେଇଥିଲା ।
Special Report
ଏହି ଘଟଣା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ଅଟେ । ଠୁମ୍ପୁ ତାର ସମ୍ପର୍କୀୟ ଭାଇ ରାଇସେନକୁ ମାରି ଦେଇଥିଲା । ଆଉ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏହି ଘଟଣାକୁ ନେଇ ଅନେକ ଲୋକ ଅନେକ କଥା କହୁଛନ୍ତି ।
ପୋଲିସ ଏହି ଘଟଣା ସମ୍ପର୍କରେ ଖବର ପାଇ ଶବକୁ ଜବତ ଏହି ଘଟଣାର ଅଧିକ ତଦନ୍ତ କରୁଛି । ଆଉ ପୋଲିସ ତଦନ୍ତ କରି ଅଭିଯୁକ୍ତ ଠୁମ୍ପୁକୁ ଗିରଫ କରିଛି । ଏବେ ଦୋଷୀକୁ ଦଣ୍ଡ ମିଳିବ ବୋଲି ସମସ୍ତେ ଆଶା ରଖିଛନ୍ତି ।