Movie prime

ଜିଜ୍ଞାସା ଭଳିଆ ପ୍ରେମିକା ରଖିବା ଅପେକ୍ଷା azex ଙ୍କ କୁକୁର କୁ ଭଲ ପାଇବା ୧୦୦ ଗୁଣ ଭଲ, ଏବେ ବି ଖାଇବା ଛାଡ଼ି ଦେଇଛି azex ଙ୍କ କୁକୁର

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଭିଡିଓ ଦେଖିଥିବେ ।
ଆପଣମାନେ ସମସ୍ତେ ଭୁବନେଶ୍ୱର ସହରରେ ଘଟିଥିବା ଘଟଣା ବିଷୟରେ ଆପଣମାନେ ଜାଣିଥିବେ । ଭୁବନେଶ୍ୱର ସହରର ପ୍ରସିଦ୍ଧ ବ୍ୟକ୍ତି ଡିଜେ ଆଜେକ୍ସଙ୍କ ସନ୍ଦେହ ଜନକ ମୃ-ତ୍ୟୁକୁ ନେଇ ଏବେ ଅନେକ ଖବର ଆସୁଛି ।
ଡିଜେ ଆଜେକ୍ସଙ୍କ ମୃ-ତ୍ୟୁକୁ ତିନିଦିନ ହୋଇଗଲାଣି । ତାଙ୍କୁ ତାଙ୍କ ମାଆ ଝୁରୁଛନ୍ତି । ତାଙ୍କୁ ଅନେକ ଲୋକ ମଧ୍ୟ ଝୁରୁଛନ୍ତି । ତାଙ୍କ ମାଆଙ୍କ ଆଖିରୁ ଲୁହ ଶୁଖୁନି । ଯୁବା ପୁଅକୁ ହରାଇ ଯେଉଁ ଦୁଃଖ ତାହା କେବଳ ଗୋଟେ ମାଆ ହିଁ ଜାଣିପାରିବ ।
ଗୋଟେ ମାଆ ତାର ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛି । ଘରର ଅବସ୍ଥା ବହୁତ ଖରାପ ହୋଇ ପଡ଼ିଛି । ଆଉ କଥା କହି ପାରୁନଥିବା ପଶୁପକ୍ଷୀଙ୍କ କଥା କଣ ବା କୁହାଯିବ । 
ସେହି କଥା କହି ପାରୁନଥିବା ପଶୁପକ୍ଷୀ ଅର୍ଥାତ୍ ଡିଜେ ଆଜେକ୍ସ ରଖିଥିବା କୁକୁର ଆଉ ଶୁଆ ତାଙ୍କ ମାଲିକକୁ ଖୋଜୁଛନ୍ତି । ଯେଉଁ ମାଲିକ ପ୍ରତିଦିନ ତାଙ୍କ ସହ ଗେଲ ହୁଏ ସେହି ମାଲିକ ତିନିଦିନ ହେଲା କୁଆଡେ ଯାଇଛି ବୋଲି ଏହି ଅକୁହା ପଶୁମାନେ ତାଙ୍କୁ ଖୋଜୁଛନ୍ତି ।
ସେମାନେ ମନେ ମନେ ବହୁତ ଖୋଜୁଛନ୍ତି ତାଙ୍କ ମାଲିକକୁ । ସେମାନେ ନିଜ ଦୁଃଖ କାହାକୁ କହିପାରିବେ ନାହିଁ କି କିଛି କରିପାରିବେ ନାହିଁ । ଆଉ ସେମାନେ କେବଳ ତାଙ୍କ ମାଲିକକୁ ଖୋଜୁଛନ୍ତି । 
ଏତେଦିନ ହେଲା ସେ କୁଆଡେ ଗଲେ ବୋଲି ଭାବୁଛନ୍ତି । ସେମାନେ ତ ହେଉଛନ୍ତି ନିରୀହ ପ୍ରାଣୀ । ଯେଉଁଠି ସ୍ନେହ ଭଲପାଇବା ପାଇବେ ସେହିଠାରେ ରହିବେ । କିନ୍ତୁ ସେମାନେ ଆଉ ଜିଜ୍ଞାସା ଭଳି ତ ପ୍ରେମ କରୁନାହାଁନ୍ତି ଯିଏ କାହାର ଜୀବନ ନେଇଯିବ ।
ସତରେ ପ୍ରେମ କଣ ଏହି ପଶୁପକ୍ଷୀମାନଙ୍କ ଠାରୁ ଶିଖିବା ଉଚିତ୍ । ଜିଜ୍ଞାସା ପ୍ରେମ କଣ ଶିଖିବା ଦରକାର । ହୁଏତ ଜିଜ୍ଞାସା ମନ ଦେଇ ଭଲ ପାଇଥିଲେ ଆଜି ସେମିତି ହେଇ ନଥାନ୍ତା । ଦେଖାଯାଉ ଏହି ଘଟଣାର ତଦନ୍ତରୁ କଣ ସତ୍ୟ ସାମ୍ନାକୁ ଆସୁଛି ।