Movie prime

କୁମ୍ଭୀର ଦେହରେ ପଶୁଛି ପ୍ରେତାତ୍ମା ! ଆସିଲା ଆଶ୍ଚର୍ୟ୍ଯ ଜନକ ଖବର ଦେଖନ୍ତୁ ହେଉଛି ଏମିତି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରାଜ୍ୟରୁ ଥମୁନି କୁମ୍ଭୀର ଆ-ତଙ୍କ। ମଣିଷ ଖିଆ କୁମ୍ଭୀର ମଣିଷ ମାଂସ ଲୋଭରେ କେବଳ ନଦୀ ହିଁ ପରିବର୍ତ୍ତନ କରୁଛି। କେତେବେଳେ ଯାଜପୁର ତ କେତେବେଳେ କେନ୍ଦ୍ରାପଡ଼ାରେ ମଣିଷକୁ ମାରି ନିଜର ଭୋକ ମେଣ୍ଟାଇ ଥିଲା କୁମ୍ଭୀର।
Special report
ଯେବେଠୁ ଓଡ଼ିଶାରେ କୁମ୍ଭୀର ଆ-ତଙ୍କ ସୃଷ୍ଟି ହୋଇଛି ସେବେ ଠାରୁ ସମସ୍ତଙ୍କ ମନରେ ଭ-ୟ ରହିଛି। କାରଣ ଓଡ଼ିଶାରେ ଏବେ କଲବଲ କରୁଛି କୁମ୍ଭୀର ଆ-ତଙ୍କ।
କୁମ୍ଭୀର ଭୟରେ ଲୋକେ ନଦୀ ପାଣିରେ ଗୋଡ ମଧ୍ୟ ବୁଡାଉ ନାହାନ୍ତି। ଆଉ ଏପରି ପରିସ୍ଥିତିରେ କୁମ୍ଭୀର ମଣିଷ ଭିତରେ ହେଉଛି ଘମାଘୋଟ ଲଢେଇ। ତେବେ ବନ୍ଧୁଗଣ ଯାହା ଖବର ରହିଛି କି ଯାଜପୁର ନିଦୀ ଭିତରେ ଘୂରି ବୁଲୁଛି ପ୍ରେତାତ୍ମା।
ସେହି ପ୍ରେତାତ୍ମା ନଦୀ ଭିତରେ କେତେବେଳେ ବୃକ୍ଷ ଭିତରେ ପସି ମଣିଷକୁ ବିଭତ୍ସ ଭାବରେ ଖାଇଯାଉଛି। ପୁଣି କେତେବେଳେ ନଦୀ ଉପରେ ଯାଉଥିବା ମଣିଷକୁ ଘୋଷାଡି ନେଉଛି ପାଣି ଭିତରକୁ। 
Special report
ପ୍ରେତାତ୍ମା ଏତେ ଭୟଙ୍କର ହୋଇଯାଇଛି ଯେ, ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି। ଯାଜପୁରରେ ଏହି ପ୍ରେତାତ୍ମା ଚଳାଇଛି ତାଣ୍ଡବ ଲୀଳା। ଗତକାଲି ପୁଣି ଏକ ମୁଣ୍ଡ ନେଇଛି ପ୍ରେତାତ୍ମା।
ଯୁବକ ଜଣକ ମୋବାଇଲ ଧରି ପୋଲ ଉପରେ ଯାଉଥିବା ସମୟରେ ହଠାତ ଯୁବକ ଜଣଙ୍କୁ ପୋଲ ଉପରୁ ଟାଣି ନେଇଥିଲା ପ୍ରେତାତ୍ମା। ଆଉ ସେହି ଯୁବକ ଜଣଙ୍କୁ ଅଗ୍ନିଶମ ବାହିନୀର ଓ ସ୍ଥାନୀୟ ଲୋକଙ୍କ ଖୋଜା ଖୋଜି ପରେ ବି ଯୁବକଙ୍କର ପତା ମିଳିନଥିଲା। 
ଏବେ ସେହି ଯୁବକଙ୍କର ମୃ-ତ-ଦେ-ହ ଉଦ୍ଧାର କରାଯାଇଛି। ପୂର୍ବରୁ ମଧ୍ୟ ନଦୀକୁ ଲୁଗାସଫା କରିବାକୁ ଯାଇଥିଲେ ମହିଳା ଠିକ୍ ସେହି ସମୟରେ କୁମ୍ଭୀର ଦେହରେ ପ୍ରେତାତ୍ମା ଲାଗି ମହିଳା ଜଣଙ୍କୁ ପାଣି ଭିତରକୁ ଟାଣି ନେଇଥିଲା।
ଯେତେ ଚେଷ୍ଟା କରିଥିଲେ ମଧ୍ୟ ମହିଳା ଜଣଙ୍କୁ ଉଦ୍ଧାର କରିପାରିନଥିଲେ। ସମସ୍ତଙ୍କ ସାମ୍ନାରେ ଅତି ବିଭତ୍ସ ଭାବରେ ମାରି ଖାଇଥିଲା ସେହି କୁମ୍ଭୀରଟି। ଲୋକ ମାନେ ଏହି ଘଟଣାକୁ ଦେଖି ଆତଙ୍କିତ ହୋଇଯାଇନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.