Movie prime

ଧାରଣାସ୍ଥଳୀ ରୁ କୁନା ତ୍ରିପାଠୀ ଙ୍କୁ ଡାକିଲେ ଅନ୍ୟ ଅଭିନେତା, କହିଲେ କୁନା ବାବୁ କଣ ସେଠି ବସି ରହିଛ, ଏଇଠିକୁ ଆସ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଆପଣ ମାନେ ଜାଣିଥିବେ କି ଓଲିଉଡ଼ କୁ ନେଇ ଖୁବ ବିବାଦ ଲାଗି ରହିଛି। ଆଉ ପ୍ରଯୋଜିକା ସାନଲିଶା ପଟେଲ ଆନ୍ଦୋଳନରେ ପ୍ରଥମେ ବସିଥିଲେ।
Special Report
ସେ ଓଲିଉଡ଼ ଇଣ୍ଡଷ୍ଟ୍ରି କୁ ନ୍ୟାୟ ମିଳୁ ବୋଲି ଆନ୍ଦୋଳନରେ ବସିଥିଲେ। ଆଉ ତାଙ୍କର ଏହି ଧାରଣା ରେ ଗୋଟେ ପରେ ଗୋଟେ ଅନେକ କଳାକାର ମାନେ ଯୋଗଦାନ କରିଛନ୍ତି। ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।
ଏହି ଧାରଣାରେ ଅନେକ କଳାକାର ମାନେ ଯୋଗ ଦେଇଥିବା ବେଳେ ଏହି ଧାରଣାରେ ଅନେକ କଳାକାର ମାନେ ମଧ୍ଯ ସାମିଲ୍ ହୋଇ ନାହାଁନ୍ତି। ସେଥିପାଇଁ ଜଣେ କଳାକାର ମଧ୍ୟ ଅଭିନେତା କୁନା ତ୍ରିପାଠି ଙ୍କୁ ତାଙ୍କ ସହ ଯୋଗ ଦେବା ପାଇଁ ଡାକି ଥିବା ଦେଖିବାକୁ ମିଳିଥିଲା।
ସେ କହିଥିଲେ କି "କୁନା ଭାଇ ଏଠାକୁ ଚାଲି ଆସ ସେଠାରେ ରହିଲେ ମନ୍ତ୍ରୀ ପଦ ମିଳିବ ନାହିଁ।"ଆଉ ଏହା ଏବେ ଖୁବ୍ ଚର୍ଚ୍ଚା ର ବିଷୟ ମଧ୍ୟ ପାଲଟିଛି।
Special Report
ଏହାପରେ କଳାକାର ଜଣକ ମିଡିଆ ସାମ୍ନା ରେ ଏହା ମଧ୍ୟ କହିଥିଲେ କି କୁନା ଭାଇ ନିଶ୍ଚିତ ଭାବରେ ସେ ଧାରଣାରେ ଯୋଗ ଦେବେ।ବର୍ତ୍ତମାନ ସମୟରେ ସେ ଟିକେ ଯାକି ହୋଇ ଯାଇଛନ୍ତି।
ମାତ୍ର ସମୟ ଆସିଲେ ସେ ନିଶ୍ଚିତ ଭାବରେ ତାଙ୍କ ସହ ଯୋଗ ଦେବେ ବୋଲି କହିଥିଲେ। ଆଉ ସେ କୁନା ତ୍ରିପାଠୀ ଙ୍କୁ ଏହା ମଧ୍ୟ ନିବେଦନ କରିଥିଲେ କି ସେ ଏକଥା ପାଣ୍ଡିଆନ ଙ୍କ ପାଖରେ ପହଞ୍ଚାନ୍ତୁ ବୋଲି ।
କଳାକାର ଜଣକ ମଧ୍ୟ ମନୋଜ୍ ମିଶ୍ର ଙ୍କୁ କହିଥିଲେ କି ସେ ମଧ୍ଯ ଆସିବେ। ଆଉ ସେ ହେଉଛନ୍ତି ମନୋଜ୍ ମିଶ୍ର ଙ୍କ ସପୋର୍ଟର ଆଉ ସେ ମନୋଜ୍ ମିଶ୍ର ଙ୍କ ବିପକ୍ଷରେ କେବେ ବାଇଟ ଦେବେ ନାହିଁ। ବରଂ ସେ ମନୋଜ୍ ମିଶ୍ର ଙ୍କୁ ଖୁବ୍ ସପୋର୍ଟ କରନ୍ତି ବୋଲି କହିଛନ୍ତି।
ତେବେ ଏହି କଳାକାର ଜଣକ ଯେଉଁ କଥା କହିଛନ୍ତି ତାହା ଆପଣଙ୍କୁ କେତେଦୂର ସତ ଓ କେତେଦୂର ମିଛ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।