Movie prime

ଲଚକ ମଣି ଗୀତ ଗାଇ ଜେଲ ଯାଇଥିଲେ ଦେଖନ୍ତୁ ଜେଲରୁ ଫେରି ପ୍ରେମିକାକୁ ପିଟିଲେ - Exclusive

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ସବୁ ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଥିବେ ।
Special Report
ଆପଣମାନେ ସମସ୍ତେ ଓଲିଉଡ ଜଗତର ହିରୋ, ହିରୋଇନ୍ ଏବଂ ଗାୟକ ଓ ଗାୟିକାମାନଙ୍କର ଖବର ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଗାୟକ ଦେବେଶ ପତିଙ୍କୁ ଜାଣିଥିବେ । ଏହି ଗାୟକ ଜଣକ ବହୁତ ସୁନ୍ଦର ଗୀତ ଗାଇଥାନ୍ତି । 
ଏହି ଗାୟକ ଜଣଙ୍କୁ ନେଇ ଅନେକ ଖବର ଆସିଥାଏ । ଆପଣମାନେ ଶୁଣିଥିବା ଗୀତ "ଲଚକ ମଣି ବେବି ଲୋ... " ଏହି ଗୀତକୁ ଗାଇଥିଲେ ଗାୟକ ଦେବେଶ ପତି । ଏହି ଗାୟକ ଜଣଙ୍କୁ ନେଇ ଆସିଥିଲା ବଡ ଖବର ।
ଏହି ଗାୟକ ଜଣକ ନାଁରେ ତାଙ୍କ ପ୍ରେମିକା ଅଭିଯୋଗ ଆଣିଥିଲେ । ଆଉ ଏହି ଅଭିଯୋଗ ଆଧାରରେ ସେ ଜେଲ ମଧ୍ୟ ଯାଇଥିଲେ । ଆଉ ଏହାପରେ ସେ ତାଙ୍କ ପ୍ରେମିକାକୁ ବିବାହ କରିବେ ବୋଲି କହିଥିଲେ । 
Special Report
କିନ୍ତୁ କଣ୍ଠଶିଳ୍ପୀ ଦେବେଶ ପତି ତାଙ୍କ ପ୍ରେମିକାକୁ ବାହା ହେବାକୁ ମନା କରିଛନ୍ତି । ସେ ବେଲରେ ଜେଲରୁ ଆସିଥିଲେ । ଆଉ ଏହାପରେ ଏବେ ପୁଣି ଗିରଫ ହୋଇଛନ୍ତି କଣ୍ଠଶିଳ୍ପୀ ଦେବେଶ ପତି ।
ଜାମିନର ସର୍ତ୍ତ ଉଲଂଘନ କରିବା ଏବଂ ତାଙ୍କ ପ୍ରେମିକାଙ୍କୁ ଆକ୍ରମଣ କରିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି । ପୋଲିସ ତାଙ୍କୁ ଗିରଫ କରି ଏବେ କୋର୍ଟ ଚାଲାଣ କରିଛି । ଯେତେବେଳେ ପ୍ରଥମେ ଏହି କଣ୍ଠଶିଳ୍ପୀ ଗିରଫ ହୋଇଥିଲେ ।
ଆପଶ ବୁଝାମଣାରେ ତାଙ୍କର ସମସ୍ୟା ଦୂର ହୋଇଥିଲା । ତାଙ୍କୁ ପୋଲିସ ଛାଡ଼ି ଦେଇଥିଲା । କଣ୍ଠଶିଳ୍ପୀ ତାଙ୍କ ପ୍ରେମିକା ଜଣଙ୍କୁ ବିବାହ କରିବାକୁ କହିବାରୁ ତାଙ୍କୁ ବେଲ ମିଳିଥିଲା କିନ୍ତୁ ଏବେ ଏହି କଣ୍ଠଶିଳ୍ପୀ ଦେବେଶ ପତି ଏହି କଥା ମାନୁ ନାହାଁନ୍ତି କି
ତାଙ୍କ ପ୍ରେମିକା ଜଣଙ୍କୁ ନେଇ କିଛି କଥା କହୁ ନାହାଁନ୍ତି । ଆଉ ଜେଲରୁ ଆସିବା ପରେ ପ୍ରେମିକାକୁ ମାଡ଼ ମଧ୍ୟ ମାରିଲେ । ଏହିସବୁ କାରଣ ପାଇଁ ପୁଣି କଣ୍ଠଶିଳ୍ପୀ ଦେବେଶ ପତି ଗିରଫ ହୋଇଛନ୍ତି । 
ଗତ ନଭେମ୍ବର ୧୭ ତାରିଖରେ କଣ୍ଠଶିଳ୍ପୀ ଦେବେଶ ପତିଙ୍କ ନାଁରେ ତାଙ୍କ ପ୍ରେମିକା ପୋଲିସ ଥାନାରେ ଅଭିଯୋଗ କରିଥିଲେ । ସେ ବିବାହ ପ୍ରତିଶ୍ରୁତି ଦେଇ ପ୍ରେମିକା ଜଣକ ସହିତ ବାରମ୍ବାର ଶାରିରୀକ ସମ୍ପର୍କ ରଖିଥିଲେ ।
ଆଉ ବିବାହ କରିବାକୁ ମନା କରିବାରୁ ପ୍ରେମିକା ତାଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲା । ଏବେ ତାଙ୍କ ନାଁରେ ଧାରା ୩୪୧, ୩୨୩, ୩୫୪, ୪୧୭, ୫୦୬ ଏବଂ ୧୨୦ D ରୁ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଛି ।