Movie prime

ଆଜି ନାହିଁ ଜୀବନ ହେଲେ ବଞ୍ଚି ରହିଛି ଆତ୍ମା ଘୋଡ଼ା ଉପରେ ବସି ସୀମା ଜଗୁଛନ୍ତି ଯବାନ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସହିଦ ହେବା ପରେ ବି ସୀମା ଜଗୁଛି ଆ-ତ୍ମା। ପ୍ରତିଟି ସମୟରେ ଶତ୍ରୁଙ୍କୁ ଦେଉଛି ଚଖମା। ଘୋଡାରେ ବସି ରାତିରେ ଦେଉଛି ସୀମାରେ ପହରା। ଏହା ସତ ଯେ ଯଦି ଜଣେ ସଚ୍ଚୋଟ ଯବାନ ସହିଦ ହୋଇଯାଏ
 ତେବେ ତା ଭିତରୁ ଦେଶ ଭକ୍ତି କେବେ ଅଲଗା ହୁଏ ନାହି। ସୂଚନା ଅନୁଯାୟୀ ଏହି ଯବାନଙ୍କର ମୃ-ତ୍ୟୁ ୧୯୬୮ରେ ହୋଇଥିଲା। ହେଲେ ଆଜି ବି ଏହି ବୀର ଯବାନଙ୍କ ଆତ୍ମା ଯିଏ ଦେଶଭକ୍ତିରେ ପୁରା ପରିପୂର୍ଣ୍ଣ ସେ ଏବେ ଭାରତ ଓ ଚୀନ ସୀମାରେ ପହରା ଦେଉଛନ୍ତି। 
କେବଳ ଏତିକି ନୁହେଁ ଭାରତର ଓ ଚୀନ ମଧ୍ୟରେ ହେଉଥିବା ବୈଠକରେ ବି ଏହି ଯବାନଙ୍କ ପାଇଁ ନାଲି ଚୌକି ରଖାଯାଇଥାଏ। ଆପଣଙ୍କୁ ଏହା ଅବିଶ୍ଵସନୀୟ ହୋଇଥିଲେ ମଧ୍ୟ ସତ ଘଟଣା ଅଟେ।
Special report
ଆପଣ ମାନେ ଏହି ଫୋଟୋରେ ଯାହାକୁ ଦେଖଛନ୍ତି ସେ ହେଉଛନ୍ତି ବୀର ଯବାନ ବାବା ହରଭଜନ ସିଂ। ସୂଚନା ଅନୁଯାୟୀ ଏହି ଜବାନଙ୍କର ଦେଶଭକ୍ତି ଏତେ ଥିଲା ଯେ ଆଜି ବି ଭାରତ ସୀମାରେ ରକ୍ଷକ ଭାବେ ରହୁଛନ୍ତି। ହରଭଜନଙ୍କର ଜନ୍ମ ୧୯୪୬ ଅଗଷ୍ଟ ୩୦ ତାରିଖରେ ହୋଇଥିଲା। 
ପାକିସ୍ତାନର ସର୍ତ୍ତନା ଗାଁ ରେ ଜନ୍ମ ହେଲେ ବି ସେ ଭାରତୀୟ ସେନାରେ ସାମିଲ ହୋଇଥିଲେ। କିନ୍ତୁ ଭାରତର ପାକିସ୍ତାନ ବିଭାଜନ ସମୟରେ ସେ ତାଙ୍କ ପରିବାର ସହ ଭାରତ ଚାଲି ଆସିଥିଲେ।
ତାଙ୍କୁ ପଞ୍ଜାବର ଜିମେଟରେ ୨୪ ପାଟାଲିନିୟମରେ ନିଯୁକ୍ତ କରାଯିବା ପରେ ଭାରତ ଚୀନ ସୀମାରେ ଡିୟୁଟି କରିଥିଲେ। ଯେଉଁଠାରେ ରକ୍ତ ଜମାଇଲା ଭଳି ଥଣ୍ଡା ମଧ୍ୟ ହୁଏ। ହେଲେ ଖଚରା ମାନଙ୍କ ଦ୍ଵାରା ଯେବେ ହରଭଜନ ସେନା ଟେଣ୍ଡ ଅତ୍ୟାବଶ୍ୟକୀୟ ଜିନିଷ ଆଣୁଥିଲେ। 
ସେହି ସମୟରେ ବରଫ ଝଡ କାରଣରୁ ତାଙ୍କର ଗୋଡ ଖସି ଯାଇଥିଲା ଯାହା ଫଳରେ ସେ ନଦୀରେ ପଡିବାରୁ ତାଙ୍କର ମୃ-ତ୍ୟୁ ହୋଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହରଭଜନ କେଉଁଠି ପଡିଥିଲେ ଜଣେ ସେନାଙ୍କ ସ୍ଵପ୍ନରେ
ଆସି କହିବା ପରେ ତାଙ୍କର ମୃତ ଦେହ ଉଧାର ହୋଇଥିଲା। ୧୯୮୨ରେ ତାଙ୍କର ସମାଧି ତିଆରି ହୋଇଥିଲା କାରଣ ସ୍ଵପ୍ନରେ ଆସି କହିଥିଲେ ଆଉ ଏବେ ତାଙ୍କର ସମାଧି ବାବା ହରଭଜନ ସିଂ ମନ୍ଦିର ନାମରେ ଜଣାଯାଏ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.