Movie prime

ଲାଗି ଲାଗି ପୁଣି ଅନୁଷ୍କା ଙ୍କୁ ମା ବନେଇଦେଲେ ବିରାଟ : ବିରାଟ ଙ୍କ ଖୁସି କହିଲେ ନ ସରେ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଅନୁଷ୍କା ଶର୍ମା ଓ ବିରାଟ କୋହଲି ଙ୍କୁ ଭଲ ଭାବେ ଜାଣି ଥିବେ।ଏହି ଷ୍ଟାର ଦମ୍ପତି ପୁଣି ଥରେ ବାପା ମା ହେବାକୁ ଯାଉଛନ୍ତି।ଯାହାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡ଼ିଆ ରେ ଖୁବ୍ ଚର୍ଚ୍ଚା କରା ଯାଉଛି।
Special report
ସେମାନେ ତାଙ୍କର ପ୍ରଥମ ସନ୍ତାନ ୨୦୨୧ ମସିହା ରେ ଜନ୍ମ ଦେଇଥିଲେ।ତେବେ ଏ ଯାଏଁ ବିରାଟ କୋହଲି ଗଣ ମାଧ୍ୟମ କୁ କୌଣସି ସୂଚନା ଦେଇ ନାହାନ୍ତି।ତାଙ୍କର ଏହି ଖବର ଶୁଣି ତାଙ୍କ ପ୍ରଶଂସକ ମାନେ ଖୁବ୍ ଖୁସୀ ହୋଇ ଯାଇଛନ୍ତି।
ସୂଚନା ଅନୁସାରେ ଅନୁଷ୍କା ଓ ବିରାଟ ଙ୍କ ଦ୍ୱିତୀୟ ସନ୍ତାନ ହେବା କଥା ଏବେ ଖୁବ୍ ଭାଇରାଲ ହେଉଛି।ଏହି ଯୋଡି ଙ୍କୁ ନେଇ ସବୁବେଳେ ଚର୍ଚ୍ଚା ହୋଇ ଥାଏ।ନିକଟ ରେ ଦକ୍ଷିଣ ଆଫ୍ରିକା ର କ୍ରିକେଟର ଏ ବି ଡିଭିଲର୍ସ ଏ ନେଇ ଏକ ବଡ ବୟାନ ଦେଇଛନ୍ତି।
ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଶେଷ ହେବା ପରେ ଡିଭିଲର୍ସ ତାଙ୍କ ୟୁ ଟ୍ୟୁବ୍ ଆକାଉଣ୍ଟ ରେ ଲାଇଭ ଆସି ଥିଲେ।ଏଥିରେ ତାଙ୍କ ପ୍ରଶଂସକ ମାନେ ତାଙ୍କ ସହିତ କଥା ହେଉ ଥିଲେ।ଏହି ସମୟ ରେ ଜଣେ ପ୍ରଶଂସକ ତାଙ୍କୁ ବିରାଟ କୋହଲି ଙ୍କ ଦ୍ୱିତୀୟ ସନ୍ତାନ ହେବା କଥା ପଚାରି ଥିଲେ।
Special report
ଏହାର ଉତ୍ତର ଦେବାକୁ ଯାଇ ସେ କହିଥିଲେ କି ବିରାଟ ଓ ଅନୁଷ୍କା ଦ୍ୱିତୀୟ ଥର ପିତା ମାତା ହେବାକୁ ଯାଉଛନ୍ତି।ସେଥିପାଇଁ ବିରାଟ ତାଙ୍କ ପରିବାର କୁ ଅଧିକ ସମୟ ଦେଇଛନ୍ତି।ବର୍ତ୍ତମାନ ସମୟ ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ହେଉଥିବା ମ୍ୟାଚ୍ ରେ ବିରାଟ କୋହଲି ଖେଳୁ ନାହାନ୍ତି।
ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ସେ କିଛି ଦିନ ପାଇଁ କ୍ରିକେଟ ରୁ ଛୁଟି ନେଇଛନ୍ତି।ତେବେ ଏ ବି ଡିଭିଲର୍ସ ଙ୍କ କଥା କେତେ ଦୂର ସତ୍ୟ ତାହା ଏ ଯାଏଁ ଜଣା ପଡି ନାହିଁ।ଶେଷ ରେ ସେ ବିରାଟ କୋହଲି ଙ୍କୁ ଶୁଭେଚ୍ଛା ଜଣାଇ ଥିଲେ।
ଏହା ପରେ ବିରାଟ କୋହଲି ଙ୍କ ପ୍ରଶଂସକ ମାନେ ନିଶ୍ଚିତ ହୋଇ ଯାଇ ଥିଲେ କି ଅନୁଷ୍କା ଦ୍ୱିତୀୟ ଥର ମା ହେବାକୁ ଯାଉଛନ୍ତି।ଏହାକୁ ନେଇ ସମସ୍ତେ ଏବେ ବହୁତ ଖୁସି ଅଛନ୍ତି।
ତେବେ ବିରାଟ ଓ ଅନୁଷ୍କା କେବେ ନିଜ ଦ୍ୱିତୀୟ ସନ୍ତାନ ବିଷୟ ରେ ଗଣ ମାଧ୍ୟମ ଆଗରେ ପ୍ରକାଶ କରୁ ଛନ୍ତି ତାହା ଦେଖିବାକୁ ବାକି ରହିଲା।