Movie prime

ଲାଗୁହେଲା ୭ମ ବେତନ କମିଶନ ! ଏଣିକି ସରକାରୀ ଚାକିରିଆ ଙ୍କ ବଢିଲା ଦରମା !!

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଏଭଳି କିଛି ଖବର ଆସୁଛି ଯାହା ବିଷୟରେ ଆପଣ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ସରକାରଙ୍କ ନୂଆ ନିୟମ ବିଷୟରେ ।
Special Report
ଏବେ ଏହି ଖବର ଆସିଛି କର୍ମଚାରୀ ଏବଂ ପେନସନ ଭୋଗୀଙ୍କ ପାଇଁ ଆସିଛି ଏହି ଖବର । ମାର୍ଚ୍ଚ ମାସରେ ସରକାର ମହଙ୍ଗା ଭତ୍ତା ସରକାର କର୍ମଚାରୀ ଏବଂ ପେନସନ ଭୋଗିଙ୍କ ପାଇଁ ଜାରି କରିଛନ୍ତି । ୬ ମାସ ପରେ ମହାଙ୍ଗା ଭତ୍ତା ବଢ଼ା ଯାଇଥାଏ ।
କେନ୍ଦ୍ର ଏହି ମହଙ୍ଗା ଭତ୍ତା ବାହାର କରିଥାଏ । ସରକାର ଜୁଲାଇ ମାସ ପାଇଁ ମହଙ୍ଗା ଭତ୍ତା ଘୋଷଣା କରିବେ । ସେପ୍ଟେମ୍ବର ମାସରେ ଜୁଲାଇର ମହଙ୍ଗା ଭତ୍ତା ଘୋଷଣା କରାଯିବ । 
ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ମହଙ୍ଗା ଭତ୍ତାକୁ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କଣ ରହିବ ସେହି ବିଷୟରେ ଏହି ଭିଡିଓ ମାଧ୍ୟମରେ ଆପଣ ଜାଣିପାରିବେ । ମହଙ୍ଗା ଭତ୍ତା କେତେ ପ୍ରତିଶତ ବୃଦ୍ଧି ହେବ ସେହି କଥା ଏହି ଭିଡିଓରେ ଆପଣମାନେ ଜାଣିପାରିବେ ।
Special Report
ପ୍ରତି ୬ ମାସରେ ଏହି ଯୋଜନାକୁ ସଂଶୋଧିତ କରାଯାଇଥାଏ । ଏହା କେତେ ପ୍ରତିଶତ ବୃଦ୍ଧି ହେବା ଦରକାର ତାହା ବୈଠକ ମାଧ୍ୟମରେ ସ୍ଥିର କରାଯାଇଥାଏ । ଆଉ ସେହି ଅନୁସାରେ କାର୍ଯ୍ୟ କରାଯାଇଥାଏ ।
ଜୁଲାଇରେ ବଢ଼ିବାକୁ ଯାଉଥିବା ମହଙ୍ଗା ଭତ୍ତାକୁ ଏବେ ସ୍ଥିର କରାଯାଇଛି । ଆଗାମୀ ତିନି ଦିନରେ ସ୍ପଷ୍ଟ ହେବ କି ଏହା କେତେ ବୃଦ୍ଧି ପାଇବ । ଫେବୃଆରୀ ମାସରେ ମହଙ୍ଗା ଭତ୍ତା ବୃଦ୍ଧି ଘଟିଛି । ଏପ୍ରିଲ, ମେ ଏବଂ ଜୁନ ମାସ ପାଇଁ ମହଙ୍ଗା ଭତ୍ତା ସ୍ଥିର କରାଯାଇଛି ।
ଏଥର ମଧ୍ୟ ୪ ପ୍ରତିଶତ ବୃଦ୍ଧି ହେବ । ଏହା ଏବେ ୪୬ ପ୍ରତିଶତ ହୋଇଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ସମ୍ପୂର୍ଣ୍ଣ ଖବର ଜାଣିପାରିବେ । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।