Movie prime

୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ କଲେଜ୍ ଅଧକ୍ଷା..

 
Special Report
ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର। ଲାଞ୍ଚ ନେଉ ଥିବା ସମୟ ରେ ଧରା ପଡ଼ି ଗଲେ କଲେଜ୍ ଅଧ୍ୟକ୍ଷା।ପଚାଶ ହଜାର ଟଙ୍କା ଲାଞ୍ଚ ନେଉ ଥିବା ସମୟ ରେ ଭିଜିଲାନ୍ସ ହାତ ରେ ଧରା ପଡ଼ିଲେ କଲେଜ୍ ଅଧ୍ୟକ୍ଷା।ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲାର ର କେରଙ୍ଗ ପଞ୍ଚାୟତ ରେ।
Special report
ବର୍ତ୍ତମାନ ସମୟ ରେ ଏଭଳି ଘଟଣା ପ୍ରାୟ ସବୁ ଠାରେ ଦେଖିବାକୁ ମିଳୁଛି।କେରଙ୍ଗ ବ୍ଲକ ର ଗୋଟିଏ ମହା ବିଦ୍ୟାଳୟ ରେ ଚାକିରି କରୁଥିଲେ ବିଦ୍ୟୁତ ପ୍ରଭା ଦେବୀ।ସେ ତାଙ୍କରି କଲେଜ୍ ର ଅନ୍ୟ ଜଣେ ଆସିଷ୍ଟାଣ୍ଟ ଲାଇବେରିଆନ ଙ୍କ ପତ୍ନୀ ଙ୍କ ଠାରୁ ଟଙ୍କା ନେଉ ଥିବା ବେଳେ ଧରା ପଡ଼ି ଯାଇଥିଲେ।
ସୂଚନା ଅନୁସାରେ ବିଦ୍ୟୁତ ପ୍ରଭା ଦେବୀ ଅନେକ ଦିନ ରୁ ଏଭଳି କାର୍ଯ୍ୟ କରୁ ଥିଲେ।କିନ୍ତୁ ଏହାକୁ କେହି ଜାଣି ପାରୁ ନ ଥିଲେ।ପ୍ରମାଣ ଅଭାବ ରୁ ଲୋକ ମାନେ ଏ ନେଇ ଥାନା ରେ ଅଭିଯୋଗ କରି ପାରୁ ନ ଥିଲେ।ସେଥିପାଇଁ ସମସ୍ତେ ଚୁପ୍ ରହିଥିଲେ।ଏହି ପରି ଭାବେ ବିଦ୍ୟୁତ ପ୍ରଭା ଦେବୀ ଦିନ କୁ ଦିନ ଖରାପ କାମ କରିବାକୁ ଲାଗିଲେ।
ହେଲେ ଶେଷ ରେ ସେ ଧରା ପଡ଼ି ଯାଇଛନ୍ତି।ସେହି କଲେଜ୍ ର ଆସିଷ୍ଟାଣ୍ଟ ଲାଇବେରିଆନ ଧୀରଜ୍ ବର୍ଜନା ଙ୍କ ଏରିଅର୍ ଟଙ୍କା ବିଲ ପାସ କରିବା ପାଇଁ ସେ ଅନେକ ଥର ତାଙ୍କ ପାଖକୁ ଆସି ଥିଲେ।ହେଲେ ବିଦ୍ୟୁତ ପ୍ରଭା ଦେବୀ ଶୁଣୁ ନ ଥିଲେ।
Special Report
୨୦୧୮ ମସିହା ରୁ ତାଙ୍କର ଠିକ୍ ରୂପେ ଟଙ୍କା ମିଳି ନ ଥିଲା।ହେଲେ ବିଦ୍ୟୁତ ପ୍ରଭା ଦେବୀ କହୁଥିଲେ କି ସେମାନେ ଯଦି ଟଙ୍କା ଦେବେ ତେବେ ସେ ଜଲଦି ଏହି ବିଲ ପାସ କରେଇ ଦେବେ।ଅନ୍ୟ ପଟେ ଧିରଜ୍ ଙ୍କ ର ଏହି ଟଙ୍କା ର ଆବଶ୍ୟକତା ରହିଥିଲା।ତାଙ୍କ ଦେହ ଅସୁସ୍ଥ ଥିଲା।
ଏଥିପାଇଁ ଧିରଜ୍ ଙ୍କ ପତ୍ନୀ ଏ ନେଇ ଭିଜିଲାନ୍ସ କୁ ଖବର ଦେଇଥିଲେ।ଏହା ପରେ ତାଙ୍କ ପତ୍ନୀ ଟଙ୍କା ନେଇ ବିଦ୍ୟୁତ ପ୍ରଭା ଦେବୀ ଙ୍କ ଘର କୁ ଯାଇଥିଲେ।ଏହି ସମୟ ରେ ସେ ଟଙ୍କା ନେଉ ଥିବା ସମୟ ରେ ଧରି ପକାଇ ଥିଲେ ଭିଜିଲାନ୍ସ।ଅନେକ ଦିନ ରୁ ତାଙ୍କ ବିରୋଧ ରେ ଅଭିଯୋଗ ଆସିଥିଲା।
ହେଲେ ପ୍ରମାଣ ଅଭାବ ରୁ କିଛି କରି ହେଉ ନ ଥିଲା।ତାଙ୍କୁ ସଙ୍ଗେ ସଙ୍ଗେ ଭିଜିଲାନ୍ସ ଦଳ ଗିରଫ କରିଥିଲା।ଏହା ପରେ ତାଙ୍କ ଘର ଓ ଅଫିସ ଉପରେ ଭିଜିଲାନ୍ସ ରେଡ କରି ଥିଲା।ଯାହାକୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଚି।
ଜଣେ ଅଧ୍ୟକ୍ଷା ହୋଇ ଏଭଳି କାମ କରୁଛନ୍ତି।ଏ କଥା ଯିଏ ଶୁଣିଛି ଆଶ୍ଚର୍ଯ୍ୟ ହୋଇ ଯାଉଛି।ଏବେ ଦେଖିବାକୁ ବାକି ରହିଲା ଆଗକୁ ସେହି ଅଧ୍ୟକ୍ଷା ଙ୍କ ସହିତ କଣ କରା ଯାଉଚି।