Movie prime

ଘରକୁ କିଭଳି ଭାବେ ଖୁସି ଆଣିଥାଏ ଲାଫିଙ୍ଗ ବୁଦ୍ଧ ଜାଣନ୍ତୁ ଏହାର ପ୍ରକୃତ ସତ

 
Gh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ଅନେକ କିଛି କଥା ଜାଣିପାରିବେ ।
ଆପଣମାନେ ଲାଫିଂ ବୁଦ୍ଧଙ୍କୁ ନେଇ ଆସିଥିବା ଖବର ଜାଣି ପାରୁଛନ୍ତି । ଏହି ମୂର୍ତ୍ତି ଆପଣମାନେ ତ ଦେଖିଥିବେ । ଲାଫିଂ ବୁଦ୍ଧଙ୍କୁ ସମୃଦ୍ଧିର ପ୍ରତୀକ କୁହାଯାଇଥାଏ । ଘର ହେଉ ବା ଦୋକାନ ଅନେକ ସ୍ଥାନରେ ଆପଣମାନେ ଲାଫିଂ ବୁଦ୍ଧଙ୍କୁ ଦେଖିବାକୁ ପାଇଥାନ୍ତି । 
Hh
ଘରେ ଏହି ମୂର୍ତ୍ତି ରଖିଲେ ଶାନ୍ତି ଆଉ ସମୃଦ୍ଧି ହୋଇଥାଏ । ଘରେ ଧନର ଆଗମନ ହୋଇଥାଏ ଏବଂ ନକରାତ୍ମକ ଶକ୍ତି ହ୍ରାସ ପାଇଥାଏ । ବଜାରରେ ଅନେକ ପ୍ରକାରର ଲାଫିଂ ବୁଦ୍ଧଙ୍କ ମୂର୍ତ୍ତି ମିଳୁଛି ।
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ଯେଉଁ ଲାଫିଂ ବୁଦ୍ଧଙ୍କ ମୂର୍ତ୍ତି ରଖିଲେ କି ଲାଭ । ଦୁଇ ହାତ ଉପରକୁ ଟେକିଥିବା ମୂର୍ତ୍ତି ହେଉଛି ସୌଭାଗ୍ୟର ପ୍ରତୀକ । ଏହି ମୂର୍ତ୍ତି ଦୋକାନରେ ରଖିବା ଦ୍ବାରା ବ୍ୟବସାୟରେ ଲାଭ ହୋଇଥାଏ । କେବେବି ଅର୍ଥର ଅଭାବ ରହେ ନାହିଁ ।
ଏହି ମୂର୍ତ୍ତି ରଖିଲେ କୁ ଦୃଷ୍ଟି ଦୂରେଇ ଯାଇଥାଏ । ଶୟନ କରିଥିବା ଲାଫିଂ ବୁଦ୍ଧଙ୍କ ମୂର୍ତ୍ତି ବ୍ୟବସାୟ ପାଇଁ ଖୁବ୍ ଭଲ ଅଟେ । ଏହି ମୂର୍ତ୍ତି ରଖିଲେ କ୍ଷତି ହୋଇନଥାଏ । ଏହି ମୂର୍ତ୍ତି ରଖିଲେ ମାଆ ଲକ୍ଷ୍ମୀଙ୍କ କୃପା ମିଳିଥାଏ ।
Hh
ଧନ ଗଣ୍ଠିଲି ଧରିଥିବା ଲାଫିଂ ବୁଦ୍ଧଙ୍କ ମୂର୍ତ୍ତି ରଖିଲେ ଧନର ଅଭାବ ହୋଇନଥାଏ । ଏହା ଦ୍ବାରା କେବେବି ଟଙ୍କାର ଅଭାବ ହେବ ନାହିଁ । ଲାଫିଂ ବୁଦ୍ଧଙ୍କ ମୂର୍ତ୍ତି ଟଙ୍କା ଆଉ ସମୃଦ୍ଧି ଆଣିଥାଏ । ଘରେ ସୁଖ ବୃଦ୍ଧି ଏବଂ ସନ୍ତାନ ପ୍ରାପ୍ତି ପାଇଁ ସନ୍ତାନଙ୍କ ସହିତ ବସିଥିବା ଲାଫିଂ ବୁଦ୍ଧଙ୍କ ମୂର୍ତ୍ତି ରଖିବା ଉଚିତ୍ ।
ନକାରାତ୍ମକ ଶକ୍ତି ଏବଂ ଗୁଣି ଗାରେଡ଼ିରୁ ରକ୍ଷା ପାଇବା ପାଇଁ ଡ୍ରାଗନ୍ ଉପରେ ବସିଥିବା ଲାଫିଂ ବୁଦ୍ଧଙ୍କ ମୂର୍ତ୍ତି ରଖିବା ଉଚିତ୍ । ଘରର ମୁଖ୍ୟ କୋଠରୀରେ ଲାଫିଂ ବୁଦ୍ଧଙ୍କ ମୂର୍ତ୍ତି ରଖନ୍ତୁ ଆଉ ଧ୍ୟାନ ମୁଦ୍ରାରେ ବସିଥିବା ମୂର୍ତ୍ତି ଘରେ ରଖିଲେ ଅନେକ କିଛି ମିଳିଥାଏ ।
ଏଭଳି ଅନେକ କଥା ଆଉ କେଉଁ ମୂର୍ତ୍ତି ରଖିଲେ କଣ ସବୁ ହୁଏ ସେହି ବିଷୟରେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏବେ ଏହି ଭିଡିଓ ଚର୍ଚ୍ଚାକୁ ଆସିଛି । ଘରେ ଧାତୁର ଲାଫିଂ ବୁଦ୍ଧ ମୁର୍ତ୍ତି ରଖିଲେ ଅନେକ ଉପକାର ମିଳିଥାଏ ।