Movie prime

LIC ରେ ଯିଏ ସବୁ ପିଷ ରଖିଚ ହେଇଯିବ ମାଲାମାଲ : ମିଳିବ ୨୮ ଲକ୍ଷ୍ୟ ....

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ୨୦୦ ଟଙ୍କା ନିବେଶରେ ୨୮ ଲକ୍ଷ ଟଙ୍କା ର ମାଚ୍ୟୁରିଟି ମିଳିବ। କମ୍ ନିବେଶ ରେ ଭଲ ରିଟର୍ନ ଦେଉଛି ଏଲଆଇସି। ସୁରକ୍ଷିତ ଭବିଷ୍ୟତ ପାଇଁ ଏହା ଏକ ଉତ୍ତମ ଯୋଜନା ଅଟେ।
Special report
ସୁରକ୍ଷିତ ଜୀବନ ପାଇଁ ନିବେଶ ନିତ୍ୟାନ୍ତ ଭାବରେ ଆବଶ୍ୟକ ଅଟେ। ଏଭଳି କରିବା ଦ୍ବାରା ପରୋକ୍ଷ ଭାବରେ ଆମର ସଞ୍ଚୟ ମଧ୍ୟ ବୃଦ୍ଧି ପାଇଥାଏ। ଏହା ସହ ଆମର ଭବିଷ୍ୟତ ମଧ୍ୟ ସୁରକ୍ଷିତ ହୋଇଥାଏ।
ଏଥିପାଇଁ ଏଲଆଇସି ଜୀବନ ପ୍ରଗତି ଯୋଜନା ଏକ ଉତ୍ତମ ପଲିସି ଅଟେ। ଏହା ଆପଣଙ୍କୁ ଲକ୍ଷପତି କରିବାରେ ବିଶେଷ ଭାବରେ ସହାୟକ ହେବ। ଏହି ପଲିସି ମାଧ୍ୟମରେ ଆପଣ ମାତ୍ର ୨୦୦ ଟଙ୍କା ନିବେଶ କରି ୨୮ ଲକ୍ଷ ପର୍ଯ୍ୟନ୍ତ ମାଚ୍ୟୁରିଟି ପାଇ ପାରିବେ।
ଅନେକ ପ୍ରକାରର ବେନିଫିଟ ମଧ୍ୟ ପ୍ରାପ୍ତ କରି ହେବ। ଏହି ଜୀବନ ପ୍ରଗତି ପଲିସି ଏକ ମାର୍କେଟ ଅନ୍ ଲିକ ପଲିସି ଅଟେ। ଏହା ଦ୍ବାରା ଆପଣଙ୍କୁ ପଲିସି ସୁରକ୍ଷା ସହ ମାଚ୍ୟୁରିଟି ମଧ୍ୟ ମିଳି ଥାଏ।
Special report
ଏହି ପଲିସି ରେ ପାଞ୍ଚ ବର୍ଷ କଭର ପର୍ଯ୍ୟନ୍ତ ଜୀବନ ବିମା ମଧ୍ୟ ମିଳିଥାଏ। ପରିଣତ ବୟସ ପାଇଁ କହୁଥିଲେ ଏହି ପଲିସି କୁ ସର୍ବୋତ୍ତମ ବୋଲି କୁହା ଯାଇଛି। ଯଦି ଆପଣ ପ୍ରତ୍ୟେକ ଦିନ ୨୦୦ ଟଙ୍କା ସଞ୍ଚୟ କରିବା ସହ ଏହାକୁ ନିବେଶ କରନ୍ତି
ତେବେ ମାସ ଶେଷରେ ୬୦୦୦ ଟଙ୍କା ସେଭିଂ ହେବ। ଏହି ସେବାରେ ବାର୍ଷିକ ୭୨ ହଜାର ଟଙ୍କା ମଧ୍ୟ ସଞ୍ଚୟ ହୋଇ ଯିବ। ଏଭଳି ୨୦ ବର୍ଷ ସଞ୍ଚୟ କଲେ ଆପଣଙ୍କ ନିବେଶ ୧୪ ଲକ୍ଷ ୪୦ ହାଜର ଟଙ୍କା ହେବ।
ହେଲେ ଆପଣଙ୍କ ବାସ୍ତବ ସଞ୍ଚୟ ୨୮ ଲକ୍ଷ ରହିବ।୩୦ ବର୍ଷ ବୟସରେ ଆପଣ ଏହି ପ୍ଲାନ୍ ନେଲେ ଆପଣ ଏକ ମୋଟା ଅଙ୍କର ସଞ୍ଚୟ କରି ପାରିବେ।୨୦ ବର୍ଷ ନିବେଶ କରି ସାରିବା ପରେ ଆପଣଙ୍କୁ ମାସିକ ୧୫ ହଜାର ରୁ ଅଧିକ ଟଙ୍କା ମଧ୍ୟ ମିଳିବ।
ଏହା ହେଉଛି ଏକ ସୁନିଶ୍ଚିତ ମାଚ୍ୟୁରିଟି ଟଙ୍କା। ତେବେ ଏହା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।