Movie prime

ଅଭିନେତ୍ରୀ ଲିପ୍ସା କହିଲେ କି ମୋ ସ୍ବାମୀ ପାଖରେ କଣ ନାହିଁ, ସବୁ ଅଛି, ଆଉ କଣ ଦରକାର

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଲିପ୍ସା ମିଶ୍ର ଙ୍କ ବେଶ ଯାକ ଯମକରେ ବିବାହ ସରି ଯାଇଛି। ସେ ତାଙ୍କର ସାତ ଜନ୍ମର ସାଥୀ କୁ ମଧ୍ଯ ବାଛି ସାରିଛନ୍ତି। ଏବଂ ସେ ବହୁତ ଖୁସି ମଧ୍ଯ ଅଛନ୍ତି କି ତାଙ୍କୁ ତାଙ୍କର ଜୀବନସାଥୀ ମିଳି ସାରିଛି।
ସେ ନିଜକୁ ଖୁବ୍ ଗର୍ବ ମନେ କରୁଛନ୍ତି କି ସେ ଏକ ଏଭଳି ଜୀବନସାଥୀ ପାଇଛନ୍ତି। ସେ ରିଲ୍ ରେ ଅନେକ ବାହାଘର ର ସିନ କରିଛନ୍ତି।ହେଲେ ରୀୟଲ ଲାଇଫ ରେ ବାହା ହେବାର ଚାର୍ମ ଅଲଗା ଥାଏ।
ତାଙ୍କୁ ଭଲ ଲାଗୁଛି ଏଥି ସହ ସେ ତାଙ୍କ ଘରକୁ ଛାଡ଼ି ଯାଉଛନ୍ତି ବୋଲି ତାଙ୍କୁ ଏଥିପାଇଁ ଦୁଃଖ ମଧ୍ୟ ଲାଗୁଛି। ଆଉ ଖୁସୀ ଲାଗୁଛି କି ସେ ତାଙ୍କ ପରିବାର ବଦଳରେ ଏକ ଖୁବ ଭଲ ପରିବାର ମଧ୍ୟ ପାଇବାକୁ ଯାଉଛନ୍ତି।
Special Report
ଯେଉଁମାନେ କି ତାଙ୍କୁ ଅନେକ ଖୁସୀ ଓ ଭଲ ପାଇବା ମଧ୍ୟ ଦେବେ। ଏବଂ ମିଡିଆ ବାଲା ମାନେ ତାଙ୍କ ବିବାହ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା କାରଣରୁ ସେ ସେମାନଙ୍କୁ ଧନ୍ୟବାଦ ମଧ୍ୟ ଜ୍ଞାପନ କରିଛନ୍ତି। ସେ ଦର୍ଶକ ମାନଙ୍କ ନିକଟରୁ ଢେର୍ ସାରା ଭଲ ପାଇବା ମଧ୍ୟ ଚାହିଁ ଛନ୍ତି।
ତାଙ୍କୁ ଭଲ ଏକ ମଣିଷ ମିଳିଛି ବୋଲି ସେ ବାହା ହେଇଛନ୍ତି ବୋଲି କହିଛନ୍ତି। ତାଙ୍କ ସ୍ଵାମୀ ଆକାଶ ତାଙ୍କ ପ୍ରତି ଅନେକ ଯତ୍ନବାନ ବୋଲି ସେ କହିଥିଲେ। ସେ କହିଛନ୍ତି କି ସେମାନେ ସାଙ୍ଗ ହୋଇ କୋଲକାତା ଯାଇଥିଲେ ଏବଂ
ସେଠାରେ ହିଁ ସେମାନେ ତାଙ୍କ ବିବାହରେ ପିନ୍ଧିବାକୁ ଯାଉଥିବା ଡ୍ରେସ ପ୍ରସ୍ତୁତି ପାଇଁ ଅର୍ଡର୍ ଦେଇ ଆସିଥିଲେ। ଏବଂ ସେମାନେ ଦୁଇ ମାସ ପରେ ହିଁ ତାଙ୍କ ବିବାହ ଡ୍ରେସ୍ ର ଡେଲିଭରି ହୋଇଥିଲା।
ତାଙ୍କର ବିବାହରେ ହୋଇଥିବା ଡେକୋରେଶନ ବା ସାଜସଜ୍ଜା ପାଇଁ ତାଙ୍କର ସ୍ଵାମୀ ଆକାଶ ଓ ସେ ଅନେକ ପରିଶ୍ରମ କରିଛନ୍ତି ବୋଲି କହିଛନ୍ତି। ଏଥି ସହ ତାଙ୍କ ବିବାହ ପାଇଁ ସେ ଅନେକ ମାତ୍ରାରେ ଖୁସି ମଧ୍ଯ ଅଛନ୍ତି।
ତାଙ୍କ ବିବାହରେ ଅନେକ ଓଲିଉଡ଼ ଜଗତର ତାରକା ମାନେ ଯୋଗ ମଧ୍ଯ ଦେଇଥିଲେ। ଏବଂ ତାଙ୍କର ବୈବାହିକ ଜୀବନ ଆଗକୁ ସୁଖମୟ ହେଉ ବୋଲି ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ଆମେ ପ୍ରାର୍ଥନା କରୁଛୁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.