Movie prime

ଲୋକପ୍ରିୟ ଅଭିନେତ୍ରୀ Babushan Mohanty ଙ୍କ ପ୍ରିୟ ସୁନ୍ଦରୀ ଶାଳୀ ଙ୍କୁ ଥରେ ଦେଖି ନିଅନ୍ତୁ ଏହି ସିରିଏଲ୍ ରେ କରୁଛନ୍ତି ଅଭିନୟ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ୩୦ ଜୁଲାଇ ୧୯୮୯ ମସିହାରେ ଜନ୍ମଗ୍ରହଣ କରିଥିବା ଆମର ଓଲିଉଡ ଇଣ୍ଡଷ୍ଟ୍ରିର ପ୍ରିୟ ଅଭିନେତା ହେଇଛନ୍ତି ବାବୁଶାନ ମହାନ୍ତି। ବାବୁଶାନ ଜନ୍ମ ହେଲା ବେଳେ ତାଙ୍କ ନାଁ ଥିଲା ତନ୍ମୟ ମହାନ୍ତି।
ହେଲେ ଫିଲ୍ମରେ ଅଭିନୟ କରିବା ପରେ ଦର୍ଶକ ମାନଙ୍କ ଭଲ ପାଇବା ପରେ ତାଙ୍କ ନାଁ ବାବୁଶାନ ମହାନ୍ତି ହୋଇଯାଇଛି। ଏବଂ ବାବୁଶାନ ନାଁରେ ଦର୍ଶକ ମାନେ ବେଶ ଭଲଭାବରେ ଜାଣିଛନ୍ତି।
Special report
ଯେହେତୁ ବାବୁଶାନଙ୍କ ବାପା ମାଆ ଆଗ ଧାଡ଼ିର ଅଭିନେତା ଅଭିନେତ୍ରୀ କେବଳ ସେଥିପାଇଁ ବାବୁଶାନଙ୍କୁ ବହୁ ଶୀଘ୍ର ଫିଲ୍ମରେ ଅଭିନୟ କରିବାକୁ ସୁଯୋଗ ମିଳିଥିଲା। 
ଏବଂ ଦର୍ଶକ ମାନେ ମଧ୍ୟ ବାବୁଶାନଙ୍କ ଆକ୍ଟିଂକୁ ବେଶ ପସନ୍ଦ କରିଥିଲେ। ଏବଂ ଆଜିକା ଦୁନିରେ ବାବୁଶାନ ହେଇଛନ୍ତି ଆମର ଅଲିଉଡ ଇଣ୍ଡଷ୍ଟ୍ରିରେ ଚକଲେଟ ବୟ। ଦର୍ଶକ ମାନେ ବାବୁଶାନଙ୍କୁ ଚକଲେଟ ବୟ ଭାବରେ ବେଶ୍ ଭଲ ପାଇବା ଦେଇଛନ୍ତି।
ବାବୁଶାନଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା "ରୋମିଓ ଦଅ ଲଭର ବୟ"। ତେବେ ଏହି ଫିଲ୍ମରେ ନିର୍ଦ୍ଦେଶକ ଭାବରେ ଗ୍ରହଣ କରିଥିଲେ ହରହର ପଟ୍ଟନାୟକ। ଯିଏ କି ବର୍ତ୍ତମାନ ଆଉ ଏ ଦୁନିଆରେ ନାହାଁନ୍ତି।
Special report
ଏହି ଫିଲ୍ମରେ ବାବୁଶାନ ଦର୍ଶକ ମାନଙ୍କ ଠାରୁ ବହୁତ ଭଲ ପାଇବା ପାଇଥିଲେ। ୨୦୧୫ ମସିହାରେ "ଯିଏ ଯାହା କହୁ ମୋର ଢୋ" ଏହି ଫିଲ୍ମ ମଧ୍ୟ ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଥିଲା। ଏବଂ ଦର୍ଶକ ମାନେ ଆଜି ପର୍ଯ୍ୟନ୍ତ ମଧ୍ୟ ବାବୁଶାନଙ୍କ ଫିଲ୍ମକୁ ବେଶ ପସନ୍ଦ କରୁଛନ୍ତି।
ବର୍ତ୍ତମାନ ସମୟରେ ବାବୁଶାନ ତାଙ୍କ କ୍ୟାରିୟରରେ ପାଖାପାଖି ୧୦୦ ରୁ ଅଧିକ ଫିଲ୍ମରେ କାମ କରିସାରିଛନ୍ତି। ବିଶେଷକରି ଦର୍ଶକ ମାନେ ବାବୁଶାନଙ୍କୁ କମେଡି ଫିଲ୍ମରେ ବେଶ ପସନ୍ଦ କରିଥାନ୍ତି। ବାବୁଶାନ ଅଭିନେତ୍ରୀ ତୃପ୍ତିଙ୍କୁ ମଧ୍ୟ ଭଲପାଇ ବିବାହ କରିଥିଲେ। 
ଏବଂ ଭଲପାଇ ବିବାହ କରିବା ପରେ ତୃପି ବର୍ତ୍ତମାନ ସମୟରେ ଏକ ସ୍କୁଲରେ ଶିକ୍ଷା ପ୍ରଦାନ କରୁଛନ୍ତି। ବାବୁଶାନଙ୍କ ସହିତ ରହୁଛନ୍ତି ତାଙ୍କ ସ୍ତ୍ରୀ ତୃପ୍ତି, ମା ଅପରାଜିତା, ବାପା ଉତ୍ତମ ମହାନ୍ତି। ଏବଂ ବାବୁଶାନଙ୍କର ଗୋଟିଏ ହେଲେ ଭଉଣୀ ନାହାଁନ୍ତି।
କେବଳ ବାବୁଶାନଙ୍କର ଗୋଟିଏ କୁନି ପୁଅ ଅଛି ଯାହାର ନାଁ ଗୁଆନ୍। ବାବୁଶାନଙ୍କ ଶାଳୀ ବର୍ତ୍ତମାନ ସମୟରେ ତରଙ୍ଗ ଟିଭିରେ ଅଭିନୟ କରୁଛନ୍ତି ସିନ୍ଦୁରର ଅଧିକାର ଧାରାବାହିକର ଅଭିନେତ୍ରୀ ଇତି ହେଉଛନ୍ତି ବାବୁଶାନଙ୍କର ଶାଳୀ।