Movie prime

ଲୋକପ୍ରିୟ ଯୋଡ଼ି ଅର୍ଜୁନ ଖୁସିଙ୍କ ପ୍ରେମ କାହାଣୀ ଦେଖନ୍ତୁ କେମିତି ହୋଇଥିଲା ପ୍ରେମର ଆରମ୍ଭ ସବୁ ମିଡ଼ିଆ ସାମ୍ନାରେ କହିଦେଲେ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ସୋସିଆଲ ମିଡିଆରେ ଆପଣମାନେ ଅର୍ଜୁନ ଏବଂ ଖୁସିଙ୍କ ପ୍ରେମ କାହାଣୀ ବିଷୟରେ ଜାଣିପାରିବେ ।
ଆପଣମାନେ ସମସ୍ତେ ତ ସୋସିଆଲ ମିଡ଼ିଆରେ ଅନେକ ପ୍ରେମ କାହାଣୀ ଶୁଣିଥିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏକ ନିଆରା ପ୍ରେମ କାହାଣୀ ଶୁଣି ପାରିବେ । ଖୁସି କହିଛନ୍ତି ଅର୍ଜୁନ ତାଙ୍କୁ ପ୍ରପୋଜ କରିବା ପୂର୍ବରୁ କିସ୍ କରିଥିଲେ । 
Special report
ଆପଣମାନେ ଏହି ଯୋଡିକୁ ୟୁଟ୍ୟୁବରେ ଦେଖିଥିବେ । ଏହି ଦମ୍ପତ୍ତି ବହୁତ ଭଲ ଭିଡିଓ କରିଥାନ୍ତି । ଏପର୍ଯ୍ୟନ୍ତ ଖୁସି ହାର୍ଟର ମେଡିସିନ ଖାଉଛନ୍ତି । ଡାକ୍ତର ତାଙ୍କୁ ତିନି ମାସ ପାଇଁ ମେଡିସିନ ଦେଇଛନ୍ତି । ଏବେ ମନ ଖୁସି କରି ହସୁଛନ୍ତି ଏହି ଦମ୍ପତ୍ତି ।
ଭଲପାଇଲେ ମନ ଦେଇ ଭଲପାଅ । ବିବାହ କର ଆଉ ଖୁସିରେ ରୁହ । କାହା ସହିତ ଟାଇମ୍ ପାସ କରନାହିଁ ବୋଲି ଅର୍ଜୁନ କହିଛନ୍ତି । ଯାହାକୁ ଭଲ ପାଉଛ ତାର ହାତ ଧରି ସବୁଦିନ ଚାଲ ଆଉ ଏକାଠି ରହିବାକୁ ସେ କହିଛନ୍ତି ।
ଖୁସି କହିଛନ୍ତି ସେ ପ୍ରେମ ଦିବସରେ କିଛି ଗିଫ୍ଟ ପାଆନ୍ତି ନାହିଁ କାରଣ ଆଉ ଦୁଇଦିନ ପରେ ତାଙ୍କର ଜନ୍ମଦିନ ପଡ଼ିଥାଏ । ଆଉ ସେ ସେଥିରେ ଗିଫ୍ଟ ପାଆନ୍ତି । ରୋଜ ଡେ ରେ ରାତି ୧୧ ବେଳେ ଅର୍ଜୁନ ରୋଜ ଆଣି ଖୁସିଙ୍କୁ ଦେଇଥିଲେ ।
Special report
ଅର୍ଜୁନ କହିଛନ୍ତି ସେ ବି ଚାହାଁନ୍ତି ତାଙ୍କ ସ୍ତ୍ରୀକୁ ଗିଫ୍ଟ ଦେବା ପାଇଁ ଆଉ ଖୁସିରେ ରଖିବା ପାଇଁ । ଅର୍ଜୁନ ଯେତିକି ଜିନିଷ ଆଣିପାରିବେ ସେ ଆଣି କରି ଦିଅନ୍ତି । ସେ ଗୋଲାପ ଫୁଲ ଦେଇଥାନ୍ତି । ଅର୍ଜୁନ ଜଣେ ଆଦର୍ଶ ସ୍ବାମୀ ଆଉ ସେ ଗର୍ବ ଅନୁଭବ କରନ୍ତି ଏଭଳି ସ୍ବାମୀ ପାଇ ବୋଲି କହିଛନ୍ତି ଖୁସି ।
ଅର୍ଜୁନ ବହୁତ ଭଲରେ ଏହି ଡେ ସେଲିବ୍ରେଟ କରନ୍ତି ଆଉ ବହୁତ ଖୁସିରେ ସେ ରହିଥାନ୍ତି । ସେ ତାଙ୍କର ସବୁବେଳେ ଭାଲେଣ୍ଟାଇନ ବୋଲି ରହିବେ ବୋଲି କହିଛନ୍ତି । ଅର୍ଜୁନ ଖୁସିଙ୍କ ପୂର୍ବରୁ ଆଉ ଜଣଙ୍କୁ ଭଲ ପାଇଥିଲେ ।
Special report
୧୦ ବର୍ଷ ତଳେ ସେମାନେ ପରସ୍ପରକୁ ଜାଣିଥିଲେ । ଆଉ ତାଙ୍କର ସୁଟିଂ ରୁ ଦେଖା ହୋଇଥିଲା । ତାପରେ ସେମାନେ କଥା ହୋଇଥିଲେ ଆଉ ନମ୍ବର ଦିଆନିଆ ହୋଇଥିଲା । ସେମାନେ ମସେ ବା ଦୁଇ ମାସ କଥା ହେବା ପରେ ଅର୍ଜୁନ ପ୍ରପୋଜ୍ କରି ନଥିଲେ ତାଙ୍କୁ କିସ୍ କରିଥିଲେ ।
ତାପରେ ସେମାନେ ବିବାହ କରିଥିଲେ । ସେମାନେ କୋର୍ଟ ମ୍ୟାରେଜ କରିବା ପରେ ଲିଭ୍ ଇନରେ ଥିଲେ ଆଉ ଏହାପରେ ବିବାହ କରିଥିଲେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ତାଙ୍କର ପ୍ରେମ ବିଷୟରେ ସବୁ କଥା ଜାଣିପାରିବେ।