Movie prime

ଶରୀରରେ ଟାଟୁଥିଲେ ପାଇ ପାରିବେନି ଏହିସବୁ ସରକାରୀ ଚାକିରି ଦେଖନ୍ତୁ ଶୀଘ୍ର ଆସିଲା ବଡ ଖବର

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ଏବେ ଆସିଥିବା ଖବର ଜାଣିପାରିବେ।
ଆଜିକାଲି ଏଭଳି କିଛି ପୋଲିସ ଅଛନ୍ତି ଯେଉଁମାନେ ଟାଟୁ କରିଥିବାର ଆପଣମାନେ ଦେଖିଥିବେ । ଆଜିକା ଯୁଗରେ ଟାଟୁ କରିବା ଏକ ଫେସନ୍ ଅଟେ । ଏବେ ଏହି ଟାଟୁକୁ ନେଇ କିଛି ଖବର ଆସିଛି ଯାହା ଆପଣମାନେ ଜାଣିପାରିବେ । 
Vg
ସ୍ପେଶାଲ ପୋଲିସ କର୍ମଚାରୀମାନଙ୍କ ଦେହରେ ଟାଟୁକୁ ମନା । ଏହି ସ୍ପେଶାଲ୍ ପୋଲିସଙ୍କ ଦେହରେ ଆଉ ମୁହଁରେ ଟାଟୁ ଥିଲେ ତାକୁ ଲିଭାଇବାକୁ ପଡ଼ିବ । ଟାଟୁ ନ ଲିଭାଇଲେ ଚାକିରୀରୁ ବିଦା ହେବେ ସ୍ପେଶାଲ ପୋଲିସ ।
ଜଣେ ସ୍ପେସାଲ ପୋଲିସ କର୍ମଚାରୀଙ୍କୁ ନେଇ ଆସିଛି ଏହି ଖବର । ଯଦି ଆପଣ ଦେହରେ ଟାଟୁ କରିଛନ୍ତି ତାହେଲେ ଏହି ଖବର ଆପଣଙ୍କ ପାଇଁ । ଏହି ଖବର ବିଷୟରେ ଜାଣି ରଖନ୍ତୁ ନହେଲେ ଆପଣଙ୍କ ଚାକିରୀ ବି ଯାଇପାରେ ।
ଟାଟୁ ପୁରା ଫେଶନ ହୋଇଗଲାଣି । ଏବେ ଯାହା ଦେହରେ ଦେଖିବ ପୁଳାଏ ପୁଳାଏ ଟାଟୁ । ଚୋର ଡକାୟତ ଠାରୁ ଆରମ୍ଭ କରି ସ୍ପେଶାଲ ପୋଲିସ ପର୍ଯ୍ୟନ୍ତ ସମସ୍ତେ ଦେହରେ କରିଛନ୍ତି ଟାଟୁ । ଏବେ ଏହି ଟାଟୁ ଉପରେ କଡା ନିଷ୍ପତି ନିଆଯାଇଛି ।
V
ଦେହରେ ଟାଟୁ ଥିଲେ ଏହାକୁ ଲିଭାଇବାକୁ କୁହାଯାଇଛି ଯଦି ଟାଟୁ ନ ଲିଭାନ୍ତି ତାହେଲେ ଆପଣ ନୋଟିସର ଶିକାର ହେବେ । ଟାଟୁ କାହିଁକି ଲିଭାଉ ନାହାନ୍ତି ଏହାର କାରଣ କହିବାକୁ ପଡ଼ିବ ।ଆଉ ଏହି ଟାଟୁ ଥିଲେ ଆପଣ ଚାକିରିରୁ ବାହାରି ବି ପାରନ୍ତି ।
ଉଚ୍ଚ ପଦସ୍ଥ ଅଧିକାରୀଙ୍କ ପାଖରେ ଏହି ସ୍ପେଶାଲ ପୋଲିସ କର୍ମଚାରୀଙ୍କର ଟାଟୁ ରହିଲେ ଏହା ଅସମ୍ମାନ ଅଟେ । ଏହି ଟାଟୁ ଗୁଣ୍ଡା ଶ୍ରେଣୀର ଲୋକମାନଙ୍କୁ ଶୋଭାପାଏ । ଏହି ନିୟମ ବାଟେଲିୟନ ସିକ୍ୟୁରିଟି ମାନଙ୍କ ପାଇଁ ଲାଗୁ ହୋଇଛି।
ଏହି ସିକ୍ୟୁରିଟି ମାନଙ୍କର ଟାଟୁ ଥିଲେ ୧୫ ଦିନ ଭିତରେ ଥିବା ଲିଭାଇବାକୁ ପଡ଼ିବ ନହେଲେ ଚାକିରିରୁ ନିଲମ୍ବିତ ହେବେ । ଏବେ ଏହି ନିୟମ ଭୁବନେଶ୍ଵରର ସ୍ପେଶାଲ ବାଟେଲିୟନ ଡିସିପି କହିଛନ୍ତି । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।