Movie prime

ମ-ରି-ଗଲା ମଣିଷ ପଣିଆ ଦେଖନ୍ତୁ କୁଅ ଭିତରେ ହାତୀକୁ ଠେଲି ଚାଲିଗଲେ ଲୋକେ ଆଉ ତା ପରେ ...

 
Bh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣିପାରିବେ । ସାଙ୍ଗ ହୋଇ ହାତୀପଲ ଖେଳୁଥିଲେ । ଆଉ ହଠାତ୍ ଏଭଳି କିଛି ଘଟଣା ଘଟିଲା ଯାହାକୁ ନେଇ ଏବେ ଖବର ଆସିଛି । ଅନେକ ହାତୀ ଖେଳୁଥିଲେ ଆଉ ତାଙ୍କ ଭିତରୁ ଜଣେ କୂଅ ଭିତରେ ପଡ଼ିଗଲା । 
Hh
ଏହି କୂଅ ଭିତରେ ପଡ଼ି ଯାଇଥିବା ହାତୀକୁ ଦେଖି ଅନ୍ୟ ହାତୀମାନେ ସେଠାରୁ ପଳାଇ ଯାଇଥିଲେ । ଏପଟେ ଏହି ହାତୀ ଜଣକ ଚିତ୍କାର କରୁଥିଲା । ନିଜକୁ ବଞ୍ଚାଇବାକୁ ଚିତ୍କାର କରୁଥିଲା । କୂଅ ଭିତରୁ ହାତୀ ବାହାରିବ ବୋଲି ଚେଷ୍ଟା କରୁଥିଲା ।
ସେତେବେଳେ ଘୋର ଅନ୍ଧାର ହୋଇଥିଲା । ଆଉ ଏହି ଅନ୍ଧାରରେ ହାତୀର ଶବ୍ଦ ଶୁଣିଥିଲେ ଲୋକେ । ସ୍ଥାନୀୟ ଲୋକମାନେ ଶେଷରେ ହାତୀର ଚିତ୍କାର ଶୁଣିଥିଲେ । ଶେଷରେ ହାତୀଟିକୁ ଭଗବାନ ଉଦ୍ଧାର କରିଥିଲେ । 
ଏହି ହାତୀର ଚିତ୍କାର ଶୁଣି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ । ଏହାପରେ ବନ ବିଭାଗ ସେଠାରେ ପହଞ୍ଚି ତିନି ଘଣ୍ଟାର ଚେଷ୍ଟା ପରେ କୂଅରୁ ହାତୀକୁ ଉଦ୍ଧାର କରିଥିଲା ।
Bh
ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଚ ଅଧୀନ ଅମଦା ରିଜର୍ଭ ଜଙ୍ଗଲରୁ ଆସିଛି କିଛି ଖବର । ଏହି ହାତୀ ଜଙ୍ଗଲରେ ଥିବା ଏକ ବଡ କୂଅରେ ପଡ଼ି ଯାଇଥିଲା । ଆଉ ଏହି ହାତୀକୁ ଶେଷରେ ଉଦ୍ଧାର କରିଥିଲେ । ବନ ବିଭାଗ ହାତୀକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଇଛନ୍ତି । 
ଏହି ହାତୀଟିର ବୟସ ୧୦ ବର୍ଷରୁ ଅଧିକ ହେବ । ଏହି ହାତୀ ଖେଳିବା ସମୟରେ କୂଅରେ ପଡ଼ି ଯାଇଥିଲା । ଆଉ ଏହି ହାତୀର ଚିତ୍କାର ଶୁଣି ଗ୍ରାମବାସୀ ଖବର ଦେବାରୁ ବନ ବିଭାଗ ହାତୀକୁ ଉଦ୍ଧାର କରିବାରେ ସକ୍ଷମ ହୋଇ ପାରିଥିଲା । ଏହି ଜଙ୍ଗଲରେ ମୋଟ ୨୪ଟି ହାତୀ ଅଛି ।
ଏହି ଜଙ୍ଗଲରେ ହାତୀମାନଙ୍କର ସୁରକ୍ଷା ବନ ବିଭାଗ ଠିକରେ କରି ପାରୁନାହିଁ ବୋଲି ସୂଚନା ମିଳିଛି । ଏଥିପାଇଁ ପୂର୍ବଥର ଗୋଟିଏ ହାତୀର ମୃତ୍ୟୁ ହୋଇଥିଲା । ଏବେ ଏହି କଥାକୁ ନେଇ ଚର୍ଚ୍ଚା ହେଉଛି ।