Movie prime

ଆସୁଛି ପ୍ରବଳ ବର୍ଷା ଦେଖନ୍ତୁ ଏହିସବୁ ଜିଲ୍ଲାକୁ ମିଳିଲା ସତର୍କ ସୂଚନା ଦେଖି ଚାହିଁ ଘରୁ ବାହାରନ୍ତୁ ଏହିସବୁ ଜିଲ୍ଲା

 
Fg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ଅନେକ କିଛି ଖବର ପାଇପାରିବେ । ପାଣିପାଗକୁ ନେଇ ଏବେ କିଛି ଖବର ଆସିଛି । ଏହି ଭିଡିଓ ଦେଖିଲେ ଅନେକ ବିଷୟରେ ଆପଣମାନେ ଜାଣିପାରିବେ ।
ପାଣିପାଗ କେମିତି ରହିବ ଏହି ବିଷୟରେ ସୂଚନା ପାଇପାରିବେ । କାଳବୈଶାଖୀ ବର୍ଷା ପ୍ରଭାବ ତ ସବୁ ଜିଲ୍ଲାରେ ଦେଖା ଯାଇଥିବ । ଆପଣମାନେ ସମସ୍ତେ କାଳବୈଶାଖୀର ପ୍ରଭାବ ତ ଦେଖି ସାରିଥିବେ । 
Gg
ଏହି କାଳବୈଶାଖୀ ପାଇଁ କିଛି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ମାଡ଼ି ଆସୁଛି କାଳବୈଶାଖୀ । ବିଜୁଳି ଘଡଘଡି ସହ ପବନର ବେଗ ବହୁତ ଅଧିକ ରହିଛି । ପବନର ବେଗ ଏତେ ଅଧିକ ରହୁଛି ଯେ ଏହା ସବୁକିଛି ଭାଙ୍ଗି ରୁଜି ଦେଉଛି ।
ସବୁକିଛି ନଷ୍ଟ କରିଦେଇ ମାଟିରେ ମିଶାଇ ଦେଉଛି । ଏହି କିଛିଦିନ ହେବ କାଳବୈଶାଖୀର ତାଣ୍ଡବ ଆପଣମାନେ ଦେଖିଥିବେ । ଆଉ ଏହି କାଳବୈଶାଖୀକୁ ନେଇ ଆଜି ୨୪ଟି ଜିଲ୍ଲାରେ ତାଣ୍ଡବ ରଚିବ ।
କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ ଆଉ ଘଡଘଡି ହେବାର ଆଶଙ୍କା ରହିଛି । କିଛି ଜିଲ୍ଲାରେ ୩୦ ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । ଏହା ଆପଣଙ୍କ ପାଇଁ ବିପଦ ଆଣିପାରେ ।
Yy
ଆଉ ସେଥିପାଇଁ ଘରୁ ବାହାରନ୍ତୁ ନାହିଁ । ଏହି ସମୟରେ ଘରୁ ବାହାରିବା ଆପଣଙ୍କ ପାଇଁ ବିପଦ ଆଣିପାରେ । ବର୍ଷା ସହ କୁଆପଥର ମାଡ ହେବ ବୋଲି ସୂଚନା ମିଳିଛି । ଏନେଇ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । 
ରିଲିଫ କମିଶନର ଜିଲ୍ଲାର ଜିଲ୍ଲାପାଳଙ୍କୁ ପରିସ୍ଥିତି ସହ ସାମ୍ନା କରିବାକୁ କହିଛନ୍ତି । କାଲି ପ୍ରବଳ ଘଡଘଡି ସହ ବର୍ଷାରେ ଭିଜିଛି ଟୁଇନ ସିଟି । ଆଜି ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସକାଳୁ ସକାଳୁ ପାଗ ମେଘୁଆ ଥିବା ବେଳେ ବର୍ଷା ସହ ଘଡଘଡି ଦେଖିବାକୁ ମିଳିଛି ।
ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଆଉ ପୁରୀରେ ଝିପଝିପ ବର୍ଷା ସହ ୪୦ ରୁ ୫୦ କିମି ବେଗରେ ପବନ ବହିଥିଲା । କାଲି ଆଉ ପରଦିନ ପ୍ରବଳ ବର୍ଷା ହେବ ଆଉ ସେଥିପାଇଁ ସତର୍କ ସୂଚନା ଜାରି କରାଯାଇଛି ।