Movie prime

ଓଡ଼ିଆ ବୈଜ୍ଞାନିକ ଶେଷ କିଷାନଙ୍କ ପତ୍ନୀ ବଖାଣିଲେ ପ୍ରେମ କାହାଣୀ ଦେଖନ୍ତୁ ଏହି ଦୃଶ୍ୟ କଣ କହିଲେ

 
Bb
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ଅନେକ ବ୍ୟକ୍ତିଙ୍କ ବିଷୟରେ ଅନେକ ଖବର ଜାଣି ପାରୁଛନ୍ତି ।
ଏବେ ଆପଣମାନେ ଓଡ଼ିଶାର ଜଣେ ବୈଜ୍ଞାନିକଙ୍କ ବିଷୟରେ ଅନେକ କିଛି କଥା ଜାଣିପାରିବେ । ଏବେ ଏହି ଭିଡିଓ ଆପଣଙ୍କୁ ଅନେକ କିଛି ଜଣାଇବ । ଓଡ଼ିଶାର ବୈଜ୍ଞାନିକ ଶେଷ କିସାନଙ୍କୁ ନେଇ ଆସିଛି ଖବର ।
Hh
ଏକ ସାକ୍ଷାତକାରରେ ବୈଜ୍ଞାନିକ ଶେଷ କିସାନ ଏବଂ ତାଙ୍କ ଧର୍ମପତ୍ନୀ ଆସିଛନ୍ତି । ଆଉ ତାଙ୍କ ଧର୍ମପତ୍ନୀ ତାଙ୍କ ବିଷୟରେ ଅନେକ କିଛି କଥା କହିଛନ୍ତି । ସେ ତାଙ୍କ ପ୍ରେମ କାହାଣୀ ବିଷୟରେ ମଧ୍ୟ କହିଛନ୍ତି । ସେ ବହୁତ ଖୁସି ଅଛନ୍ତି ।
ଏବେ ଏହି ବୈଜ୍ଞାନିକ ଜଣଙ୍କୁ ନେଇ ଫିଲ୍ମ୍ ଆସୁଛି ଆଉ ସେଥିପାଇଁ ତାଙ୍କ ଧର୍ମପତ୍ନୀ ବହୁତ ଖୁସି ଅଛନ୍ତି । ସେମାନେ ସୋସିଆଲ ମିଡିଆ ସାଇଟରେ ଉଭୟ ଉଭୟଙ୍କ ସହିତ ଦେଖା ହୋଇଥିଲେ । ଆଉ ସେତେବେଳେ ବୈଜ୍ଞାନିକ ଶେଷ କିସାନ ସବୁ କଥା କହିଥିଲେ ।
ତାଙ୍କ ପରିବାରରେ କେହି ନାହାନ୍ତି ଆଉ ସବୁ ପ୍ରକାରର କଥା ତାଙ୍କ ଜୀବନକୁ ନେଇ ସେ ତାଙ୍କୁ କହିଥିଲେ । ଆଉ ଏହି କଥା ଶୁଣି ସେ ଜାଣି ପାରିଥିଲେ ସେ ଜଣେ ଭଲ ମଣିଷ । ସେ କହିଥିଲେ କି ତାଙ୍କ ଘରେ ସମସ୍ତେ ରାଜି ହେଲେ ସେମାନେ ବିବାହ କରିବେ ଆଉ ଏହି କଥା ତାଙ୍କ ସ୍ତ୍ରୀଙ୍କୁ ବହୁତ ଭଲ ଲାଗିଥିଲା ।
Hh
ଏବେ ତାଙ୍କୁ ନେଇ ଫିଲ୍ମ୍ ଆସୁଛି । ବୈଜ୍ଞାନିକ ଶେଷ କିସାନଙ୍କ ସ୍ତ୍ରୀ କହିଛନ୍ତି ତାଙ୍କ ସ୍ଵାମୀ ଝଗଡ଼ା କରନ୍ତି ନାହିଁ ଆଉ ସେ ଝଗଡ଼ା କରନ୍ତି । ସେମାନେ ବହୁତ ଭଲରେ ଅଛନ୍ତି ।ସେମାନେ ଏବେ ୨୦୦ ପିଲାଙ୍କୁ ପାଠ ପଢ଼ାଉଛନ୍ତି ।
ଆଉ ଆଗକୁ ଅନେକ ପିଲାଙ୍କୁ ପାଠ ପଢ଼ାଇବେ । ଆଉ ତାଙ୍କର ମେଡିସିନ ଦୋକାନ ଭଲ ଚାଲିଲେ ଯେଉଁ ଟଙ୍କା ଆସିବ ।ସେ ଲୋକମାନଙ୍କର ସେବା କରିବାକୁ ଚାହୁଁଛନ୍ତି । ଏଭଳି ଅନେକ ଆଶା ରଖିଛନ୍ତି ଏହି ଦମ୍ପତି ।
ତାଙ୍କୁ ଅନେକ ଫିଲ୍ମ୍ କଥା କୁହାଯାଇଛି । ଆଉ ଓଡ଼ିଆ ଫିଲ୍ମ୍ ସେ ଦେଖନ୍ତି ବୋଲି ସେ କହିଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆହୁରି ଅନେକ କଥା ଏହି ବୈଜ୍ଞାନିକ ଶେଷ କିସାନଙ୍କ ସ୍ତ୍ରୀ କହିଛନ୍ତି । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି।