Movie prime

ଭାରତର ରହସ୍ୟମୟ ମନ୍ଦିର ଦେଖନ୍ତୁ ରାତି ହେବା ମାତ୍ରେ ହେଉଛି କିଛି ଏମିତି ଲୋକ ଦେଖି ହେଇ ପଡ଼ୁଛନ୍ତି ଆଶ୍ଚର୍ୟ୍ଯ

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏଭଳି କିଛି ଖବର ଆସିଛି ମନ୍ଦିରକୁ ନେଇ ।
ଏମିତି କିଛି ମନ୍ଦିର ବିଷୟରେ ଆପଣମାନେ ଜାଣିପାରିବେ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ରାତି ହେଲେ ଏହି ମନ୍ଦିର ଭୟ ଆଣି ଦେଉଛି ବୋଲି ସୂଚନା ମିଳିଛି । ଏହି ମନ୍ଦିର ଭିତରକୁ ରାତିରେ କେହି ଯାଆନ୍ତି ନାହିଁ ।
Hh
ଯଦି କେହି ଏଗୁ ମନ୍ଦିର ଭିତରକୁ ରାତିରେ ଯାଆନ୍ତି ତାହେଲେ ସେ ପଥର ପାଲଟି ଯାଏ । ସୂର୍ଯ୍ୟ ଅସ୍ତ ହେବା ମାତ୍ରକେ କେହିବି ଏହି ମନ୍ଦିରର ନାମ ଧରନ୍ତି ନାହିଁ । ଏଭଳି ଅନେକ ମନ୍ଦିର ରହିଥାଏ ଆଉ ଏହି ମନ୍ଦିର ବିଷୟରେ ଯେ କେହିବି ଶୁଣିବ ଆଶ୍ଚର୍ଯ୍ୟ ହୋଇଯିବ ।
ଏହି ମନ୍ଦିର ସନ୍ଧ୍ୟା ହେବା ମାତ୍ରକେ ମନରେ ଆଣି ଦେଇଥାଏ ଅନେକ ଭୟ । ସନ୍ଧ୍ୟା ହେବା ମାତ୍ରକେ ଏହି ମନ୍ଦିରକୁ ତ ଯିବା ଦୂରର କଥା ଏହି ମନ୍ଦିରର ନାଁ ବି କେହି ନିଅନ୍ତି ନାହିଁ । ଏହି ମନ୍ଦିର ବିଷୟରେ ଏଭଳି କିଛି ଖବର ଆସିଛି ।
ଏଭଳି ଏକ ମନ୍ଦିର ଅଛି ରାଜସ୍ଥାନ ବାଡମେଡ ଅଞ୍ଚଳରେ ଥିବା କେରଡୀ ମନ୍ଦିରରେ । ଏହି ମନ୍ଦିରକୁ ନେଇ ଅନେକ କିଛି ତଥ୍ୟ ଅଛି ଯାହା ସତରେ ବହୁତ ଆଶ୍ଚର୍ଯ୍ୟ ଜନକ । ଲୋକମାନେ ଏହି ମନ୍ଦିରକୁ ନେଇ ଅନେକ କଥା କହିଥାନ୍ତି ।
Hj
କେହି କେହି ଏହି ମନ୍ଦିରକୁ ନେଇ ଏହା ଈଶ୍ବରଙ୍କ କୃପା ବୋଲି କହିଥାନ୍ତି ଆଉ କିଛି ଲୋକ ଏହାକୁ ଆଶ୍ଚର୍ଯ୍ୟ ବୋଲି କହିଥାନ୍ତି । ଏକ ସାଧୁ ଏହି ମନ୍ଦିରକୁ ଅଭିଶାପ ଦେଇଥିଲେ । ଆଉ ସେବେଠାରୁ ଏଭଳି ହେଉଛି ବୋଲି ଖବର ଆସୁଛି । ଖ୍ରୀଷ୍ଟପୂର୍ବ ୧୧୬୧ ମସିହାରେ ଏହି ସ୍ଥାନ କ୍ରାଣ୍ଡପା ନାମରେ ଜଣା ଯାଉଥିଲା ।
ଏହି ମନ୍ଦିରକୁ ଦେଖିବା ପାଇଁ ଲୋକମାନେ ଅନେକ ସ୍ଥାନରୁ ଆସିଥାନ୍ତି । ଏହି ମନ୍ଦିର ଦକ୍ଷିଣଶ୍ୱରି ଉପାୟରେ ନିର୍ମିତ ହୋଇଛି । ଏହି ମନ୍ଦିରର କାରୁକାର୍ଯ୍ୟ ବହୁତ ସୁନ୍ଦର ଅଟେ । ଏହି ମନ୍ଦିରକୁ ଯିବା ପାଇଁ ଲୋକମାନେ ଭୟ କରିଥାନ୍ତି । କେହିବି ଏହି ମନ୍ଦିର ଭିତରକୁ ଯାଆନ୍ତି ନାହିଁ ।
ଏହି ମନ୍ଦିରକୁ ନେଇ ଅନେକ କିଛି କଥା ଅଛି । ଆଉ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି କଥା ଜାଣିପାରିବେ । ସାଧୁ ଜଣକ ଅଭିଶାପ ଦେଇଥିଲେ ଏହି ମନ୍ଦିର ଭିତରକୁ ସନ୍ଧ୍ୟା ହେବା ପରେ ଯିଏ ପ୍ରବେଶ କରିବ ସେ ପଥର ହୋଇଯିବ । ଏଭଳି ଏହି ମନ୍ଦିରକୁ ନେଇ ଅନେକ ରହସ୍ୟ ଅଛି ବୋଲି ଜଣାପଡିଛି ।