Movie prime

ଦୃଢ଼ ଇଛାଶକ୍ତି ଆଗରେ ହାର ମାନିଲା ଗରିବୀ ଦେଖନ୍ତୁ ଜରିପାଲ ଭିତରୁ ବାହାରିଲେ ଆଇଏଏସ ଅଫିସର

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି କଥା ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ କି ଜଣେ ଯୁବକ ଏତେ ଗରିବିରେ ଥାଇ ମଧ୍ୟ ନିଜର ସଫଳତା ହାସଲ କରିଛନ୍ତି । ଏବେ ଏହି ବ୍ୟକ୍ତି ଜଣକ ସମସ୍ତଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି। 
Vh
ସ୍ବପ୍ନ ଆଗରେ ହାର ମାନିଲା ଗରିବୀ । ଜରି ପାଲ ତଳେ ପିଲାଦିନ କଟିଥିଲା ଆଉ ଏବେ UPSC ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । ଆଉ ଏବେ ହୋଇ ଯାଇଛନ୍ତି IAS ଅଫିସର । ଦୃଢ଼ ଇଚ୍ଛା ଥିଲେ ସବୁ କାର୍ଯ୍ୟ ସଫଳ ହୋଇଯିବ ।
ଆପଣମାନେ ତ ଜାଣିଥିବେ ଦୃଢ଼ ଇଚ୍ଛାଶକ୍ତି ଥିଲେ ଦିନେ ନା ଦିନେ ସଫଳ ମିଳିବ । ଉଚ୍ଚ ଅଭିଳାଷ ଥିବା ବ୍ୟକ୍ତିମାନେ ସବୁ ବାଧା ବିଘ୍ନକୁ ନଡରି ସଫଳତା ପାଇଥାନ୍ତି । ପ୍ରାୟ ସମସ୍ତେ ସଫଳତା ପାଇବା ପାଇଁ ଅନେକ ସଂଘର୍ଷ କରିଥାନ୍ତି । ଆଉ ଏହି ବ୍ୟକ୍ତିଙ୍କ କଥା କିଛି ନିଆରା ।
ଏହି ବ୍ୟକ୍ତି ଜଣଙ୍କର ଜୀବନର ସଂଘର୍ଷ କାହାଣୀ ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବା ସହ ସେ ସମସ୍ତଙ୍କ ପାଇଁ ଉଦାହରଣ ମଧ୍ୟ ଅଟନ୍ତି । ଏହି ଯୁବକ ଜଣକ ହେଉଛନ୍ତି ପୱନ କୁମାର । କିଛିଦିନ ତଳେ UPSC ପରୀକ୍ଷା ରେଜଲ୍ଟ ବାହାରିଛି ।
Bh
ପୱନ କୁମାର କୁଡିଆ ଘରେ ପାଠ ପଢ଼ି ସଫଳତା ହାସଲ କରିଛନ୍ତି । ଝାଟି ମାଟିର ଘରେ ସେ ପାଠ ପଢି ସଫଳ ହୋଇଛନ୍ତି । ସେ ଲୋକମାନଙ୍କୁ ଅନେକ କଥା କହିଛନ୍ତି ଆଉ ସେ କିଭଳି ସଫଳତା ଲାଭ କରିଲେ ଏହି ଭିଡିଓରେ କହିଛନ୍ତି । ଉତ୍ତରପ୍ରଦେଶ ରାଜ୍ୟର ବୁଲନ୍ଦ ସହରର ରଘୁନାଥପୁର ଗାଁର ବାସିନ୍ଦା ହେଉଛନ୍ତି ପୱନ କୁମାର । 
ତାଙ୍କର ପାଠପଢ଼ା ପାଇଁ ବିଦ୍ୟୁତ୍ ସୁବିଧା ନଥିଲା । ଆଉ ସେ ଠିକସେ ଖାଇବାକୁ ବି ପାଉ ନଥିଲେ । ତାଙ୍କର ବାପା ଦିନ ମଜୁରି କରିବା ପରେ ତାଙ୍କ ପାଇଁ ବହି କିଣି ପାରୁଥିଲେ । ଅନେକ ଅସୁବିଧା ଭିତରେ ବି ସେ ପାଠ ପଢିଥିଲେ । ଆଉ ଏହି ପାଠ ପଢି ସେ ସଫଳତା ହାସଲ କରିଥିଲେ ।
ଏବେ ଏହି ଯୁବକ ଜଣକ ସମସ୍ତଙ୍କ ପାଇଁ ଏକ ଉଦାହରଣ ଅଟନ୍ତି । ପୱନ ତୃତୀୟ ଥରରେ ସଫଳତା ଲାଭ କରିଥିଲେ । ସେ ୧୪୮ ନମ୍ବର ସ୍ଥାନରେ ଅଛନ୍ତି । ତାଙ୍କ ବାପା ଆଉ ଭଉଣୀର ସହାୟତାରେ ସେ ପାଠ ପଢୁଥିଲେ ।