Movie prime

ଆସିଲା ଭୟଙ୍କର ଖରା ଦେଖନ୍ତୁ ଏଥର ଗରମରେ ସିଝିବେ ଏହିସବୁ ଜିଲ୍ଲା ଦେଖନ୍ତୁ କେଉଁ କେଉଁ ଜିଲ୍ଲାଙ୍କୁ ମିଳିଲା ସତର୍କ ସୂଚନା

 
Vv
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଅନେକ ପ୍ରକାରର ଏବଂ ପାଣିପାଗକୁ ନେଇ ଆସୁଥିବା ଖବର ସବୁ ଜାଣିପାରିବେ ।
ଆପଣମାନେ ଏହି ଭିଡିଓ ମାଧ୍ୟମରେ ପାଣିପାଗ ବିଷୟରେ କିଛି ଖବର ଜାଣିପାରିବେ । ପାଣିପାଗ ଲଗାତାର କିଛିଦିନ ମେଘୁଆ ହୋଇଥିଲା । ଆଉ କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇଥିଲା । ଏବେ ପୁଣି କିଛି ଖବର ଆସିଛି ।
Yy
ଏହି ପାଣିପାଗ ସୂଚନା ଅନୁସାରେ କିଛି ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହୋଇଥିଲା । ଏବେ ସୂଚନା ମିଳିଛି କି ଆସନ୍ତା ୧୧ ତାରିଖରୁ ପାଗ ବଦଳି ଯିବ । ଆଉ ମାଡ଼ି ଆସିବ ଅସହ୍ୟ ତାତି ।ଅସହ୍ୟ ତାତି ବା ଗରମ ଅନୁଭୂତ ହେବ ।
ଅସହ୍ୟ ଗରମ ହେବା ସହିତ ତାପମାତ୍ରା ବଢିବ । ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି ଖବର ଆସିଛି । ୧୧ ତାରିଖରୁ ଅସହ୍ୟ ଗରମ ହେବା ନେଇ ଖବର ଦେଇଛି ପାଣିପାଗ ବିଭାଗ ।
Bhh
ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି କି ଆସନ୍ତା ୧୧ ତାରିଖରୁ ଅସହ୍ୟ ତାତି ଯୋଗୁଁ ଲୋକମାନେ ହଇରାଣ ହୋଇପାରନ୍ତି । ଏବର୍ଷ ଖରା ଯେମିତି ବର୍ଷା ବି ସେମିତି ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ମୌସୁମୀ ଜୁଲାଇ ମାସରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଏହି ତିନିମାସ ସ୍ଵାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । 
ଚଳିତ ବର୍ଷ ତାତି ଅନୁଭୁତ ହେବା ନେଇ ଖବର ଆସିଛି । ଉତ୍ତର ଓଡ଼ିଶାରୁ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ଏକ ଲାଇନ୍ ଟ୍ରାପ ରହିଛି । ଏହା ସହିତ ଦକ୍ଷିଣ ଓଡ଼ିଶା ଏବଂ ପଶ୍ଚିମରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।
ଆଉ ଏହାର ପ୍ରଭାବରେ ବର୍ଷା ହୋଇପାରେ ବୋଲି ଜଣାପଡିଛି । ଦକ୍ଷିଣ ଓଡ଼ିଶା ଉପକୂଳ ସହିତ କେତେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି । ୧୧ ତାରିଖ ଠାରୁ ପାଗ ବଦଳି ଯିବ ।