Movie prime

ବାହାଘର ଋତୁରେ ଅଚାନକ ବଢିଲା ସୁନା ଦର ଦେଖନ୍ତୁ ଆଉ କିଣି ହେବନି ସୁନା !! ଦେଖନ୍ତୁ ଦାମ ହେବ ଏତିକି

 
Yh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ସୁନା ଦର ବିଷୟରେ ଜାଣିପାରିବେ ।
ବିବାହ ଋତୁରେ ବଢୁଛି ସୁନା ଦର । ଆଉ ସୁନା ଦର ଦେଖି ମାଡ଼ୁଛି ଦର । ଏବେ ସୁନା ଦର ଯାହା ହେଲାଣି ତାହା ତ କହିବା ସମ୍ଭବ ନୁହେଁ । ଏବେ ସୁନା ଦରକୁ ନେଇ ଆସିଛି ଖବର ।
Hh
ଆଗକୁ ଆସୁଛି ଅକ୍ଷୟ ତୃତୀୟା । ଆଉ ଏହି ଅକ୍ଷୟ ତୃତୀୟାରେ ସୁନା ଦର କମିବ ବୋଲି ଲୋକମାନେ ବା ଗ୍ରାହକମାନେ ଭାବିଥାନ୍ତି କିନ୍ତୁ ଏବେ ଖବର ଆସିଛି କି ଅକ୍ଷୟ ତୃତୀୟାରେ ସୁନାପ୍ରେମୀଙ୍କୁ ଶକ୍ତ ଝଟକା । ସୁନା ଦରରେ ଲାଗିଲା ନିଆଁ ।
ପୁଣି ହାତ ଛଡ଼ା ହେଲା ଶସ୍ତାରେ ସୁନା କିଣିବା ମୌକା । ସୁନା ଦର କିଛିଦିନ ପୂର୍ବରୁ ଟିକେ କମ୍ ଥିବା ବେଳେ ଏବେ ସୁନା ଦର ବୃଦ୍ଧି ହେବାରେ ଲାଗିଛି । ଏବେ ସୁନା ଦର ପୁଣି କନ୍ଦାଇଲାଣି । ହୁ ହୁ ହୋଇ ବଢ଼ିବାରେ ଲାଗିଛି ସୁନା ଦର । 
ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି ସୁନା ଦର । ଲୋକମାନେ ଏବେ ସୁନା ଦର ଦେଖି ଆଉ ସୁନା କିଣିପାରିବେ ନାହିଁ । ଆଗକୁ ମାଡି ଆସୁଛି ସୁନା ଦରର ବୃଦ୍ଧି । ସୁନା ଦର ଏବେ ଆକାଶ ଛୁଆଁ ହୋଇଗଲାଣି ।
Hh
ସୁନା ଦର ଏବେ ବୃଦ୍ଧି ହେବାରୁ ଲୋକମାନେ ସୁନା ଦେଖି ଭୟଭୀତ ହୋଇ ଯାଉଛନ୍ତି । ଆଗକୁ ରହିଛି ଅକ୍ଷୟ ତୃତୀୟା ଏବଂ ବିବାହ ଋତୁ ଆସୁଛି । ଦିନକୁ ଦିନ ସୁନାର ଦର ବୃଦ୍ଧି ପାଉଥିବାରୁ ସୁନା କିଣିବାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ଗ୍ରାହକ । ଆଜି ମଧ୍ୟ ସୁନା ଦରରେ ପରିବର୍ତ୍ତନ ହୋଇଛି । 
ଏବେ ସୁନା ଦର ବିଷୟରେ ଜାଣି ରଖନ୍ତୁ । ଆଜି ବଜାରରେ ସୁନା ଦର ୭୨ ହଜାର ୬୦ ଟଙ୍କା ହୋଇଛି । ୨୨ କ୍ୟାରେଟ ସୁନା ଦର ୬୨ ହଜାର ଟଙ୍କା ରହିଛି । ସୁନା ୧୦ ଗ୍ରାମ ପ୍ରତି ଏହି ଦର ରହିଛି ।
ଓଡ଼ିଶାରେ ୨୪ କ୍ୟାରେଟ ସୁନା ଦର ୭୨ ହଜାର ୧୨୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍ ସୁନାର ଦର ମଧ୍ୟ ସେହି ଭଳି ରହିଛି ।ନୂଆଦିଲ୍ଲୀରେ ୨୪ କ୍ୟାରେଟ ସୁନା ୭୨ ହଜାର ୨୧୦ ଟଙ୍କା । ଚେନ୍ନାଇରେ ୨୪ କ୍ୟାରେଟ ସୁନା ୭୨ ହଜାର ୧୨୦ ଟଙ୍କା । ଆଉ ରୂପା ଦର ୮୪ ହଜାର ୧୦୦ ଟଙ୍କା ରହିଛି ।