Movie prime

ମନ୍ଦିର ବାହାରେ ଲଗାଉଛନ୍ତି ଟିକା ଦେଖନ୍ତୁ ମାସକୁ ରୋଜଗାର ୪୫୦୦୦/- ଟଙ୍କା

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ସବୁ ମାଧ୍ୟମରେ ଅନେକ କିଛି ଖବର ଜାଣି ପାରୁଛନ୍ତି ।
ଆପଣମାନେ ସମସ୍ତେ ତ ମନ୍ଦିର ଗୁଡ଼ିକ ବାହାରେ ଯେଉଁମାନେ ଟିକା ଲଗାଇଥାନ୍ତି ତାଙ୍କୁ ଦେଖିଥିବେ । ଏବେ ଏହି ଟିକା ଲଗାଉଥିବା ଜଣେ କୁନି ବାଳକ କେତେ ଟଙ୍କା ରୋଜଗାର କରୁଛି ତାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏହି ଭିଡିଓ ମାଧ୍ୟମରେ ପିଲାଟି ସବୁ କଥା କହିଛି ।
Jj
ଆପଣମାନେ ଅଯୋଧ୍ୟା ରାମ ମନ୍ଦିର ବିଷୟରେ ତ ଶୁଣିଥିବେ । ଏଠାକୁ ଏବେ ଅନେକ ଲୋକ ପ୍ରତ୍ୟେକ ଦିନ ଆସୁଛନ୍ତି । ଆଜିକାଲି ସୋସିଆଲ ମିଡ଼ିଆ ଯୁଗରେ ପ୍ରସିଦ୍ଧ ହେବା ଏକ ସାଧାରଣ କଥା ହୋଇଗଲାଣି ।
ଲୋକପ୍ରିୟତା ହାସଲ କରିବା ପାଇଁ ଲୋକମାନେ ଅନେକ କିଛି କାମ କରୁଛନ୍ତି । ଇଣ୍ଟରନେଟ ଦ୍ଵାରା ଲୋକମାନେ ଅନେକ ଆଗକୁ ଯାଉଛନ୍ତି । ଆପଣମାନେ ଡୋଲି ଚା ବାଲା ଭିଡିଓ ଦେଖିଥିବେ । ଏବେ ଅଯୋଧ୍ୟାର ଏକ ଶିଶୁର ଭିଡିଓ ସମସ୍ତଙ୍କର ହୃଦୟ ଜିତି ନେଇଛି । 
ଏହି କୁନି ବାଳକ ହେଉଛି ଗୁଲୁ । ଏହି ଭିଡିଓ ଅମିତ୍ ସିଂ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଭାରତର ଅନେକ ପେଶାଦାରଙ୍କ ଅପେକ୍ଷା ଗୁଲୁ ଅଧିକ ରୋଜଗାର କରୁଛି । ନିକଟରେ ଅମିତ୍ ଅଯୋଧ୍ୟା ଯାଇଥିଲେ ।
Jj
ଆଉ ସେତେବେଳେ ସେ ଏହି କୁନି ବାଳକ ଜଣଙ୍କୁ ଦେଖିଥିଲେ । ଆଉ ସେ ଲୋକମାନଙ୍କୁ ଟିକା ଲଗାଇ ଦେଉଥିଲା । ଏହାପରେ ଅମିତ୍ ପିଲାଟିକୁ ତାର ରୋଜଗାର ବିଷୟରେ ପଚାରିଥିଲେ । ସେ ସବୁ କଥା କହିଥିଲେ । ପିଲାଟି କହିଥିଲା ସେ ମନ୍ଦିର ଆଗରେ ତିଳକ ଲଗାଉଛି । 
ପିଲାଟି ସକାଳ ୬ ରୁ ୧୦ ଟା ପର୍ଯ୍ୟନ୍ତ ଲୋକଙ୍କୁ ବୁଲି ବୁଲି ସିନ୍ଦୂର ଟିକା ଲଗାଇଥାଏ ଆଉ ଏହାପରେ ରାତି ୮ ପର୍ଯ୍ୟନ୍ତ ତିଳକ ଲଗାଇଥାଏ । ଆଉ ଦିନକୁ ଏହି ପିଲାଟି ୧୫୦୦ ଟଙ୍କା ରୋଜଗାର କରୁଛି ବୋଲି କହିଥିଲା । ଏହାକୁ ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଅମିତ୍ । ଡାକ୍ତରଙ୍କ ଦରମା ଭଳି ତାଙ୍କର ଟଙ୍କା ସମାନ ଅଟେ ।
ଆଉ ଏହା ଦେଖିବା ପରେ ସେ କହିଥିଲେ ତୁମର ଆଉ କାମ କରିବା କଣ ଦରକାର । ତାଙ୍କର ଦରମା ୪୫ ହଜାର ବୋଲି ସେ କହିଥିଲେ ଆଉ ଏହାପରେ ଛୁଆଟି କହିଥିଲା ତାଙ୍କୁ କଣ ଡାକ୍ତର ଠାରୁ କମ୍ ଭାବୁଛ କି । ଏବେ ଏହି ଭିଡିଓ ସୋସିଆଲ ମିଡ଼ିଆ ଦ୍ଵାରା ଚର୍ଚ୍ଚାକୁ ଆସିଛି ।