Movie prime

ପ୍ରଭୁ ଶ୍ରୀରାମ ଧୋଇଦେଲେ କୁନି କୁନି ପିଲାଙ୍କ ପାଦ ଦେଖନ୍ତୁ ସୋସିଆଲ ମିଡିଆରେ Viral ହେଉଛି ଏହି ଦୃଶ୍ୟ

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ଭିଡ଼ିଓରେ ଏଭଳି କିଛି ଘଟଣା ଦେଖିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣ ଏହି ଭିଡିଓ ଦେଖିଲେ କହିବେ କି ସତରେ କଣ ଏଭଳି ଲୋକ ଅଛନ୍ତି । ସତରେ ଏହି ବ୍ୟକ୍ତି ଜଣଙ୍କ ବହୁତ ଭଲ କାମ କରିଛନ୍ତି ।
Hh
ଏହି ବ୍ୟକ୍ତି ଜଣକ ହେଉଛନ୍ତି ରାମ । ଛୋଟ ପିଲାଙ୍କ ପାଦ ଧୋଇ ପୂଜା କରିଲେ ରାମ । ପୂଜା, ପାଠ ଆଉ ତ୍ୟାଗରେ ପୁରି ଉଠିଲା ପୁରା ସ୍ଥାନ ।ରାମନବମୀରେ ଦେଖିବାକୁ ମିଳିଲା ଏହି ଅଜବ ଦୃଶ୍ୟ ।
ଏହି ଦୃଶ୍ୟକୁ ଦେଖି ସମସ୍ତେ ଚକିତ ହୋଇ ପଡିଛନ୍ତି । ବୟସରେ ବଡ ହେଲେ ମଧ୍ୟ ଏହି ବ୍ୟକ୍ତି ଜଣକ ଛୋଟ ଛୋଟ ଝିଅଙ୍କୁ ପୂଜା କରୁଛନ୍ତି । ଆଉ ତାଙ୍କ ଠାରୁ ଆର୍ଶୀବାଦ ଗ୍ରହଣ କରୁଛନ୍ତି । ପବିତ୍ର ରାମନବମୀ ଦିନ କନ୍ୟା ପୂଜା କରାଯାଇଛି ।
ଏହି ବ୍ୟକ୍ତି ଜଣକ ପୂଜା କରୁଛନ୍ତି ଆଉ ତାଙ୍କ ଠାରୁ ଆର୍ଶୀବାଦ ଗ୍ରହଣ କରିବା ସହ ଏଭଳି ବ୍ୟକ୍ତିତ୍ଵ ଦେଖିବାକୁ ମିଳେ ନାହିଁ । ଏହି ବ୍ୟକ୍ତି ଜଣକ ରିଲ ଲାଇଫରେ ଯେମିତି ରିଅଲ ଲାଇଫରେ ମଧ୍ୟ ସେମିତି ।
Bhhh
ପବିତ୍ର ରାମନବମୀ ସାରା ଦେଶରେ ପାଳିତ ହେଉଛି ଆଉ ଏହି ସମୟରେ ଏଭଳି କିଛି ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ଭଗବାନ ରାମ ଭାବି ପୂଜା କରନ୍ତି ସେ ଆଜି ଛୋଟ ପିଲାଙ୍କୁ ପୂଜା କରୁଛନ୍ତି ।
ଛୋଟ ପିଲାଙ୍କୁ ପୂଜା କରୁଥିବାର ଦୃଶ୍ୟ ଦେଖି ଏବେ ଅଭିନେତ୍ରୀ ଅରୁଣ ଗୋଭିଲଙ୍କ ଫ୍ୟାନ୍ସମାନେ ତାଙ୍କ କାମକୁ ପ୍ରଂଶସା କରିଛନ୍ତି । ଅରୁଣ ଗୋଭିଲ ଏକ ହଳଦିଆ ରଙ୍ଗର କୁର୍ତ୍ତା ପିନ୍ଧି କନ୍ୟା ପୂଜା କରୁଛନ୍ତି ଏବଂ ତାଙ୍କୁ ତିଳକ ଲଗାଇ ଦେଇଛନ୍ତି ।
ଅଭିନେତା ଜଣଙ୍କର ଏହି ଭକ୍ତି ଆଉ ମନୋଭାବକୁ ନେଇ ଚର୍ଚ୍ଚା ହେଉଛି । ଅରୁଣ ଗୋଭିଲଙ୍କ ଏହି ଭିଡିଓ ଏବେ ଚର୍ଚ୍ଚାକୁ ଆସିବା ସହ ତାଙ୍କୁ ଭୂରି ଭୂରି ପ୍ରଶଂସା ମିଳୁଛି